Posted inଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୯ ଜୀବନ, ଅନେକ ଆହତ

ବେଙ୍ଗାଲୁରୁ,୨୫।୮: ବେଙ୍ଗାଲୁରୁଠାରୁ ୭୦ କିଲୋମିଟର ଦୂରରେ ଥିବା ତୁମାକୁରୁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ଏକ ଭୟଙ୍କର ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪ ଲୋକ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ଦୈନିକ ମଜୁରୀ ଶ୍ରମିକଙ୍କୁ ନେଇ ଏକ ଟ୍ରକ ସାମ୍ନାରୁ ଆସୁଥିବା କ୍ରୁଜର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇଁ ପୋଲିସ ପହଞ୍ଚି ଉଭୟ ଗାଡିରୁ ଲୋକଙ୍କୁ ଉଦ୍ଧର କରିଥିଲା। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତ ଦୁଇ ସପ୍ତାହ ତଳେ କର୍ନାଟକର ଉତ୍ତର ପୂର୍ବ ଭାଗରେ ଥିବା ଗୁରୁମିତାଲ ତାଲୁକର ଆରକେରା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଦରମା ନେବାକୁ ମନା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କମ୍ପାନୀରୁ ଦରମା ନେବାକୁ ମନା କରିଦେଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ରିପୋର୍ଟ...

ରାତିରେ ଦେଖାଯାଉଛି ଓମିକ୍ରନ୍‌ର ଏମିତି କିଛି ଲକ୍ଷଣ

ନୂଆଦିଲ୍ଲୀ,୧୩ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ସାରା ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପି ସାରିଲାଣି । ହେଲେ ଏହାର ନିର୍ଦ୍ଦିଷ୍ଟ ଲକ୍ଷଣ...

ମୌଲାନା କଲିମ ସିଦ୍ଦିକି ଗିରଫ

ଲକ୍ଷ୍ନୌ,୨୨।୯: ଧର୍ମାନ୍ତରଣ ମାମଲାରେ ଉତ୍ତର ପ୍ରଦେଶ ଏଟିଏସ ମୌଲାନା କଲିମ ସିଦ୍ଦିକିଙ୍କୁ ମିରୁଟରୁ ଗିରଫ କରିଛି। ଧର୍ମାନ୍ତରଣ ମାମଲାରେ କଲିମଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିଲା। ବିଦେଶରୁ...

ଅକ୍ଟୋବର ୨୯ରୁ ଦିଲ୍ଲୀରେ ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା: କେଜରିଓ୍ବାଲ

ନୂଆଦିଲ୍ଲୀ,୧୫।୮: ରାଖୀ ପୂର୍ଣ୍ଣିମା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମହିଳାମାନଙ୍କୁ ଏକ ବଡ ଉପହାର ଦେଇଥିବା କଥା କହିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀରେ...

ଟ୍ରମ୍ପଙ୍କୁ ଭେଟିଲେ ଶାହ

ଅହମଦାବାଦ,୨୪।୨: ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମରେ ସୋମବାର ଆମେରିକାର ପ୍ରଥମ ନାଗରିକ ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ବାଗତ କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ...

ପିଆଇଏଲ୍‌ର ଅପବ୍ୟବହାର ନହେଉ, ତାଜମହଲ ୨୨ ବନ୍ଦ କୋଠରୀର ରହସ୍ୟ ନେଇ କହିଲେ ହାଇକୋର୍ଟ…

ଆଗ୍ରା, ୧୨।୫ : ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବା ନେଇ କରାଯାଇଥିବା ଆବେଦନର ଶୁଣାଣି ସମୟରେ ଆହ୍ଲାବାଦ ହାଇକୋର୍ଟ ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ବ୍ୟବସ୍ଥାର ଅପବ୍ୟବହାର...

କେରଳରେ ଲାଗୁ ହେବନି ଏନ୍‌ପିଆର୍‌

ଥିରୁଭାନନ୍ଥପୁରମ୍‌,୭-୨ (ପି.ଟି.):ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) କେରଳରେ ଲାଗୁ ହେବନାହିଁ, କିନ୍ତୁ ଜନଗଣନା ପ୍ରକ୍ରିୟା ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ରାଜ୍ୟ ବିଧାନସଭାରେ କହିଛନ୍ତି।...

ଦିଲ୍ଲୀର ଅଧା ନିଷିଦ୍ଧାଞ୍ଚଳ ହେଲା ଅରେଞ୍ଜ ଜୋନ୍‌

ନୂଆଦିଲ୍ଲୀ,୨୪।୫: ଦିଲ୍ଲୀର ୯୨ଟି ନିଷିଦ୍ଧାଞ୍ଚଳ ମଧ୍ୟରୁ ୪୫ଟିରେ ଗତ ୧୪ ଦିନ ମଧ୍ୟରେ ଜଣେ ହେଲେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବାରୁ...

Advertisement
Archives

Model This Week