ଲକ୍‌ଡାଉନ୍‌ ଉଲ୍ଲଂଘନ କଲେ ଲେଖିବାକୁ ପଡ଼ିବ ‘ରାମ’ ନାମ

ଭୋପାଳ,୧୭।୫: ଦେଶରେ କରୋନା ଭାଇରସ୍‌ ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ କଟକଣା ଲାଗୁ କରାଯାଇଛି। କରୋନାକୁ ରୋକିବା ପାଇଁ ରାଜ୍ୟରେ ଲକ୍‌ଡାଉନ କରାଯାଇଥିବା ବେଳେ କିଛି ଅମାନିଆ ଏବେ ବି ରାସ୍ତାରେ ବୁଲୁଥିବାର ନଜିର ରହିଛି। ଆଉ ଏମାନଙ୍କୁ ସାବାଡ କରିବା ଲାଗି ବିଭିନ୍ନ ରାଜ୍ୟର ପୋଲିସ ଭିନ୍ନ ଭିନ୍ନ ଉପାୟରେ ଦଣ୍ଡିତ କରୁଛନ୍ତି। ଏହି କ୍ରମରେ ଏଭଳି ଅମାନିଆଙ୍କୁ ସାବାଡ଼ କରିବା ଲାଗି ମଧ୍ୟପ୍ରଦେଶ ପୋଲିସ ନିଆରା ପଦକ୍ଷେପ ଗ୍ରହଣ କରିଛି। ସହରରେ ଯେଉଁମାନେ ଅନାବଶ୍ୟକରେ ବାହାରେ ବୁଲୁଛନ୍ତି ସେମାନଙ୍କୁ ସତନା ଜିଲାର କୋଲଗଓ୍ବାଁ ଥାନାର ଏସ୍‌ଆଇ ୪ରୁ ୫ ପୃଷ୍ଠାରେ ରାମ ନାମ ଲେଖିବାକୁ ଦଣ୍ଡ ଦେଉଛନ୍ତି। ଏହାକୁ ଲେଖିବାକୁ ୩୦ରୁ ୪୦ ମିନିଟ୍‌ ସମୟ ଲାଗୁଛି। ଏଭଳି ଭଗବାନଙ୍କ ନାମ ଲେଖାଇବା ପରେ ଘରେ ରହି ପରିବାରର ଯତ୍ନ ନେବା ପାଇଁ ପୋଲିସ ସେମାନଙ୍କୁ ପରାମର୍ଶ ଦେଉଛନ୍ତି ବୋଲି ଏସ୍‌ଆଇ କହିଛନ୍ତି। ପୋଲିସର ଏଭଳି କାର୍ଯ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାବିନେଟ ପ୍ରସ୍ତାବ ଫେରାଇଦେଲେ ରାଜ୍ୟପାଳ

ଜୟପୁର,୨୮।୭: ରାଜସ୍ଥାନ ବିଧାନସଭା ଅଧିବେଶନ ଡାକିବା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ରାଜ୍ୟପାଳ କଲରାଜ ମିଶ୍ର ଏହାକୁ ଏଡାଇ ଚାଲିଛନ୍ତି। ଏପରିକି...

ବଢିଲା ‘ଗୋ ଫାଷ୍ଟ’ର ସମସ୍ୟା: ୨ ସପ୍ତାହ ମଧ୍ୟରେ ୧୫୦ରୁ ଅଧିକ କର୍ମଚାରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୧୭।୮: ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ଏୟାରଲାଇନ କମ୍ପାନୀ ଗୋ ଫାଷ୍ଟର ସମସ୍ୟା କମିବାର ନାଁ ନେଉନାହିଁ । ଗୋଟିଏ ପଟେ କମ୍ପାନୀ ଦୀର୍ଘ ଦିନ...

ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଗଲେ ମନୀଷ ସିସୋଡିଆ

ନୂଆଦିଲ୍ଳୀ,୨୮।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ପାଞ୍ଚ ଦିନିଆ ସିବିଆଇ ରିମାଣ୍ଡରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତାଙ୍କ...

ଖୁସି ଖବର: ଆଜି ୩୦୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୨୯୧୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୯୩,୫୦୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଲାଲ କିଲାରେ ମଣିପୁର ପ୍ରସଙ୍ଗ ଉଠାଇଲେ ମୋଦି, କହିଲେ ଶାନ୍ତିରୁ ବାହାରିଥାଏ ସମାଧାନର ରାସ୍ତା

ନୂଆଦିଲ୍ଲୀ,୧୫।୮: ସାରା ଦେଶ ମଙ୍ଗଳବାର ପାଳନ କରୁଛି ୭୭ ତମ ସ୍ବାଧିନତା ଦିବସ। ୭୭ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡ ଫୋର୍ଟରୁ...

ପିଲାଦିନ କଥା ମନେପକାଇଲେ ମୋଦି

ଆଲିଗଡ.୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରପ୍ରଦେଶର ଆଲିଗଡରେ ପହଞ୍ଚି ରାଜ ମହେନ୍ଦ୍ର ପ୍ରତାପ ସିଂ ଯୁନିଭରସିଟିର ଶିଳାନ୍ୟାସ କରିଛନ୍ତି। ଏଠାରେ ସେ ତାଙ୍କ ଭାଷଣ...

ରାଜ୍ୟପାଳଙ୍କୁ ବିମାନ ଦେଲେନି ଉଦ୍ଧବ ସରକାର

ମୁମ୍ବାଇ, ୧୨ା୨: ମହାରାଷ୍ଟ୍ର ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ପୁଣି ସୃଷ୍ଟି ହୋଇଛି ବିବାଦ। ଗୁରୁବାର ସକାଳେ ଉତ୍ତରାଖଣ୍ଡ ଯିବାକୁ ବାହାରିଥିବା ରାଜ୍ୟପାଳ ଭଗତ ସିଂ...

ରାଜ୍ୟ ବାହାରେ ଥିବା ସରକାରୀ ରହଣି ସ୍ଥାନର ବୁକିଂ ସ୍ଥଗିତ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଓଡ଼ିଶା ସରକାରଙ୍କ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଦେଶର...

Advertisement
Archives

Model This Week