ଲାଗିଲାଣି ମାଓବାଦୀ ପୋଷ୍ଟର

ମୁନିଗୁଡ଼ା/ରାୟଗଡ଼ା ଅଫିସ,୨୬।୧୦(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅଧୀନ କୁମୁଡ଼ାବାଲି ଶିବମନ୍ଦିର ଯିବା ରାସ୍ତାରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ମଙ୍ଗଳବାର ୫ଟି ମାଓବାଦୀ ପୋଷ୍ଟର ଲାଗିଛି। ସିପିଆଇ ମାଓବାଦୀ ବଂଶଧାରା ଘୁମୁସୁରା ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଉକ୍ତ ପୋଷ୍ଟର ଲଗାଯାଇଛି।
ମମିତା ମେହେରଙ୍କ ହତ୍ୟା ପଛରେ ଥିବା ରାଜନେତା, ପୋଲିସ ଓ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ କଠୋର ଦଣ୍ଡ ଦେବାକୁ ଉକ୍ତ ପୋଷ୍ଟରରେ ଦାବି କରାଯାଇଛି। ମମିତାଙ୍କ ଜଣେ ସମ୍ପର୍କୀୟଙ୍କୁ ଚାକିରି ଏବଂ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଆଯାଉ ବୋଲି ଉଲ୍ଲେଖ ରହିଛି। ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ। ତେଣୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଉକ୍ତ ପୋଷ୍ଟରେ ଉଲ୍ଲେଖ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମାଓବାଦୀ ପୋଷ୍ଟରଗୁଡିକୁ ଜବତ କରିଛି। ତେବେ ଏହି ମାଓବାଦୀ ପୋଷ୍ଟର ଅସଲି କି ନକଲି ତାହା ଜଣାପଡ଼ି ନ ଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଏସ୍‌ଡିପିଓ ଆକାଶ ଚନ୍ଦ୍ର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳଫାଟକ ବନ୍ଦଥିବାରୁ ଗୁରୁତର ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ: ମାନବାଧିକାର କମିଶନରଙ୍କ ଦ୍ୱାରସ୍ଥ ହେଲେ ସ୍ବେଚ୍ଛାସେବୀ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ବେଲଖଣ୍ଡି ଗାଁରେ ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ସମୟରେ କେସିଙ୍ଗା...

ଭିଜିଲାନ୍ସ ଜାଲରେ ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ

ପିପିଲି, ୧୧।୮(ସ୍ବ.ପ୍ର./ଡି.ଏନ୍‌.ଏ): ସରକାରୀ ସହାୟତା ମଞ୍ଜୁର ପାଇଁ ଜଣେ ଚାଷୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଇ ପିପିଲି ପ୍ରାଣୀ ଚିକିତ୍ସା କେନ୍ଦ୍ରର ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ...

ପୁରୁଷୋତ୍ତମପୁରବ୍ଲକ ଜିଆରଏସ ନିଖୋଜ ଅଭିଯୋଗ 

ପୁରୁଷୋତ୍ତମପୁର,୯/୮(ଡିଏନ୍ଏ)ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସୁନାଥର ଓ ଶୋଳଘର ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ସ୍ବାଗତ ପଣ୍ଡା ସୋମବାର ରାତ୍ରରୁ ନିଖୋଜ ହୋଇଯାଇଛନ୍ତି। ଏଥିନେଇ ତାଙ୍କ ପତ୍ନୀ...

ସମ୍ବଲପୁର-ତିଲେଇବଣି ରାସ୍ତାକାମ ନିମ୍ନମାନର

ସମ୍ବଲପୁର,୫।୧(ବ୍ୟୁରୋ): ୫୩ନଂ. ଜାତୀୟ ରାଜପଥର ସମ୍ବଲପୁର-ତିଲେଇବଣି ଚାରିଥାକିଆ ରାସ୍ତା ନିର୍ମାଣ କାମ ଚାଲିଛି। ପୂର୍ବରୁ ପୁଞ୍ଜିଲେଡ କମ୍ପାନୀ ଏହି କାମ ନେଇଥିବାବେଳେ ବିଭିନ୍ନ କାରଣରୁ ବନ୍ଦ କରିଦେଇଥିଲା।...

ଲୁଣାବନ୍ଧ ବାନ୍ଧିଲେ ଗ୍ରାମବାସୀ

ବାଲିଆପାଳ,୧୬ ।୩(ସ୍ବ.ପ୍ର.) – ସରକାର ଗୁହାରୀ ଶୁଣିଲେନି। ଶେଷରେ ଗ୍ରାମବାସୀ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଏକାଠି ହୋଇ ଅଣ୍ଟା ଭିଡ଼ିଲେ। ସମସ୍ତେ ମିଶି ଲୁଣା...

ସଂଖ୍ୟା ଅଧିକ ସତ୍ତ୍ୱେ ବିଜେଡିର ବିଦ୍ରୋହୀଙ୍କୁ ଡର

କେନ୍ଦ୍ରାପଡ଼ା ଅଫିସ, ୩୦।୩: କେନ୍ଦ୍ରାପଡ଼ା ପୌର ପରିଷଦ ନିର୍ବାଚନ ସରିଛି। ଅଧ୍ୟକ୍ଷା ପଦରେ ବିଜେଡିର ସରିତା ସାହୁ ପ୍ରତ୍ୟେକ ୱାର୍ଡରୁ ବିଜୟ ସଂଖ୍ୟକ ଭୋଟ ପାଇ...

ଆନ୍ଧ୍ରର ପ୍ରସ୍ତାବକୁ ବିରୋଧ

ପଟ୍ଟାଙ୍ଗୀ,୧୩।୬(ଡି.ଏନ.ଏ.): ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ନେଇ ସମାଧାନର ବାଟ ବାହାରିବା ଯେତିକି ବିଳମ୍ବ ହେଉଛି ଆନ୍ଧ୍ର ବିବାଦ ବଢାଇବାରେ ସେତିକି ପ୍ରସ୍ତୁତି ଚଳାଇଛି। କୋଟିଆର ତଳ ଗଞ୍ଜେଇପଦରରେ...

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୧୮।୭: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ମୟୂରଭଞ୍ଜ ଜିଲା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ହୃଦେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ...

Advertisement
Archives

Model This Week