Posted inଖେଳ

ଫର୍ମ ଫେରିବା ସଙ୍କେତ ଦେଲେ କୋହଲି

କେପ୍‌ ଟାଉନ,୧୩।୧: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି। ପ୍ରଥମ ଇନିଂସରେ ୨୦୧ ବଲ ଖେଳି ୭୯ ରନ୍‌ ଖେଳିଥିବା ୩୩ ବର୍ଷୀୟ ବ୍ୟାଟର ଦ୍ବିତୀୟ ପାଳିରେ ଏପର୍ଯ୍ୟନ୍ତ ୨୮ ରନ୍‌ କରି ଅପରାଜିତ ଅଛନ୍ତି। ରନ୍‌ ଅଧିକ କରି ନ ଥିଲେ ମଧ୍ୟ ସେ ୧୨୭ ବଲର ସମ୍ମୁଖୀନ ହୋଇଛନ୍ତି। ପ୍ରାୟ ୪ ବର୍ଷ ପରେ ଉଭୟ ଇନିଂସରେ ୧୦୦ରୁ ଊର୍ଦ୍ଧ୍ୱ ବଲ ଖେଳିବାକୁ ସକ୍ଷମ ହୋଇଛନ୍ତି କୋହଲି। ଅନ୍ତିମ ଥର ୨୦୧୮ରେ ସେ ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ଶହେରୁ ଅଧିକ ବଲ ଖେଳିଥିଲେ।

ତେବେ ତୃତୀୟ ଦିନର ପ୍ରଥମ ସେସନ ଶେଷ ସୁଦ୍ଧା ଭାରତ ୪ ଉଇକେଟ ହରାଇ ୧୩୦ ରନ୍‌ କରିଛି। ଫଳରେ କୋହଲିଙ୍କ ନେତୃତ୍ୱାଧୀନ ଦଳ ଏବେ ୧୪୩ ରନ୍‌ରେ ଆଗୁଆ ଥିବା ବେଳେ ହାତରେ ଆହୁରି ଅଛି ୬ ଉଇକେଟ। କୋହଲିଙ୍କ ସହ ରିଷଭ ପନ୍ତ (୫୧) କ୍ରିଜ୍‌ରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ନେଦରଲାଣ୍ଡ୍ସକୁ ଭେଟିବ ଭାରତ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ସିଡନୀ,୨୭।୧୦: ଭାରତୀୟ ଦଳ ଗୁରୁବାର ଅର୍ଥାତ୍‌ ଆଜି ଟି-୨୦ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚ ଖେଳିବ। ଗୁରୁବାର ସିଡନୀରେ ନେଦରଲାଣ୍ଡ୍ସ ଏବଂ ଭାରତ ସହ ମୁହାଁମୁହିଁ ହେବେ।...

କ୍ରିକେଟରେ ଡକଓ୍ବର୍ଥ ଲୁଇସ୍‌ ନିୟମ କେବଠୁ ହୋଇଥିଲା ଆରମ୍ଭ

ବର୍ଷା ପ୍ରଭାବିତ ଏକଦିବସୀୟ ଏବଂ ଟି-୨୦ ମ୍ୟାଚ୍‌ରେ ଫଳାଫଳ ବାହାର କରିବା ପାଇଁ ଏକ ନିୟମ ବ୍ୟବହାର କରାଯାଏ। ଏହାକୁ ଡକଓ୍ବର୍ଥ ଲୁଇସ୍‌ ନିୟମ କୁହାଯାଏ।...

‘୧୨-୦’ ରେକର୍ଡକୁ ଭୁଲାଇ ଦେଲା ପାକିସ୍ତାନ

ଦୁବାଇ,୨୪।୧୦: କ୍ରିକେଟ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ପାକିସ୍ତାନଠାରୁ ପରାସ୍ତ ହୋଇଛି ଭାରତ। ଏଥିପୂର୍ବରୁ ବିଶ୍ୱକପ୍‌ରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ କଦାପି...

୧୪ ବର୍ଷର ଟେଷ୍ଟ କ୍ୟାରିୟରରେ ଏଭଳି କରିପାରି ନ ଥିଲେ ଧୋନୀ, ହେଲେ ପନ୍ତ କଲେ ରେକର୍ଡ

ଚେନ୍ନାଇ,୧୧।୨: ଭାରତୀୟ କ୍ରିକେଟ ଟିମ୍‌ ଅଷ୍ଟ୍ରେଲିଆରେ ସିରିଜ୍‌ ଜିତିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଉଇକେଟକିପର ରିଷଭ ପନ୍ତଙ୍କୁ ଏମ୍‌ଏସ୍‌ ଧୋନୀଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଛି। ବ୍ୟାଟିଂଠାରୁ...

ପ୍ରଶଂସକଙ୍କ ମନୋରଞ୍ଜନ ଜାରି ରଖିବି: ସେହ୍ବାଗ୍‌

ଭୁବନେଶ୍ୱର, ୨୦।୯ (ସ୍ପୋଟର୍‌ସ ବ୍ୟୁରୋ): ଆଦାନି ସ୍ପୋଟର୍‌ସ ଲାଇନ୍‌ ମାଲିକାନାରେ ଥିବା ଗୁଜରାଟ ଜାଏଣ୍ଟ୍ସ ଚଳିତ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ବିଜୟ ସହ ଅଭିଯାନ ଆରମ୍ଭ...

ଓ୍ବେଷ୍ଟଇଣ୍ଡିଜର ଦ୍ୱିତୀୟ ବିଜୟ

ନର୍ଥ ପଏଣ୍ଟ, ୧୪ା୩ (ଏପି)-ସ୍ଥାନୀୟ ସାର୍‌ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୫ ଉଇକେଟରେ ବିଜୟ...

ଥିମ୍‌ଙ୍କ ପ୍ରତିଶୋଧ

୨୦୧୮ ଓ ୨୦୧୯ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ରାଫାଲ ନାଡାଲଙ୍କଠାରୁ ପରାସ୍ତ ହୋଇ ଡୋମିନିକ୍‌ ଥିମ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ତେବେ ଚଳିତ ଅଷ୍ଟ୍ରେଲିଆନ ଓପନରେ...

‘ଧୋନୀ କିମ୍ବା କୋହଲିଙ୍କଠାରୁ ଇଣ୍ଡିଆ କ୍ୟାପ୍‌ ପାଇବା ସ୍ବପ୍ନ ଥିଲା’

ଅହମ୍ମଦାବାଦ,୧୦।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ପଦାର୍ପଣ କରିଥିଲେ ଅଲରାଉଣ୍ଡର ଦୀପକ ହୁଡା। ତାଙ୍କୁ ଇଣ୍ଡିଆ କ୍ୟାପ ପ୍ରଦାନ କରିଥିଲେ...

Advertisement
Archives

Model This Week