ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ
ଅମରପାଲି, ୯।୧୧ (ପୀତାମ୍ବର ସାହୁ): ଜବରଦଖଲ ଉଚ୍ଛେଦ କରି ବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ଯୋଗାଇଦେବା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା…
ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଜେଲ୍ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ
ରାୟଗଡ଼ା, ୯।୧୧ (ଜଗନ୍ନାଥ ଗୌଡ଼): ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଜେଲ୍ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ(76)। ୨୦୧୦ ମସିହା ଡିସେମ୍ବର…
ପାକିସ୍ତାନୀ ବୋଲରଙ୍କ ବୟସକୁ ନେଇ ବଡ଼ ପ୍ରଶ୍ନ, ବୟସ ଲୁଚାଇ ଖେଳୁଛନ୍ତି ଅଣ୍ଡର-୧୯ ଟୁର୍ନାମେଣ୍ଟ! ଆସିଲା ସାଂଘାତିକ ଅଭିଯୋଗ
ନୂଆଦିଲ୍ଲୀ, ୯।୧୧: ପାକିସ୍ତାନର ଯୁବ ଦ୍ରୁତ ବୋଲର ଅଲି ରଜା ଏବେ ଚର୍ଚ୍ଚାରେ ଅଛନ୍ତି। ରବିବାର ୨୦୨୬ ଅଣ୍ଡର-୧୯ ଏସିଆ କପରେ ଭାରତ ବିପକ୍ଷରେ ସେ ୩ଟି…
ଏମିତି ବି ଆସେ ମୃତ୍ୟୁ… କ୍ଲାସ୍ରୁମ୍ରେ ଟଳିପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ
ରାଜକନିକା,୯।୧୧(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ତ୍ରିଲୋକ୍ୟପୁର ପଞ୍ଚାୟତ ଆୟତନସ୍ଥିତ କମଳା ମଡେଲ ଆଦର୍ଶ ଉଚ୍ଚ ବାଳିକା ବିଦ୍ୟାଳୟରେ ସୋମବାର ଘଟିଛି ଏକ ଦୁଃଖଦ…
ପୁରୁଷୋତ୍ତମପୁର ଅଦାଲତରେ ଜାତୀୟ ଆଇନ ସେବା ଦିବସ: ସହାୟତା ଯୋଗାଣ ଉପରେ ଗୁରୁତ୍ୱ
ପୁରୁଷୋତ୍ତମପୁର, ୯।୧୧ (ସବିତା ମିଶ୍ର): ଅର୍ଥ ଅଭାବରୁ ଯେପରି କେହି ନ୍ୟାୟ ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ମାଗଣା ଆଇନ ସହାୟତା ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ…
ଆଜିଠୁ ଫୁଟାଇ ପାରିବେନି ରକେଟ୍ ବାଣ, ଜାରି ହେଲା କଟକଣା
ମୁମ୍ବାଇ,୯।୧୧: ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଅଗ୍ନିକାଣ୍ଡ ଘଟଣା ବଢ଼ିବା ପରେ ମୁମ୍ବାଇରେ ବଡ଼ ପଦକ୍ଷେପ ନେଇଛି ବୃହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC) । ସହରରେ ରକେଟ୍…
ଆଜି ରାତିରେ ବଦଳିବ ଚନ୍ଦ୍ରଙ୍କ ଚଳନ: ମିଥୁନ ସମେତ ୩ ରାଶିଙ୍କ ପାଇଁ ଭାରୀ ଖରାପ, ପାଖରୁ ପଳାଇବ ସବୁ ଟଙ୍କା!
ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୯ ତାରିଖ ବିଳମ୍ବିତ ରାତିରେ ଚନ୍ଦ୍ରମା ତୁଳା ରାଶିରୁ ବାହାରି ନିଜର ନୀଚ ରାଶି ବିଛାରେ ପ୍ରବେଶ କରିବେ। ଚନ୍ଦ୍ରମାଙ୍କ…
ବାଣ ଫୁଟାଇବାକୁ ବାରଣ କରିବାରୁ ବାପା-ପୁଅଙ୍କୁ ଆକ୍ରମଣ:
ବଲାଙ୍ଗିର, ୯।୧୧ (ସୁନିଲ କୁମାର ମହାନ୍ତି): ଦୀପାବଳିରେ ବାଣ ଫୁଟାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ। ବାଣ ଫୁଟାଇବାକୁ ବାରଣ କରିବାରୁ ବାପା ଓ ପୁଅଙ୍କୁ ଧାରୁଆ ଅସ୍ତ୍ରରେ…

