ଏଲ୍‌ଆଇସି ଅଂଶଧନ ବିକ୍ରି ପ୍ରତିବାଦରେ ଆନ୍ଦୋଳନରେ ସିପିଆଇଏମ୍‌ ସାମିଲ

କେନ୍ଦୁଝର,୪ା୫(ସ୍ବ.ପ୍ର.): ଏଲ୍‌ଆଇସି ଅଂଶଧନ ବିକ୍ରି ପ୍ରତିବାଦରେ ବୀମା କର୍ମଚାରୀଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏହି ଆନ୍ଦୋଳନକୁ ସମର୍ଥନ କରି ବୁଧବାର କଳାଦିବସ ଭାବେ ପାଳନ କରୁଛି। ୬୬ ବର୍ଷ ହେଲା ବୀମା ବ୍ୟବସାୟରେ ଜାତୀୟକରଣ ମାଧ୍ୟମରେ ଜନ୍ମ ଲାଭ କରି ଦେଶବାସୀଙ୍କୁ ସେବା କରିଆସୁଥିବା ଏଲଆଇସି ଦେଶର ଅର୍ଥନୀତିକୁ ସୁଦୃଢ଼ କରି ଆସୁଥିବା ବେଳେ ଏବେ ଏହାର ଅଂଶଧନ ବିକି ଘରୋଇକରଣ କରିବା ପ୍ରଚେଷ୍ଟା କୋଟି କୋଟି ବୀମାଧାରୀଙ୍କ ସ୍ବାର୍ଥ ବିରୋଧୀ ବୋଲି କହିଛନ୍ତି। ଏହାର ପ୍ରତିବାଦରେ ଦେଶ ସାରା ଦୁଇ ଘଣ୍ଟିଆ ଧର୍ମଘଟ ସିପିଆଇଏମ୍‌ ପକ୍ଷରୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମେଣ୍ଟ ମାରି ବିଚ୍‌ ରାସ୍ତାରେ ଯୁବତୀଙ୍କଠାରୁ ଛେଚା ଖାଇଲେ ଯୁବକ, ଭିଡିଓ ଭାଇରାଲ

ଜୟପୁର,୪।୧୨(ଡି.ଏନ୍‌.ଏ.): ବିଚ୍‌ ରାସ୍ତାରେ କମେଣ୍ଟ ମାରୁଥିବା ରୋଡ୍‌ ରୋମିଓଙ୍କୁ ଚାପୁଡ଼ା ମାରିଲେ ଯୁବତୀ। କୋରାପୁଟ ଜିଲା ଜୟପୁର ଜୟନଗରସ୍ଥିତ ଶିଶୁ ପାର୍କ ନିକଟରେ ଘଟିଥିବା ଏପରି...

୧୮୫ କୋଟିରେ ନିର୍ମାଣ ହେବ ନୂତନ ଜାନିବିଲି ବ୍ୟାରେଜ

ଧରାକୋଟ,୬ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଲାଇଫ ଲାଇନ ଭାବରେ ପରିଗଣିତ ଜାନିବିଲି ଅନିକଟ। ବ୍ରିଟିଶ ମାନେ ୧୮୯୧ରେ ଜିଲାର ଜଳ ସେଚନ ଓ ବ୍ରହ୍ମପୁର ସହରର ପିଇବା...

ଶେରଗଡ଼ରେ ପହଞ୍ଚିଲେ ୧୬ଜଣ ବାହାର ରାଜ୍ୟ ଫେରନ୍ତା: ତଦାରଖ କଲେ ବିଡିଓ, ତହସିଲଦାର

ଶେରଗଡ଼, ୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଗୁରୁବାର ସନ୍ଧ୍ୟାରେ ବାହାର ରାଜ୍ୟରୁ ୧୬ଜଣ ବ୍ୟକ୍ତି ଆସି ପହଞ୍ଚିଛନ୍ତି। ସେମାନଙ୍କୁ ନିକଟସ୍ତ ଉଚ୍ଚ ବିଦ୍ୟାଳୟ ଆଇସୋଲେଶନ...

ନିଶା କାରବାର ରୋକିବାରେ ପଛରେ ପଡ଼ିଛି ଅବକାରୀ ବିଭାଗ

ନବରଙ୍ଗପୁର,୨୬।୬(ବି.ପ୍ର.): ନବରଙ୍ଗପୁର ଜିଲା ଗଞ୍ଜେଇ ଚୋରା ଚାଲାଣର କରିଡର୍‌ ସାଜିଛି। ଅବକାରୀ ବିଭାଗ ଚେଇଁ ଶୋଇଥିବା ବେଳେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଧରିବାରେ ସଫଳ ହେଉଛି।...

ବେକରେ ଜାଭେଲିନ ପଶି ଗୁରୁତର ଥିଲେ ସଦାନନ୍ଦ: ଫେରିଲେ ଘରକୁ

ବଲାଙ୍ଗୀର ଅଫିସ,୨୭।୧୨: ବେକରେ ଜାଭେଲିନ ପଶି ଗୁରୁତର ହୋଇଥିବା ସଦାନନ୍ଦ ମେହେର ମଙ୍ଗଳବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ସେଦିନ...

ସମିତି ସଭ୍ୟ ନିର୍ବାଚନରେ ହାରିଗଲେ ପୂର୍ବତନ ମନ୍ତ୍ରୀ

ଢେଙ୍କାନାଳ ଅଫିସ,୧।୩: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗିରିଧର ପ୍ରସାଦ ପଞ୍ଚାୟତ ସମିତି ସଭ୍ୟ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ...

ଅଜଣା ରୋଗରେ ପୀଡ଼ିତ ସଞ୍ଜୀବ: ଭଗବାନ ଭରସାରେ ଗରିବ୍‌ ମା’ବାପ୍‌

ଜାମଟିକ୍ରା, ୧୮।୧୨ (ଡି.ଏନ୍‌.ଏ.)-ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଖଲିଆପାଲି ଗଁାର ନିରଞ୍ଜନ ପାଣ୍ଡେ ଆର ଚନ୍ଦ୍ରକାନ୍ତିକଁର ବଡ଼ ପୁଓ ସଞ୍ଜୀବ ପାଣ୍ଡେ(୨୧)। ସେ...

ଜିଲା ଭାଜପାର ମଙ୍ଗ ଧରିଲେ ନରେଶ

ଢେଙ୍କାନାଳ ଅଫିସ, ୨୨।୧୨ – ଢେଙ୍କାନାଳ ଜିଲା ଭାଜପାର ମଙ୍ଗ ଧରିଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଇନଜୀବୀ ନରେଶ ଚନ୍ଦ୍ର ମହାପାତ୍ର। ରାଜ୍ୟ ନେତୃମଣ୍ଡଳୀ...

Advertisement
Archives

Model This Week