‘କୌନ ବନେଗା କରୋଡପତି-୧୪’କୁ ମିଳିଲା ପ୍ରଥମ କୋଟିପତି; ଗୃହିଣୀ ମାରିଲେ ବାଜି

ବମ୍ବେ: ‘କୌନ ବନେଗା କରୋଡପତି’ର ୧୪ତମ ସଂସ୍କରଣକୁ ମିଳିଲା ପ୍ରଥମ କୋଟିପତି। କୋହ୍ଲାପୁରର ଗୃହିଣୀ କବିତା ଚାଓ୍ବଲା ୧ କୋଟି ଟଙ୍କା ଜିତି ଇତିହାସ ରଚିଛନ୍ତି। ଚଳିତ ସିଜନରେ ପ୍ରଥମ ପ୍ରତିଯୋଗୀ ଭାବେ ସେ ୧ କୋଟି ଟଙ୍କା ଜିତିବାରେ ସଫଳ ହୋଇଛନ୍ତି। ଏହାପରେ ୭.୫ କୋଟି ଟଙ୍କା ପ୍ରଶ୍ନର ଉତ୍ତର ଦେବାକୁ ହଟ୍‌ ସିଟ୍‌ରେ ସେ ଥିବାରୁ ଅଧିକ ଟଙ୍କା ଜିତିବେ ବୋଳି ଆଶା କରାଯାଉଛି।

ନିଜ ଖୁସି ବ୍ୟକ୍ତ କରି କବିତା କହିଛନ୍ତି, ଏକ କୋଟି ଜିତିଥିବା ପ୍ରଥମ ପ୍ରତିଯୋଗୀ ହୋଇଥିବାରୁ ଗର୍ବ ଲାଗୁଛି। ପରବର୍ତ୍ତୀ ସୋପାନ ୭.୫ କୋଟି ଟଙ୍କାର ପ୍ରଶ୍ନର ଉତ୍ତର ଦେବାକୁ ଆଶା କରୁଛି। ମୋ ବାପା ଏବଂ ପୁଅ ବିବେକ ମୁମ୍ବାଇରେ ଅଛନ୍ତି। ମୁଁ ୧ କୋଟି ଜିତିଛି ବୋଲି ପରିବାରରେ କେହି ଜାଣି ନାହାନ୍ତି। ମୁଁ ଚାହୁଁଛି ଯେ ସେମାନେ ଶୋ’ ଦେଖନ୍ତୁ ଏବଂ ସରପ୍ରାଇଜ୍‌ ହୁଅନ୍ତୁ।

ତେବେ ୨୦୦୦ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା ‘କୌନ ବନେଗା କରୋଡପତି’। ସେବେଠାରୁ ଶୋ’ରେ ଭାଗ ନେବାକୁ ଚାହୁଁଥିଲେ କବିତା। ହେଲେ ୨୧ ବର୍ଷ ୧୦ ମାସ ପରେ ତାଙ୍କୁ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍‌ସିଟ୍‌ରେ ବସିବାର ସୁଯୋଗ ମିଳିଥିଲା। ପାଠପଢ଼ା ଦେଖିଲେ ସେ ଯୁକ୍ତ ୨ ଯାଏ ପଢ଼ିଛନ୍ତି। ମାତ୍ର ସେ ଲେଖାପଢ଼ା ଛାଡ଼ି ନ ଥିଲେ। ପୁଅଙ୍କୁ ପଢ଼ାଇବା ବେଳେ ସେ ମଧ୍ୟ ପଢ଼ୁଥିଲେ, ଯାହା ତାଙ୍କୁ ଆଜି ଜିତିବାରେ ସହାୟତା କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ‘ଗଲି ବୟ’ ପାଳନ କଲେ ଫିଲ୍ମର ପ୍ରଥମ ବାର୍ଷିକୀ

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘ଗଲି ବୟ’କୁ ଶୁକବ୍ରାର ବର୍ଷେ ପୁରିଛି। ଏହି ଅବସରରେ ଜେୟା ଅଖତର ଇନଷ୍ଟାଗ୍ରାମରେ ଫିଲ୍ମର...

ପଡୋଶୀଙ୍କ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ସଲମାନ

ବମ୍ବେ: ପଡ଼ୋଶୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରି ଚର୍ଚ୍ଚାରେ ଦବଙ୍ଗ ଖାଁ ସଲମାନ। ପାନ୍‌ଭେଲରେ ରହୁଥିବା ପଡୋଶୀ କେତନ କକ୍କର ତାଙ୍କର ପୁରୁଣା ଭିଡିଓ...

କୋରିଓଗ୍ରାଫର୍‌ ଗଣେଶ ଆଚାର୍ଯ୍ୟଙ୍କ ନାଁରେ ପୁଣି ଯୌନ ନିର୍ଯାତନା ମାମଲା

ମୁମ୍ବାଇ,୬।୨: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ କିଛି ଦିନ ହେବ ନକାରାତ୍ମକ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦ୍ୱିତୀୟଥର ଜଣେ ମହିଳା ଗଣେଶଙ୍କ ନାଁରେ...

ଆଉ ଗୋଟିଏ ଦିନର ଅପେକ୍ଷା: ପ୍ରେମିକାଙ୍କ ହାତ ଧରିବେ ଏହି ବାହୁବଲୀ ଷ୍ଟାର

ବମ୍ବେ: ହାତକୁ ଦୁଇହାତ ହେବେ ବାହୁବଲୀ ଷ୍ଟାର ରାଣା ଦଗ୍ଗୁବତୀ। ମିହିକା ବଜାଜକୁ ପସନ୍ଦ କରିବା ପରେ ନିର୍ବନ୍ଧ ସରିଥିଲା। ଅଗଷ୍ଟ ୮ରେ ଉଭୟଙ୍କ ବିବାହ...

ଗୌରୀଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଦେଖି ଭାଙ୍ଗିଯାଇଥିଲା ଶାହରୁଖଙ୍କ ହୃଦୟ

ଅଭିନେତା ଶାହରୁଖ ଖାନ ଏବଂ ଗୌରୀଙ୍କ ଆଜି ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଉଭୟଙ୍କ ବିବାହକୁ ୩୦ ବର୍ଷ ପୂରିଛି। ଏଥର ଉଭୟ ବିବାହ ବାର୍ଷିକୀ...

ଆମୀର-କିରଣଙ୍କ ଜୀବନ ବଦଳାଇ ଦେଇଥିଲା ଗୋଟିଏ ଫୋନ୍‌ କଲ୍‌

ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ସ୍ତ୍ରୀ ତଥା ନିର୍ଦ୍ଦେଶିକା, ପ୍ରଯୋଜିକା କିରଣ ରାଓ ନଭେମ୍ବର ୭ରେ ନିଜର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି। ତେଲେଙ୍ଗାନାର...

ଅନିଦ୍ରା ରହିଥିଲେ ପ୍ରିୟଙ୍କା

ନିକ୍‌ ଜୋନାସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରିୟଙ୍କା ଚୋପ୍ରା ପ୍ରାୟ ଅଭିନୟ ନିକଟରୁ ଦୂରେଇ ଯାଇଛନ୍ତି। ଯଦି ସୁଯୋଗ ମିଳେ ତେବେ...

ଆପଲ୍‌ ଟିଭିରେ ପ୍ରସାରିତ ହେବ ସଲମାନଙ୍କ ‘ରାଧେ’

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସଲ୍‌ମାନ ଖାନ୍‌ଙ୍କ ‘ରାଧେ’ ଚଳଚ୍ଚିତ୍ର ଆପଲ୍‌ ଟିଭିରେ ପ୍ରସାରିତ ହେବ। ଏହା ବେଲଜିୟମ, ଡେନ୍‌ମାର୍କ, କାନାଡା, ଫିଜି, ମ୍ୟାଲେସିଆ, ଶ୍ରୀଲଙ୍କା, ଦକ୍ଷିଣ...

Advertisement
Archives

Model This Week