ଆଶାନୁଯାୟୀ କଲେକ୍ସନ୍‌ କରିପାରୁନି ଆମିରଙ୍କ ଫିଲ୍ମ

ବହୁ ବାଦବିବାଦ ପରେ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ରିଲିଜ୍‌ ହୋଇଯାଇଛି। ଫିଲ୍ମରେ କରୀନା କପୁର ଏବଂ ଆମିର ଖାଁଙ୍କ କେମେଷ୍ଟ୍ରି ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ‘ଲାଲ ସିଂ ଚଡ୍ଡା’ ପ୍ରଥମ ଦିନରେ ବକ୍ସ ଅଫିସରେ ପ୍ରାୟ ୧୧.୫୦ କୋଟି କଲେକ୍ସନ୍‌ କରିଛି। ହେଲେ କୁହାଯାଉଛି କି, ଆମିରଙ୍କ ଫାଷ୍ଟ ଡେ କଲେକ୍ସନ୍‌ କମ୍‌ ରହିଛି। ସେହିପରି ଦ୍ୱିତୀୟ ଦିନରେ ୮.୨୫ କୋଟି ରୋଜଗାର କରିପାରିଛି। ଯାହାକି ଆମିରଙ୍କ ଫିଲ୍ମ ପାଇଁ ଏକ ଚିନ୍ତାର ବିଷୟ। ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଟମ ହ୍ୟାଙ୍କ୍‌ଙ୍କ ଅଭିନୀତ ହଲିଉଡ ଫିଲ୍ମ ଫରେଷ୍ଟ ଗୁମ୍ପର ଏହା ହେଉଛି ହିନ୍ଦୀ ରିମେକ। ଯାହାକୁ ଅଦୈତ ଚନ୍ଦନ ନିର୍ଦ୍ଦେଶନା ଦେଇଛନ୍ତି।
ଅନ୍ୟପଟେ, ଫିଲ୍ମ ରିଲିଜ ପୂର୍ବରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏମିତି କି ବୟକଟ ମଧ୍ୟ ଦାବି ହେଉଥିଲା। ଯାହାକୁ ନେଇ ଆମିର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଫିଲ୍ମକୁ ବୟକଟ ନ କରିବାକୁ ଅନୁରୋଧ କରୁଥିଲେ। ଶେଷରେ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ରିଲିଜ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଦିତିଙ୍କ ଡିଜିଟାଲ ଡେବ୍ୟୁ

ମୁମ୍ବାଇ: ଏକତା କପୁରଙ୍କ ୱେବ ସିରିଜ ‘ୟେ ଯାଦୁ ହେ ଜିନ କା’ ଫେମ ଟେଲିଭିଜନ ଆକ୍ଟ୍ରେସ୍ ଅଦିତି ଶର୍ମା ଖୁବ୍‌ଶୀଘ୍ର ଡିଜଟାଲ ଡେବ୍ୟୁ କରିବାକୁ...

‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦ, ଲାଗିଲା ୧୪୪ ଧାରା

କୋଟା,୨୨ ।୩: ରାଜସ୍ଥାନର କୋଟାରେ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦ ମୁଣ୍ଡ ଟେକିଛି । ଯାହା ଫଳରେ କୋଟା ସହରରେ ୨୨ ମାର୍ଚ୍ଚରୁ ୨୧...

ଧନୁଷ -ଐଶ୍ୱର୍ଯ୍ୟା ଲଭ ଷ୍ଟୋରୀ: ଜାଣନ୍ତୁ କିପରି ହୋଇଥିଲା ପ୍ରେମ

ସାଉଥ ସୁପରଷ୍ଟାର ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ ସେମାନଙ୍କର ୧୮ ବର୍ଷର ବିବାହ ସମ୍ପର୍କକୁ ସମାପ୍ତ କରିଛନ୍ତି। ତେବେ ଦିନେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ...

ଏହି ଫିଲ୍ମରୁ ସର୍ବାଧିକ ଆୟ କରିଥିଲେ ପ୍ରିୟଙ୍କା

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁଲାଇ ୧୮ରେ ପ୍ରିୟଙ୍କା ଚୋପ୍ରାଙ୍କ ୩୮ତମ ଜନ୍ମଦିନ। ପ୍ରିୟଙ୍କା ଖାଲି ବଲିଉଡ୍‌ରେ ନୁହେଁ, ହଲିଉଡ୍‌ରେ ମଧ୍ୟ ଏକ ପରିଚିତ ନାମ। ଆଜିର...

ପଦ୍ମଶ୍ରୀ ଫେରାଇଦେବା ସହ ଭୁଲ ମାଗିବି ଯଦି…

ବମ୍ବେ: କୁହାଯାଏ ବିବାଦ ଯେଉଁଠି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସେଇଠି। ସର୍ବଦା ବିବାଦରେ ରହିବାକୁ ପସନ୍ଦ କରନ୍ତି ସେ। ନିକଟରେ ଭାରତର ସ୍ବାଧୀନତାକୁ ନେଇ କଙ୍ଗନା...

କ୍ଷମା ମାଗିଲେ ରଣଦୀପ

ମୁମ୍ବାଇ: ଅଭିନେତା ରଣଦୀପ ହୁଡ୍ଡା ଏବେ ତାଙ୍କର ଷ୍ଟ୍ରିମିଂ ଶୋ ‘କ୍ୟାଟ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଶୋ’ ଶୁକ୍ରବାର ରିଲିଜ୍ ହେବାକୁ ଯାଉଛି...

ପାନ ମସଲା ବିଜ୍ଞାପନକୁ ମନା କରି ଚର୍ଚ୍ଚାରେ ଅଭିନେତା

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଅଭିନେତା ହେଉଛନ୍ତି କାର୍ତ୍ତିକ ଆର୍ଯ୍ୟନ୍‌। ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଦମ୍‌ଦାର ଅଭିନୟ...

ଭୁଲ୍‌ କଲେ ବି ଖୁବ୍‌ ସୁନ୍ଦର ଲାଗନ୍ତି କରିନା: ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବେବୋ କରିନା କପୁର ଖାଁ ଓ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଯୋଡିଙ୍କୁ ପୁଣିଥରେ ଦେଖିବାକୁ ମିଳିବ। ଫିଲ୍ମ ‘ଗୁଡ୍‌ ନ୍ୟୁଜ’ରେ ଆସିବେ...

Advertisement
Archives

Model This Week