Posted inଖେଳ

ସୋସିଆଲ ମିଡିଆରେ ଉଡିଲା କୋହଲିଙ୍କ ମଜାକ୍‌: ଜାଣନ୍ତୁ କାହିଁକି

ଲଣ୍ଡନ,୬।୮: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଜେମ୍ସ ଆଣ୍ଡରସନଙ୍କ ଉପରେ ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନ ଥିଲା ଆପଣ ଜେମ୍ସ ଆଣ୍ଡରସନଙ୍କୁ କିପରି ସାମ୍ନା କରିବେ? ଏହା ଉପରେ ବିରାଟ କୋହଲି କହିଥିଲେ – ମୁଁ କେବଳ ବ୍ୟାଟିଂ କରିବି। କିନ୍ତୁ ନଟିଂହାମ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଅଧିନାୟକ କେବଳ ଗୋଟିଏ ବଲ ଖେଳି ଆଉଟ୍‌ ହୋଇଥିଲେ। ଜେମ୍ସ ଆଣ୍ଡରସନ ବିରାଟ କୋହଲିଙ୍କୁ ତାଙ୍କ ଶ୍ରେଷ୍ଠ ଆଉଟ ସୁଇଙ୍ଗରେ ଆଉଟ କରିଥିଲେ। ଏବେ ବିରାଟ କୋହଲିଙ୍କୁ ସୋସିଆଲ ମିଡିଆରେ ପରିହାସ କରାଯାଉଛି। ପ୍ରଶଂସକମାନେ ବିରାଟ କୋହଲିଙ୍କ ମଜାଳିଆ ମେମ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଖବରଦାତା ସମ୍ମିଳନୀରେ ଅଧିନାୟକ କୋହଲିଙ୍କ କଥା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାରତୀୟ ଦଳ ଇଂଲଣ୍ଡରେ ପ୍ରବେଶ କରିବା ମାତ୍ରେ ବିରାଟ କୋହଲି ଏବଂ ଆଣ୍ଡରସନଙ୍କ ମଧ୍ୟରେ ଏକ ପ୍ରକାର ଟକ୍କର ଲାଗିଥାଏ। ୨୦୧୪ ମସିହାରେ ଆଣ୍ଡରସନ ବିରାଟ କୋହଲିଙ୍କୁ କ୍ରିଜରେ ସ୍ଥିର କରିବାର ସୁଯୋଗ ଦେଇ ନ ଥିଲେ, କିନ୍ତୁ ୨୦୧୮ରେ କୋହଲି କିମ୍ବଦନ୍ତୀ ବୋଲର ଆଣ୍ଡରସନଙ୍କୁ ଗୋଟିଏ ଉଇକେଟ ଦେଇ ନ ଥିଲେ। କିନ୍ତୁ ୨୦୨୧ ଟେଷ୍ଟ ସିରିଜରେ ବିରାଟ କୋହଲି ପ୍ରଥମ ବଲରେ ଆଣ୍ଡରସନଙ୍କ ଶିକାର ହୋଇଥିଲେ। ଇଂଲଣ୍ଡ ବିପକ୍ଷରେ ତୃତୀୟ ଥର ଏବଂ ଟେଷ୍ଟ କ୍ୟାରିୟରରେ ପଞ୍ଚମ ଥର ପାଇଁ ବିରାଟ କୋହଲି ଏକ ଶୂନରେ ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ୟ ଅଲରାଉଣ୍ଡରଙ୍କ ତୁଳନାରେ ଭଲ ଆଥଲେଟ୍‌ ଥିଲି: କପିଳ ଦେବ

ନୂଆଦିଲ୍ଲୀ,୩୧।୭: ବିଶ୍ୱ କ୍ରିକେଟରେ ଏମିତି ଏକ ସମୟ ଥିଲା ଯେତେବେଳେ ୪ ଜଣ ଅଲରାଉଣ୍ଡରଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା। ସେମାନେ ହେଲେ ଇଂଲଣ୍ଡର ଇଆନ...

ଦିନିକିଆ-ଟି୨୦ରେ ପ୍ରତ୍ୟାବର୍ତ୍ତନକୁ ନେଇ ନିରବତା ଭାଙ୍ଗିଲେ ଅଶ୍ୱିନ, କହିଲେ‘ ଯେତେବେଳେ କେହି ଏହି ପ୍ରଶ୍ନ ପଚାରେ….’

ନୂଆଦିଲ୍ଲୀ,୧୬।୩: ଭାରତର ସର୍ବଶ୍ରେଷ୍ଠ ସ୍ପିନର୍‌ଙ୍କ ମଧ୍ୟରୁ ରବିଚନ୍ଦ୍ରନ ଅଶ୍ୱିନ ଅନ୍ୟତମ। ବିଗତ ଦୁଇ-ତିନି ମାସ ମଧ୍ୟରେ ସେ ନିଜର ଶ୍ରେଷ୍ଠତାକୁ ପ୍ରମାଣିତ ମଧ୍ୟ କରିଛନ୍ତି। ଇଂଲଣ୍ଡ...

କ୍ରିକେଟ୍‌ର ଏଭଳି ରେକର୍ଡ ଯାହା ଆଜି ପର୍ଯ୍ୟନ୍ତ ରହିଛି ଅତୁଟ

ୱେଷ୍ଟଇଣ୍ଡିଜ ର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଅଷ୍ଟ୍ରେଲିଆର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କ ପରେ ଯଦି...

ଟି୧୦ ଲିଗ୍‌ରେ ଖେଳିବେ ଯୁବି

ଦୁବାଇ,୨୪।୧୦- ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ (ଯୁବି) ଟି୧୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ଖେଳିବାକୁ ଯାଉଛନ୍ତି। ତାଙ୍କୁ ମରାଠା ଆରବିଆନ୍ସ ଦଳରେ ସାମିଲ...

କୋଭିଡ-୧୯ ମହାମାରୀ: ବିଶ୍ୱକପ୍‌ ଫାଇନାଲ ଜର୍ସି ଦାନ କରିବେ ନିକୋଲ୍ସ

ଓ୍ବେଲିଂଟନ,୨।୫ (ପି.ଟି.): କୋଭିଡ-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ପରିବାର ତଥା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ହେନେରୀ ନିକୋଲ୍ସ ଏବେ ଆଗକୁ...

ଆଇଟିଏଫ ସିନିୟର ଗ୍ରେଡ୍‌-୩: ଟେନିସ ଦିଲୀପଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ଭିଲାଇଠାରେ ଅନୁଷ୍ଠିତ ସେଲ୍‌ ଆଇଟଇଏଫ ସିନିୟର ଗ୍ରେଡ୍‌-୩ ଟେନିସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଦିଲୀପ ମହାନ୍ତି ଡବଲ ଟାଇଟଲ ହାସଲ କରିଛନ୍ତି।...

ସ୍ତ୍ରୀ, ପୁଅଙ୍କୁ ମିସ୍‌ କରୁଛନ୍ତି ଏହି କ୍ରିକେଟର୍‌, କହିଲେ ଏମିତି କଥା

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍‌ ଖେଲିବା ପାଇଁ ଏବେ ୟୁଏଇ ଗସ୍ତରେ ଯାଇଛନ୍ତି। ନିକଟରେ ପିତା ହୋଇଥିବା ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ...

ଟସ୍‌ ଜିତି ବୋଲିଂ କରିବ ଦକ୍ଷିଣ ଆଫ୍ରିକା

ରାଜକୋଟ,୧୭।୬: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା...

Advertisement
Archives

Model This Week