Posted inVideo

ଯା..ରେ ଡଙ୍ଗା ଭାସିଯା

Featured Video Play Icon

ଓଡିଶାର ପରମ୍ପରା ଓ ରୀତିନୀତି ଅନୁସାରେ ଆଜି ଦିନର ପହାନ୍ତା ପ୍ରହରରେ ଡଙ୍ଗା ଭସାଇବାର ପରମ୍ପରା ରହିଛି । ଆଜିର ଏହି ପବିତ୍ର ଦିନରେ ନଦୀ ପୁସ୍କରଣୀରେ ଡଙ୍ଗା ଭସାଇଲେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ନଦୀ ପୁସ୍କରଣୀରେ ଏକତ୍ର ନହେବାକୁ ରିଲିଫ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଆଜି ଆସନ୍ତୁ ଜାଣିବା କାର୍ତ୍ତିକ ପୂର୍ଣ୍ଣିମାର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ,ଡଙ୍ଗାଭସା ଓ କାର୍ତ୍ତିକ ପୂର୍ଣ୍ଣିମା ପଛରେ ରହିଥିବା କିଛି କିମ୍ବଦନ୍ତୀ ଓ ଐତିହାସିକ କଥା।

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Will the real Natia please stand up । ନଟିଆ ମାନୁନି ଡିରେକ୍ଟରଙ୍କ କଥା

Natia Comedy has become a sensation across the state from rural areas to the metros. But who is Natia?...

Featured Video Play Icon

Annual HSC examination-2020 begins | ମାଟ୍ରିକ ପରୀକ୍ଷା ଆରମ୍ଭ

ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିକ୍ଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ମୋଟ ୨ହଜାର ୮ଶହ ୮୮ ପରୀକ୍ଷା...

Featured Video Play Icon

Buddha Jayanti celebrated in Kalinga Buddha Vihar

Mahabodhi Society celebrated the 2563rd Buddha Jayanti at Unit-IX Kalinga Buddha Vihar in Bhubaneswar. Odisha Governor Ganeshi Lal graced...

Featured Video Play Icon

Agitation before Railway mail service office in Cuttack

Employees of the Railway mail service Tuesday held protests in front of their Cuttack office. Railway Mail Joint Executive...

Featured Video Play Icon

କରୋନାରୁ କିଭଳି ସୁରକ୍ଷିତ ରହିବେ ଗର୍ଭବତୀ ମହିଳା | COVID-19 and pregnancy

କୋଭିଡ଼ ୧୯କୁ ନେଇ ସାରା ବିଶ୍ୱରେ ଏବେ ଭୟଙ୍କର ପରିସ୍ଥିତି ଉପୁଜିଛି । ଏଭଳି ଘଡିସନ୍ଧି ମୂହୁର୍ତରେ ଅନ୍ୟ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା...

Featured Video Play Icon

ତିର୍ତ୍ତୋଲରେ ବିକାଶ ହେବା ଦରକାର I Development becomes key issue in Tirtol

ତିର୍ତ୍ତୋଲ ଅଞ୍ଚଳ ଉପନିର୍ବାଚନ ପାଇଁ ସରଗରମ। ଏହି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରି ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି।...

Featured Video Play Icon

କଟକଣାରେ କଟକ ଦଶହରା ପାଳନ

ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ପ୍ରଫୁଲ୍ଲିତ ହୋଇଉଠିଛି ପୁରା ପରିବେଶ । ସବୁଠି କାଶତଣ୍ଡିର ମହକ । ଦଶହରା...

Featured Video Play Icon

Fulfilled my father’s dreams: Yuvraj

Hero of 2007 T-20 World Cup and 2011 ICC World Cup Yuvraj Singh Monday announced his retirement from international...

Play 250+ Trending Games
Archives

Model This Week

Why Dharitri