Posted inVideo

ଲକଡାଉନରେ ରଜ

Featured Video Play Icon

ବରଷକେ ଥରେ ଆସିଛି ରଜ । ରଜ ଆସିଲେ କୁଆଁରୀମାନଙ୍କ ମନରେ ଭରିଯାଏ ଆନନ୍ଦ । ହେଲେ ଏଥର କରୋନା କଟକଣା ଯୋଗୁଁ ରଜ ମଉଜ ଫିକା ପଡିଛି । ଘରେ ରହି ରଜ ପାଳୁଛନ୍ତି କୁଆଁରାମାନେ । ତେବେ କୁଆଁରୀମାନେ କରୋନା କଟକଣା ସହ କିଭଳି ରଜ ପାଳୁଛନ୍ତି ଦେଖନ୍ତୁ ଏହି ଭିଡିଓରେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଏଥର ରଥଯାତ୍ରାରେ ସାମିଲ ହେବେ ଭକ୍ତ

ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରାକୁ ଦୃଷ୍ଟିରେ ରଖି ଆଜି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ବସିଥିଲା । ବୈଠକ...

Featured Video Play Icon

ଏଠାରେ ସୁଟିଂ କରିବାକୁ ଡରନ୍ତି ଅମିତାଭ୍ ବଚ୍ଚନ

ମୁମ୍ବାଇର କୋଲାବାରେ ଥିବା ମୁକେଶ ମିଲ୍ ଇଣ୍ଡିଆରେ ଥିବା ହଣ୍ଟେଡ୍ ପ୍ଲେସ୍ ମଧ୍ୟରୁ ଗୋଟିଏ । ଯାହାଏବେ ହରର ମୁଭି ସୁଟ୍ ହେଉଥିବା ଏକ ହଣ୍ଟେଡ୍...

Featured Video Play Icon

ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ । ଆଉ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ମୀରାବାଈ ଚାନୁ । ସେ ଭାରୋତ୍ତୋଳନରେ ୪୯...

Featured Video Play Icon

କେନ୍ଦ୍ରର ନୂଆ ଶିକ୍ଷାନୀତି: ୧୦+୨ ଢାଞ୍ଚା ବଦଳରେ ୫+୩+୩+୪

କେନ୍ଦ୍ର କ୍ୟାବିନେଟ୍ ଆଜି ନୂଆ ଶିକ୍ଷାନୀତି ୨୦୨୦ କୁ ମଂଜୁରୀ ଦେଇଛନ୍ତି । ପ୍ରାୟ ୩୪ ବର୍ଷରେ ପ୍ରଥମ ଥରପାଇଁ ଦେଶରେ ଶିକ୍ଷାନୀତିରେ ପରିବର୍ତ୍ତନ ଅଣାଯାଇଛି।...

Featured Video Play Icon

Pinaki thanks Naveen for victory

BJD nominee Pinaki Mishra speaks to press after winning Puri Lok Sabha seat. He thanked BJD president and Chief...

Featured Video Play Icon

ଜୀବନରେ ଗୁରୁଙ୍କ ଭୂମିକା କଣ ? | Role of teachers in life

ଆଜି ହେଉଛି ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମତିଥି । ଯାହାକୁ ଆମେ ଗୁରୁ ଦିବସ ଭାବେ ପାଳନ କରୁଛୁ । ଜଣେ ଶିଷ୍ୟର ଜୀବନ ସେବେ...

Featured Video Play Icon

ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ

ଭୁବନେଶ୍ବରସ୍ଥିତ ଗଭର୍ଣ୍ଣର ହାଉସ ନିକଟ ପେଟ୍ରୋଲ ପମ୍ପରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ହୋଇଛି । ତେବେ କେଉଁ କାରଣ ରୁ ବିସ୍ପୋରଣ ହୋଇଛି ତାହା ସ୍ପଷ୍ଟ...

Featured Video Play Icon

ବାବୁ ମହଲ: ସନିଆର ଖଡ଼ି ଛୁଆଁ

ସାଧାରଣତଃ ଛୋଟ ପିଲାମାନଙ୍କର ପାଠପଢିବା ପୂର୍ବରୁ ଖଡ଼ିଛୁଆଁ ହୋଇଥାଏ, କିନ୍ତୁ ଆଜିର ଭିଡ଼ିଓରେ ସନିଆ ର ଖଡ଼ିଛୁଆଁ କରି କିପରି ହଇରାଣର ସମ୍ମୁଖୀନ ହେବାକୁ ପଡିଛି...

Advertisement
Archives

Model This Week