ଚାହୁଁଚାହୁଁ ବର୍ଷା ପାଣିରେ ବୁଡ଼ିଗଲା କାର୍‌: ୧୫ ଦିନର ଶିଶୁଙ୍କୁ କରାଗଲା ଉଦ୍ଧାର, ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ, ୨୪।୧୦: ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଜାରି ରହିଛି। ଏବେ ଏଠାକାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରାସ୍ତାରେ ଏକ ଲାଲ୍‌ ରଙ୍ଗର କାର ପ୍ରବଳ ବର୍ଷା ପାଣିରେ ଚାହୁଁଚାହୁଁ ବୁଡ଼ି ଯାଉଥିବାର ଦେଖିବାକୁ ମିଳୁଛି। ୩୦ ସେକେଣ୍ଡର ଏହି ଭିଡ଼ିଓଟି ହୋସାକେରେହାଲି ଅଞ୍ଚଳର ବୋଲି କୁହାଯାଉଛି। ଇତିମଧ୍ୟରେ ଏହାକୁ ୪୭ ହଜାର ୭୦୦ ରୁ ଅଧିକ ଥର ଦେଖା ସରିଛି। ସେହିପରି ଏହି ଭିଡ଼ିଓକୁ ୧୫ ଶହରୁ ଅଧିକ ୟୁଜର ଲାଇକ୍‌ କରିଛନ୍ତି। ସେହିପରି ଅନ୍ୟ ଏକ ଭିଡ଼ିଓରେ ୧୫ ଦିନର ଶିଶୁଙ୍କୁ ଜଣେ ବ୍ୟକ୍ତି ଉଦ୍ଧାର କରୁଥିବାର ଦୃଶ୍ୟ ରହିଛି। ୧୬ ସେକେଣ୍ଡର ଏହୀି ଭିଡ଼ିଓକୁ ଇତିମଧ୍ୟରେ ୫୭ ହଜାର ୪୦୦ରୁ ଅଧିକ ଥର ଦେଖା ସରିଛି। ସେହିପରି ୩ ହଜାରରୁ ଅଧିକ ୟୁଜର ଏହାକୁ ଲାଇକ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ-ଛତିଶଗଡ଼କୁ ନେଇ ଚର୍ଚ୍ଚା ଆରମ୍ଭ, ଚିନ୍ତାରେ ଗେହଲଟ-ବ।ଘେଲା …

ଜୟପୁର/ରାୟପୁର,୧୯।୯: କଂଗ୍ରେସ ହାଇକମାଣ୍ଡ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଛନ୍ତି। ତେବେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ନେଇ ଅଙ୍କକଷା ଜାରି ରହିଛି। ଏବେ ସମସ୍ତଙ୍କ ଆଖି ରାଜସ୍ଥାନ...

ବିହାର ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌…

ପାଟନା, ୩୧।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗୁରୁବାର ବିହାରର ରାଜଧାନୀ ପାଟନା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୨୦୨୦ ମସିହାରେ ଗାଲୱାନ...

କରୋନା ଭୟ: ସ୍ବତନ୍ତ୍ର ଜେଟ୍‌, ବଙ୍କର ବୁକ୍‌ କରୁଛନ୍ତି ଧନୀ ଶ୍ରେଣୀର ଲୋକେ

ନ୍ୟୁୟର୍କ,୧୩ା୩: କରୋନା ଭାଇରସ୍‌ ମହାମାରୀ ୧୨୦ ଦେଶରେ ଆତଙ୍କ ଖେଳାଇ ଚାଲିଛି। ଏହାର ପ୍ରଭାବ ସମଗ୍ର ବିଶ୍ୱବାସୀଙ୍କ ଉପରେ ପଡ଼ିଛି। ଏହି ସଂକଟଜନକ ସ୍ଥିତିରେ ଆମେରିକା,...

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୨:କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ଭାଇରାଲ ଜ୍ୱରର ଲକ୍ଷଣ ହେତୁ ସୀତାରମଣଙ୍କୁ ସୋମବାର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ...

ଜଙ୍ଘରେ ମୁହଁ ଲାଗିଥିବା ମଣିଷ

ମଧ୍ୟ ଚାଇନା, ହୁନାନ ପ୍ରାନ୍ତସ୍ଥ ୟୋଙ୍ଗଝୁ ସହରର ୪୬ ବର୍ଷୀୟ ଲି ହୁଆ। ପ୍ରାୟ ୩୦ ବର୍ଷ ତଳେ ସେ ଅଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍‌ ନାମକ ଏକ...

ଅନାଥ ପିଲାଙ୍କୁ ୫ହଜାର-ନିଶୁଳ୍କ ଶିକ୍ଷା ଦେବେ ଏହି ରାଜ୍ୟର ସରକାର

ଭୋପାଳ,୧୩।୫: କରୋନା ମହାମାରୀ ଆଉ କେତେ ତାଣ୍ଡବ ରଚିବ ତାହା କାହାକୁ ଜଣାନାହିଁ। ଏହି ମହାମାରୀ ଅନେକଙ୍କଠାରୁ ନିଜ ଆତ୍ମୀୟଙ୍କୁ ବି ଛଡ଼ାଇ ନେଇଛି। ତେବେ...

ଏବେବି ବ୍ରିଟିଶ ଅଧୀନରେ ‘ଶକୁନ୍ତଳା ରେଲ୍‌ଓ୍ବେ’

ମୁମ୍ବାଇ, ୧୨। ୩: ଦେଶରେ ରେଳ ଯାତ୍ରାକୁ ସୁଗମ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି। ନୂଆ ଜ୍ଞାନ କୌଶଳରେ...

ମନ୍ତ୍ରୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

ଲକ୍ଷ୍ନୌ,୩।୨: ଉତ୍ତରପ୍ରଦେଶ ସରକାରର କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ବ୍ଲେଡ ଓ ବିଷରେ ତାଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା...

Advertisement
Archives

Model This Week