ସ୍ତ୍ରୀଙ୍କୁ ସବୁଦିନ ପାଇଁ ଛାଡ଼ିି ଆରପାରିକୁ ଚାଲିଗଲେ ନବବିବାହିତ ସ୍ବାମୀ

ବଲାଙ୍ଗୀର ଅଫିସ,୩୦।୩: କାଳ ହେଲା ହୋଲି। ନବ ବିବାହିତା ସ୍ତ୍ରୀଙ୍କୁ ସବୁଦିନ ପାଇଁ ଏକାକରି ଆରପାରି ଚାଲିଗଲେ ସ୍ବାମୀ। ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲାରେ। ବଲାଙ୍ଗୀର ସିଭିଲ କୋର୍ଟରେ କିରାଣି ଭାବେ କାର୍ଯ୍ୟରତ ଥିବା ବଲାଙ୍ଗୀର ରୁଗୁଡ଼ିପଡାର ସମୀର ପ୍ରଧାନ (୨୫)ଙ୍କ ମୃତଦେହକୁ ଶିବତଲା ନିକଟ ହରଗୌରୀ ମନ୍ଦିର ବନ୍ଧରୁ ଉଦ୍ଧାର କରାଯାଇଛି । ସୋମବାର ହୋଲି ଖେଳିବା ପରେ ସାଙ୍ଗମାନଙ୍କ ସହ ସେଠାକୁ ଯାଇ ସେ ଭୋଜି କରିଥିଲେ। ଗାଧୋଇବା ବେଳେ ସମୀର ପାଣିରେ ବୁଡି ମୃତ୍ୟୁବରଣ କରିଥିବା କୁହାଯାଉଛି । ପରେ ତାଙ୍କ ମୃତଦେହକୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିିଟାଲକୁ ନିଆଯାଇଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି । ପ୍ରାୟ ଦେଢ଼ ମାସ ତଳେ ସମୀର ବିବାହ କରିଥିଲେ। ତାଙ୍କ ମୃତ୍ୟୁରେ ପରିବାରବର୍ଗ ଭାଙ୍ଗି ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ନିୟମକୁ ଉଲ୍ଲଘଂନ: ବିନା ମାକ୍ସରେ କାମ କରୁଛନ୍ତି ୨୦ ଶ୍ରମିକ

ବିଜେପୁର,୮।୫(ଡି.ଏନ.ଏ.)-କରୋନାକୁ ନେଇ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। ସେହିପରି ସଂକ୍ରମଣ ପ୍ରତିହତ ପାଇଁ ସାମାଜିକ ଦୂରତ୍ୱ ଓ ମାକ୍ସ ପିନ୍ଧିବାକୁ ସରକାର ସଚେତନତା ସୁଷ୍ଟି କରୁଛନ୍ତି।...

ପ୍ୟାକେଜ ନାଁରେ ଭୁଅଁା ବୁଲାଉଛନ୍ତି

ପୁରୀ ଅଫିସ,୪ା୯ : ଶ୍ରୀମନ୍ଦିର ମେଘନାଦ ପାଚେରି ୭୫ମିଟର ପରିଧିରେ ଆସୁଥିବା ନିର୍ମାଣାଧୀନ କୋଠା ଭଙ୍ଗାଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ...

୪ଦିନ ହେଲାଣି ଆମ୍ବୁଲାନ୍ସରେ ମୃତଦେହ

ବାହାନଗା,୨୨ା୭(ଡି.ଏନ.ଏ.): ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା ଗ୍ରାମର ସଞ୍ଜୟ କୁମାର ଦାସ ନାମକ ଯୁବକଙ୍କ ମୃତ୍ୟୁ...

ଅର୍ବାନ ବ୍ୟାଙ୍କ ଜମାକାରୀ ଫେରିପାଇବେ ଟଙ୍କା

ବାରିପଦା ଅଫିସ, ୧୬ା୨- ବାରିପଦା ଅର୍ବାନ ବ୍ୟାଙ୍କର ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବେ। ରେଜିଷ୍ଟ୍ରାର ଅଫ୍‌ କୋ-ଅପରେଟିଭ୍‌ ସୋସାଇଟି (ଆରସିଏସ୍‌)ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୭୨୧...

ସଂଘବଦ୍ଧ ଆକ୍ରମଣରେ ୬ ଗୁରୁତର

ଭୋଗରାଇ,୪।୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ମନ୍ଦାରସାହିପାଟଣା ୭ନଂ. ୱାର୍ଡ଼ରେ ରବିବାର ପଡ଼ୋଶୀଙ୍କ ସଂଘବଦ୍ଧ ଆକ୍ରମଣରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨...

ଋଷିକୂଲ୍ୟା ନଦୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ

ଗଞ୍ଜାମ, ୨୬।୯(ଡି.ଏନ୍‌.ଏ .): ଗଞ୍ଜାମ ଥାନା ଐତିହାସିକ ପୋତାଗଡ଼ ସ୍ଥିତ ଋଷିକୂଲ୍ୟା ନଦୀରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଥିବା ଶନିବାର ଦେଖିବାକୁ ମିଳିଛି l...

ରାଜଧାନୀ ଏକ୍ସପ୍ରେସରୁ ମିଳିଲା ପୁଳାପୁଳା ଟଙ୍କା

କଟକ ୮।୧୨: କଟକ ରେଳ ଷ୍ଟେଶନରେ ରାଜଧାନୀ ଏକ୍ସପ୍ରେସରୁ ପୁଳାପୁଳା ଟଙ୍କା ଜବତ ହୋଇଛି। ଆରପିଏଫ୍‌ ୨୦ ଲକ୍ଷ ଟଙ୍କା ଜବତ କରିଛି। ଏହାକୁ ନେଇ...

ବିବାହ ଚତୃର୍ଥୀ ଭୋଜିରେ ବଜ୍ରପାତ : ବର ମୃତ, ମହିଳାଙ୍କ ସମେତ ୪ ଗୁରୁତର

ଆନନ୍ଦପୁର,୧୬।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅଞ୍ଚଳରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି ା ବିବାହ ଚତୁର୍ଥୀ ଭୋଜି ଚାଲି ଥିବାବେଳେ ବଜ୍ରପାତ ଘଟି ବରର...

Advertisement
Archives

Model This Week