ସ୍କୁଟିରେ ମିନି ସ୍କୁଲ

ସାଗର,୨୯।୩: କରୋନା ସଂକ୍ରମଣ ଯୋଗୁ ଦେଶର ବହୁ ଅଞ୍ଚଳରେ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରହିଛି। ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ପାଇଁ ମଧ୍ୟପ୍ରଦେଶ ସାଗର ଜିଲାରେ ସ୍କୁଲ ଶିକ୍ଷୟତ୍ରୀ ଚନ୍ଦ୍ରା ଶ୍ରୀବାସ୍ତବ ନିଜ ସ୍କୁଟିକୁ ମୋବାଇଲ୍‌ ଲାଇବ୍ରେରୀ ସହିତ ମିନି ସ୍କୁଲରେ ପରିଣତ କରିଛନ୍ତି। ଜିଲାର ଗ୍ରାମୀଣ ଅଞ୍ଚଳରେ ଗାଁ ଗାଁ ବୁଲି ସେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ସହିତ ଆବଶ୍ୟକ ବହି ମଧ୍ୟ ଯୋଗାଇ ଦେଉଛନ୍ତି। ଗ୍ରାମୀଣ ଅଞ୍ଚଳରେ ଗରିବ ପିଲାଙ୍କ ପାଖରେ ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ମୋବାଇଲ ନାହିଁ। ତେଣୁ ଚନ୍ଦ୍ରା ଏଭଳି ଅଭିଯାନ ଆରମ୍ଭ କରିଛନ୍ତି। ଚନ୍ଦ୍ରାଙ୍କ ଏହି ପ୍ରୟାସ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛ କରୁଛି ଟ୍ବିଟ୍‌

ଆଜିର ଏହି ସୋସିଆଲ ମିଡିଆ ଯୁଗରେ ସୋସିଆଲ ସାଇଟ୍ସକୁ ନେଇ ପ୍ରାୟ ସମସ୍ତେ ଅବଗତ। ଫେସବୁକ, ହ୍ବାଟ୍ସଆପ, ଟ୍ବିଟର ଭଳି ସୋସିଆଲ ସାଇଟ୍ସର ଏବେ ବହୁଳ...

ଯୋଗୀ ସରକାରଙ୍କ ବଜେଟ: ଜଳ ଜୀବନ ମିଶନ ପାଇଁ ୩୦୦୦ କୋଟି

ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ୨୦୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରାଯାଇଛି। ମୋଟ ୫,୧୨, ୮୬୦ କୋଟି...

ଜନ୍ମ ସହିତ ସମ୍ପ୍ରଦାୟ ଜଡ଼ିତ, ଅନ୍ୟ ଧର୍ମରେ ବିବାହ କଲେ ବି ମିଳିବ ମୂଳ ଜାତିଗତ ପ୍ରମାଣପତ୍ର…

ଥିରୁଭାନନ୍ତପୁରମ୍‌, ୭।୨ : ଜଣେ ବ୍ୟକ୍ତିଙ୍କ ଜନ୍ମ ତାଙ୍କ ସମ୍ପ୍ରଦାୟ ସହିତ ଜଡ଼ିତ। ପରେ ସେ ଅନ୍ୟ ଧର୍ମରେ ବିବାହ କଲେ ବି ତାଙ୍କୁ ମୂଳ...

ସବୁଦିନ ଏହି ଶିବମନ୍ଦିର ପ୍ରଦକ୍ଷିଣ କରିଥାନ୍ତି ପକ୍ଷୀଦଳ…

ଶିବମନ୍ଦିରରେ ଶ୍ରଦ୍ଧାଳୁ ୧୦୮ ଥର ପ୍ରଦକ୍ଷିଣ କରିଥାନ୍ତି । ଏହାଦ୍ୱାରା ଶୁଭଫଳ ମିଳିଥାଏ ବୋଲି କେତେକେ କୁହନ୍ତି। ତେବେ ମହେନ୍ଦ୍ରଗିରି ପର୍ବତରେ ଥିବା ଭୀମାଶଙ୍କର ଶିବମନ୍ଦିରରେ...

ଚାଇନାର ଚିନ୍ତା ବଢ଼ାଇଛି ରାଫାଲ

ବେଙ୍ଗାଲୁରୁ, ୪।୨: ଭାରତର ରାଫାଲ ଯୁଦ୍ଧ ବିମାନ ଚାଇନାର ଚିନ୍ତା ବଢ଼ାଇଛି। ତେଣୁ ଚାଇନା ଏଲ୍‌ଏସିରେ ଜେ-୨୦ ଯୁଦ୍ଧ ବିମାନ ମୁତୟନ କରିଛି ବୋଲି ଭାରତୀୟ...

ଶାନ୍ତିରେ ଶୋଇବା ପାଇଁ ଏହି ବସ୍‌ରେ ଯାତ୍ରା କରନ୍ତି ଲୋକେ

ଯେଉଁ ଲୋକମାନେ ଚାପ ଯୋଗୁ ରାତିରେ ସଠିକ ଭାବେ ଶୋଇପାରୁ ନାହାଁନ୍ତି କିମ୍ବା ଯେଉଁମାନଙ୍କୁ ନିଦ ହେଉ ନାହିଁ, ସେମାନଙ୍କ ପାଇଁ ଏକ ଖୁସି ଖବର...

ରାହୁଲଙ୍କ ପରାମର୍ଶଦାତାଙ୍କ ନାଁ କହିଲେ ଶିବରାଜ ଦେବେ ୧ଲକ୍ଷ ଟଙ୍କା ପୁରସ୍କାର !

ନୂଆଦିଲ୍ଲୀ,୧୦।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ ଶୁକ୍ରବାର କହିଛନ୍ତି କଂଗ୍ରେସ ଶାସନ ସମୟରେ ମଧ୍ୟପ୍ରଦେଶକୁ ବହୁ ବର୍ଷ...

ଲଖିମପୁର ଖେରି ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

ନୂଆଦିଲ୍ଲୀ,୬।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ସମ୍ପୃକ୍ତି ଘଟଣାକୁ ସୁପ୍ରିମକୋର୍ଟ ନିଜ ହାତକୁ ନେଇଛନ୍ତି।...

Advertisement
Archives

Model This Week