କିଙ୍ଗ ଚାର୍ଲସ ତୃତୀୟଙ୍କ ପିଠିରେ ହାତ ରଖି ବିବାଦରେ ଫସିଲେ ବାଇଡେନ

ଓ୍ବାଶିଂଟନ,୧୧।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ ୟୁରୋପ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଓ୍ବିଂଡସର କ୍ୟାସେଲରେ କିଙ୍ଗ ଚାର୍ଲସ ତୃତୀୟଙ୍କୁ ଭେଟିଛନ୍ତି। କିଙ୍ଗ ଚାର୍ଲସ ତୃତୀୟ ବି ବାଇଡେନଙ୍କୁ ଖୁବ ଆଦରର ସହ ସ୍ବାଗତ କରିଥିଲେ। ହେଲେ ଏହି ସମୟରେ ଏମିତି କିଛି ହୋଇଥିଲା ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଯାଇଛି। ଲୋକେ ଏହାକୁ ରାଜକୀୟ ପ୍ରୋଟୋକଲର ଉଲ୍ଲଂଘନ ବୋଲି କହୁଛନ୍ତି। ଏପଟେ କିନ୍ତୁ ବଙ୍କିଙ୍ଗହାମ ପ୍ୟାଲେସ ଏହି ସାକ୍ଷାତକାରକୁ ସ୍ନେହର ଅଦ୍ଭୁତ ପ୍ରତିକ ବୋଲି କହିଛି।

ବାସ୍ତବରେ, ଆମେରିକାର ରାଷ୍ଟ୍ରପତି ତାଙ୍କ ସରକାରୀ ଗାଡିରେ ୱିଣ୍ଡସର କ୍ୟାସେଲରେ ପହଞ୍ଚିବା ପରେ ଏହା ଘଟିଥିଲା, ଯାହା ସୁରକ୍ଷା ଦୃଷ୍ଟିରୁ ‘ଦ ବିଷ୍ଟ’ ଭାବରେ ଜଣାଶୁଣା। ଏଠାରେ କିଙ୍ଗ ଚାଲର୍‌ସ ତୃତୀୟ ତାଙ୍କୁ ହାତରେହାତ ମିଳାଇ ସ୍ବାଗତ କରିଥିଲେ। ଏହା ପରେ ଉଭୟ ଦେଶର ଜାତୀୟ ସଂଗୀତ ଗାନ କରାଯାଇଥିଲା। କିଙ୍ଗଙ୍କ ସହ ଆମେରିକାର ରାଷ୍ଟ୍ରପତି ୱେଲ୍ସ ଗାର୍ଡସକୁ ମଧ୍ୟ ନିରିକ୍ଷଣ କରିଥିଲେ। ହେଲେ ବିବାହ ସେତେବେଳେ ଉଠିଥିଲା ଯେତେବେଳେ ବାଇଡେନ କିଙ୍ଗ ଚାଲର୍‌ସଙ୍କ ପିଠିରେ ଅଜାଣତରେ ହାତ ରଖିଦେଇଥିଲେ। ଏହାକୁ ନେଇ ଏବେ ଆମେରିକା ରାଷ୍ଟ୍ରପତିଙ୍କ ଉପରେ ଅଭିଯୋଗ ଲଗାଯାଉଛି। କୁହାଯାଉଛି ଯେ ଏହା କରି ସେ ରାଜକୀୟ ପ୍ରୋଟୋକଲ ଭାଙ୍ଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବସାଧାରଣରେ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ,୧୫ା୫: ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଏକ ସରକାରୀ ବୈଠକ ପରେ ସର୍ବସାଧାରଣରେ ଗୁଳିମାଡ଼ ହୋଇଛି। ଏଥିରେ ସେ ଆହତ ହୋଇଥିବା ସ୍ଥାନୀୟ ମିଡ଼ିଆ ରିପୋର୍ଟ...

ଆମେରିକାର ଚେତାବନୀ ଉପରେ ଜୟଶଙ୍କରଙ୍କ କଡ଼ା ଜବାବ

ନୂଆଦିଲ୍ଲୀ,୧୫ା୫: କିଛି ଦିନ ପୂର୍ବରୁ ଚାବାହର ବନ୍ଦରର ଏକ ଅଂଶର ସହ-ପରିଚାଳନା ପାଇଁ ଭାରତୀୟ ଏବଂ ଇରାନ କମ୍ପାନୀଗୁଡ଼ିକ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।...

ତୃତୀୟଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହେବେ ମୋଦି: ପାକିସ୍ତାନ ବଂଶୋଦ୍ଭବଙ୍କ ଭବିଷ୍ୟବାଣୀ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୫।୫: ପାକିସ୍ତାନୀ ବଂଶୋଦ୍ଭବ ଆମେରିକାର ଜଣେ ପ୍ରସିଦ୍ଧ ଶିଳ୍ପପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ବାଲଟିମୋରରେ ରହୁଥିବା ପାକିସ୍ତାନୀ-ଆମେରିକୀୟ ବ୍ୟବସାୟୀ ସାଜିଦ ତାର...

ଚାଇନାକୁ ବଡ଼ ଝଟ୍‌କା ଦେଲା ଆମେରିକା

ଓ୍ବାଶିଂଟନ୍‌,୧୫।୫: ଚାଇନାର ଉତ୍ପାଦ ଉପରେ ଆମେରିକା ଭାରି ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ଇଲେକ୍ଟ୍ରିକ ଯାନ, ବ୍ୟାଟେରୀ, ଷ୍ଟିଲ, ସୌର ସେଲ୍‌ ଏବଂ...

ହ୍ବାଇଟ ହାଉସ ପାର୍ଟିରେ ଗୁପଚୁପର ଏଣ୍ଟ୍ରି, ବିଦେଶୀଙ୍କୁ ଖୁବ ପସନ୍ଦ

ଓ୍ବାଶିଂଟନ,୧୪।୫: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଏକ ରୋଜ ଗାର୍ଡେନ ରିସେପ୍ସନ ଆୟୋଜନ କରିଥିଲେ। ଏହି ସମୟରେ ସମଗ୍ର ହ୍ବାଇଟ ହାଉସ ମହମ୍ମଦ ଇକବାଲଙ୍କ...

ବ୍ରିଟେନ ଦେଲା ବଡ ଝଟ୍‌କା, ୯୧ ହଜାର ଭାରତୀୟ ଛାତ୍ରଙ୍କ ଉପରେ ପଡିବ ପ୍ରଭାବ

ଲଣ୍ଡନ,୧୪।୫: ବ୍ରିଟେନର ଋଷି ସୁନକ ସରକାର ଭାରତୀୟ ଛାତ୍ରମାନଙ୍କୁ ଏକ ବଡ ଝଟ୍‌କା ଦେବାକୁ ଯାଉଛନ୍ତି। ସ୍ନାତକୋତ୍ତର ଭିସା ରୁଟ ବନ୍ଦ କରିବାକୁ ସରକାରଙ୍କ ମାଇଗ୍ରେସନ...

ଭାରତ ଇରାନ ମଧ୍ୟରେ ଚାବାହାର ଚୁକ୍ତିକୁ ନେଇ ରାଗିଲା ଆମେରିକା, ଦେଲା ଏମିତି ଧମକ

ଓ୍ବାଶିଂଟନ,୧୪।୫: ଇରାନର ଚାବାହାର ବନ୍ଦର ଚଳାଇବା ପାଇଁ ଭାରତ ୧୦ବର୍ଷର ଚୁକ୍ତିନାମା ସ୍ବାକ୍ଷର କରିବା ପରେ ଆମେରିକା ରାଗି ଯାଇଛି। ଆମେରିକା କହିଛି ଯେ ଇରାନ...

ମାଳଦ୍ୱୀପ ପ୍ରତି ବଡ଼ ହୃଦୟ ଦେଖାଇଲା ଭାରତ

ମାଲେ/ନୂଆଦିଲ୍ଲୀ,୧୪।୫: ମାଳଦ୍ୱୀପ ସହିତ ସମ୍ପର୍କ ଖରାପ ମଧ୍ୟରେ ଭାରତ ପୁଣି ଏକ ବଡ଼ ହୃଦୟ ଦେଖାଇଛି। ପର୍ଯ୍ୟଟନ କ୍ଷେତ୍ରରେ ଏକ ଝଟ୍‌କାର ସମ୍ମୁଖୀନ ହୋଇଥିବା ମାଳଦ୍ୱୀପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri