Posted inଜାତୀୟ

ରାଜସ୍ଥାନ ଖାଟୁ ଶ୍ୟାମ ମେଳାରେ ଦଳାଚକଟା: ୩ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଜୟପୁର,୮ ।୮: ରାଜସ୍ଥାନର ପ୍ରସିଦ୍ଧ ଖାଟୁଶ୍ୟାମଜିରେ ବାବା ଶ୍ୟାମଙ୍କ ମାସିକ ମେଳାରେ ସୋମବାର ସକାଳୁ ଦଳାଚକଟା ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ୩ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ସୋମବାର ଭୋର ୫ଟାରେ ମନ୍ଦିର ଦ୍ୱାର ଖୋଲୁ ଖୋଲୁ ଭିଡ ହୋଇଯାଇଥିଲା । ଏହା ବେକାକୁ ହେବାରୁ ପରସ୍ପର ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ଏଥିରେ ୩ ଜଣ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି ।

ଖବରପାଇ ପୋଲିସ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କୃଷ୍ଣ ଜନ୍ମଭୂମି-ଶାହି ଇଦ୍‌ଗା ପରିସର ସର୍ଭେରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ମଥୁରା କୃଷ୍ଣ ଜନ୍ମଭୂମି-ଶାହି ଇଦ୍‌ଗା ମସ୍‌ଜିଦ ପରିସରର ସର୍ଭେ ପାଇଁ ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଆବେଦନରେ ହସ୍ତକ୍ଷେପ କରିବାକୁ...

ଡିସେମ୍ବର ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ଯାତ୍ରା ମନା

ନୂଆଦିଲ୍ଲୀ,୨୬ ।୧୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଭାରତ ଏବେ କର୍ମସିୟାଲ ଇଣ୍ଟରନ୍ୟାଶନାଲ ଫ୍ଲାଇଟ ଚଳାଚଳକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ...

ଏନ୍‌ଜିଓରେ ବିକ୍ରି ହେଉଥିଲା ଅଣ୍ଡା, ମଟନ

ଇନ୍ଦୋର,୨୯।୧: ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ହଜାର ହଜାର ସଂଖ୍ୟାରେ ବିଚିତ୍ର ଘଟଣା ଦେଖିବାକୁ ମିଳେ। କିଛି ଆମର ମନୋରଞ୍ଜ କରେ, ଆଉ କିଛି ଚକିତ...

ସେପ୍ଟେମ୍ବର ୨୩ରେ ପୁଣି ଆକ୍ଟିଭ ହୋଇପାରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍‌, ରୋଭର

ନୂଆଦିଲ୍ଲୀ,୨୧।୯: ଇସ୍ରୋର ଚନ୍ଦ୍ରୟାନ-୩ ମିଶନ ସଫଳତାର ସହିତ ଶେଷହୋଇଛି, କିନ୍ତୁ ଖବର ଆସୁଛି ଯେ ଏହି ମିଶନ ବର୍ତ୍ତମାନ ପୁଣି ଆରମ୍ଭ ହୋଇପାରେ। ଇସ୍ରୋର ସ୍ପେସ...

କର୍‌ତାରପୁର କରିଡର:ଫି ଆଦାୟ ନ କରିବାକୁ ପାକ୍‌କୁ ଭାରତର ଅନୁରୋଧ

ନୂଆଦିଲ୍ଲୀ,୧୮-୧୦(ପି.ଟି.): କର୍‌ତାରପୁର କରିଡରକୁ କାର୍ଯ୍ୟକ୍ଷମ କରିବା ପାଇଁ ଖୁବ୍‌ଶୀଘ୍ର ଭାରତ-ପାକିସ୍ତାନ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହେବ ବୋଲି ନୂଆଦିଲ୍ଲୀ ଆଶାବ୍ୟକ୍ତ କରିଛି। ଏହାସହ କର୍‌ତାରପୁରକୁ ଯିବାକୁ...

ଆମେରିକାରେ ଅର୍ନ୍ତଜାତୀୟ ସାଗର ଶକ୍ତି ସମ୍ମିଳନୀରେ ଯୋଗ ଦେଲେ ଭାରତୀୟ ନୌସେନା ମୁଖ୍ୟ ହରି କୁମାର

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୪।୯: ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଚାରି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ହରି କୁମାର ୨୫ତମ ଅର୍ନ୍ତଜାତୀୟ...

ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ: ଓ୍ବାଏସ୍‌ଆର୍‌ କଂଗ୍ରେସ ୭୬ ଆସନରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଆନ୍ଧ୍ର ପ୍ରଦେଶରେ ଓ୍ବାଏସ୍‌ଆର୍‌ କଂଗ୍ରେସ ପାର୍ଟି(ଓ୍ବାଏସ୍‌ଆର୍‌ସିପି)ର ଜଗନମୋହନ ରେଡ୍ଡି ଆଗୁଆ ଥିବା ସୂଚନା ମିଳିଛି। ଏଠାରେ ଓ୍ବାଏସ୍‌ଆର୍‌ସିପି ମୋଟ ୭୬ଟି ଆସନରେ ଆଗୁଆ ଥିବା...

ଗୋଗ୍ରା, ହଟ୍‌ ସ୍ପ୍ରିଙ୍ଗ୍‌ସରୁ ହଟିବାକୁ ମନାକଲା ଚାଇନା

ନୂଆଦିଲ୍ଲୀ, ୧୧।୪: ଭାରତ ଓ ଚାଇନା ସୈନ୍ୟବାହିନୀର ୧୧ତମ କମାଣ୍ଡର ସ୍ତରୀୟ ଆଲୋଚନା ଶୁକ୍ରବାର ଆରମ୍ଭ ହୋଇଥିଲା। ପୂର୍ବ ଲଦାଖର ଗୋଗ୍ରା ଏବଂ ହଟ୍‌ ସ୍ପ୍ରିଙ୍ଗସ...

Advertisement
Archives

Model This Week