ନିରାଡାମ୍ବରାରେ ମା’ଙ୍କ ମହାଷ୍ଟମୀ ପୂଜା

ପାଟଣା,୨୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ଉଦୟପୁର ଗ୍ରାମରେ ୩ ଶହ ବର୍ଷର ପ୍ରାଚୀନ ଦୁର୍ଗା ମଣ୍ଡପ ଓ ପାଟଣା ମୁଖ୍ୟାଳୟସ୍ଥିତ ମଣ୍ଡପରେ ମା’ ଦୁର୍ଗାଙ୍କ ମହାଷକଟମୀ ପୁଜା ନିରଡାମ୍ବର ଭାବେ ପାଳିତ ହେଉଛି। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଆୟୋଜକ ମୁଖ୍ୟ ଫାଟକ ବନ୍ଦ ରଖି ପୂଜା ଅର୍ଚ୍ଚନା ନୀତିକାନ୍ତି କରୁଥିବା ବେଳେ ଚଳିତ ବର୍ଷ ତୋରଣ ଓ ଆଲୋକ ମାଳା କିମ୍ବା ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିନାହିଁ। ଶନିବାର ଅଷ୍ଟମୀରେ ମଧ୍ୟ ଦେବୀ ମଣ୍ଡପ ଖାଁ ଖାଁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ପରିବା ବେପାର

ଚମ୍ପୁଆ,୩୦ା୧୨(ଡି.ଏନ.ଏ): ଦୈନିକ ପରିବା ବଜାର ଥାଉ ଥାଉ ବେପାରୀଙ୍କର କିଣାବିକାର ଆଡ଼ା ପାଲଟିଛି ଚମ୍ପୁଆ ବସ୍‌ଷ୍ଟାଣ୍ଡ। ବେପାରୀମାନେ ବସ୍‌ଷ୍ଟାଣ୍ଡ ଭିତରେ ଚାଷୀଙ୍କଠୁ କାରବାର କରୁଛନ୍ତି। ଏପରିକି...

ନିଯୁକ୍ତିି ଦାବିରେ ଜମିହରାଙ୍କ ଆନ୍ଦୋଳନ

କେନ୍ଦୁଝର, ୨୨ା୫ (ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗ୍ରାମରେ ୨୦୧୦ରୁ କାର୍ଯ୍ୟକ୍ଷମ ବ୍ରାଣ୍ଡ ଷ୍ଟିଲ ଆଣ୍ଡ ପାୱାର ପ୍ରାଇଭେଟ ଲିଃ...

ପାର୍କିଂରେ ଥିବା ୫ କାର୍‌ ଜାଳିଦେଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୨୩ା୫(ଡି.ଏନ୍‌.ଏ.): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଟାଉନହଲ ପରିସର ପାର୍କିଂରେ ନିଆଁ ଲାଗି ଏଠାରେ ରଖାଯାଇଥିବା ୫ଟି କାର୍‌ ସମ୍ପୂର୍ଣ୍ଣ ଜଳିଯାଇଛି। ଅଧିକାଂଶ କାର୍‌...

ଜାତୀୟ କରାଟେ ପ୍ରତିଯୋଗିତା: ସ୍ବର୍ଣ୍ଣ, ବ୍ରୋଞ୍ଜ ପଦକ ଜିତିଲେ ଦୁଇ ଆଦିବାସୀ ଛାତ୍ରୀ

ମାଲକାନଗିରି, ୫।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ବ୍ଲକ ସିନ୍ଧ୍ରିମାଳ ଗ୍ରାମ ପଞ୍ଚାୟତ ସଦର ମହକୁମା କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇଜଣ ଆଦିବାସୀ ଛାତ୍ରୀ...

ଅଯୋଗ୍ୟଙ୍କୁ କାଟିବା, ଯୋଗ୍ୟଙ୍କୁ ସହାୟତା ଦାବିରେ ତହସିଲ ସମ୍ମୁଖରେ ଧାରଣା

କଣ୍ଟାପଡା,୪।୧୨(ଡି.ଏନ୍‌.ଏ.): ବାତ୍ୟା ଫନୀରେ ଆଦୌ ଘର ନ ଭାଙ୍ଗି ଚଞ୍ଚକତା କରି ସରକାରୀ ସହାୟତା ନେଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ସହାୟତା ଅର୍ଥ ଫେରାଇଆଣି ଯୋଗ୍ୟ ହିତାଧିକାରୀଙ୍କୁ...

ଧାନକିଣାରେ ସ୍ବଚ୍ଛତା ଉପରେ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୨୨।୬: ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ଦୁଇ ଜଣିଆ ପ୍ରତିନିଧି ଦଳ ଖୋର୍ଦ୍ଧା ଗସ୍ତରେ ଆସି ଯୋଗାଣ, ସମବାୟ ସଂସ୍ଥା ଏବଂ ହସ୍ତଶିଳ୍ପ...

ବାଘ ଗଣନା ଆରମ୍ଭ

ପୁରୁଣାକଟକ,୧୮।୧୨(ଡି.ଏନ.ଏ.): ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛମୁଣ୍ଡିଆ, କୁଆଁରିଆ ଏବଂ ବାଣିଗୋଛା ଭଳି ୪ଟି ବନାଞ୍ଚଳରେ ବୁଧବାର ଠାରୁ ଚଳିତବର୍ଷ...

ଦୋକାନରେ ପଶିଲା ଗାଡ଼ି

ବରଗଡ଼ ଅଫିସ୍‌,୧୦।୧୦ ବରଗଡ଼ ସହର ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ବେପରୁଆ ଗାଡ଼ି ଚାଳନା ଯୋଗୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରବିବାର ସହର...

Advertisement
Archives

Model This Week