Posted inଜାତୀୟ

ଜେଡିଏସି ବିଧାୟକ ଧରିଲେ ପଦ୍ମ…

ନୂଆଦିଲ୍ଲୀ,୧।୪ : ମେ ୧୦ରେ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଅରକଲଗୁଡାର ଜେଡିଏସ ବିଧାୟକ ଏ.ଟି ରାମାସ୍ବାମୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି। ନିକଟରେ ସେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ। ଭାଜପାରେ ଯୋଗଦେବା ପରେ ସେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ।

ଭାଜପାରେ ଯୋଗଦେବା ପରେ ରାମାସ୍ବାମୀ କହିଛନ୍ତି, ଶାସକ ଦଳ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀ ନେଇ ମୁଁ ପ୍ରଭାବିତ ହୋଇଛି। ମୁଁ ଅର୍ଥବଳର ଶିକାର ହୋଇଛି। କାରଣ ମୁଁ ସବୁବେଳେ ଅନିୟମିତତା ଏବଂ ଦୁର୍ନୀତି ବିଷୟରେ କଥାବାର୍ତ୍ତା କରୁଥିଲି। ମୁଁ ବିନା ସର୍ତ୍ତରେ ଭାଜପାରେ ଯୋଗ ଦେଉଛି। ମୁଁ କେବଳ ଲୋକଙ୍କ ସେବା କରିବାକୁ ଏକ ସୁଯୋଗ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ପାଇଁ କମ୍‌ ଲୋକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି, ବହୁ ଲୋକ ନୀରବରେ ପୀଡ଼ା ସହନ୍ତି…

ନୂଆଦିଲ୍ଲୀ, ୩୦।୭ : ଭାରତର ପ୍ରଧାନ ବିଚାରପତି ଏନ.ଭି ରମନା କହିଛନ୍ତି ଯେ ଆମର ପ୍ରକୃତ ଶକ୍ତି ଯୁବପିଢ଼ିଙ୍କ ମଧ୍ୟରେ ରହିଛି। ପୃଥିବୀରେ ଥିବା ମୋଟ...

ଗଛରେ ସାଲାଇନ୍‌ ଟାଙ୍ଗି କରୋନା ଆକ୍ରାନ୍ତଙ୍କ ଚିକିତ୍ସା: ଭିଡ଼ିଓ ଭାଇରାଲ…

ଭୋପାଳ,୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଗ୍ରାମୀଣ ଅଞ୍ଚଳରେ କେତେକ ଆକ୍ରାନ୍ତ ଚିକିତ୍ସା ଲାଗି ହସ୍ପିଟାଲକୁ ଯିବାକୁ ଅମଙ୍ଗ ହେଉଛନ୍ତି।...

ମୋଦିଙ୍କ ନେତୃତ୍ୱରେ ଦେଶର ଦ୍ରୁତ ବିକାଶ ଜାରି ରହିଛି: ଅମିତ ଶାହ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାର ଦେଶବାସୀଙ୍କୁ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ରାଗିଲେ ଦୁଷ୍ୟନ୍ତ ଚୌତାଲା

ଚଣ୍ଡିଗଡ଼,୨୯ ।୮: କରନାଲ ଏସ୍‌ଡିଏମଙ୍କ ଭାଇରାଲ ଭିଡିଓ ଦେଖିବା ପରେ ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଉକ୍ତ...

ରାହୁଲ ହାରିଲେ: ଏବେ ଇସ୍ତଫା ଦେବେ କି ସିଦ୍ଧୁ?

ନୂଆଦିଲ୍ଲୀ, ୨୪।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ ହାରିଗଲେ, ଏବେ ଇସ୍ତଫା ଦେବେ କି ସିଦ୍ଧୁ? ଏହି...

ମୁଖ୍ୟ ସଚିବ, ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ/ ପୁରୀ ଅଫିସ, ୨୧। ୧୧: ପୁରୀ ପୋଲିସ ହେପାଜତରେ ମୃତ୍ୟୁ ମାମଲାକୁ ନେଇ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଅସନ୍ତୋଷ ପ୍ରକାଶ କରିଛନ୍ତି।...

୨୦୨୦: ସରିନାହିଁ ଆନ୍ଦୋଳନ, ରାଜନୀତି

ପୁରୁଣା ବର୍ଷ ୨୦୧୯ ଧରାପୃଷ୍ଠରୁ ବିଦାୟ ନେଇସାରିଛି ଆଉ ପୃଥିବୀରେ ପାଦ ଦେଇଛି ନୂଆବର୍ଷ ୨୦୨୦। ନୂତନବର୍ଷ ସାଙ୍ଗରେ ନେଇ ଆସିଛି ୩୬୬ର (ଅଧିବର୍ଷ) ସମ୍ଭାବନାମୟ...

କର୍‌ତାରପୁର ଯିବା ଲାଗି ଭାରତୀୟ ଶିଖ୍‌ଙ୍କୁ ପାସ୍‌ପୋର୍ଟ ଦରକାର ନାହିଁ

ଇସ୍‌ଲାମାବାଦ,୨ା୧୧(ପି.ଟି.): କର୍‌ତାରପୁର ଦର୍‌ବାର ସାହିବ ଗୁରୁଦ୍ୱାର ଯିବା ଲାଗି ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀମାନଙ୍କ କ୍ଷେତ୍ରରେ ପାସ୍‌ପୋର୍ଟ ଆବଶ୍ୟକ ନାହିଁ। ଏଥିସହିତ ସେମାନଙ୍କୁ ୧୦ଦିନ ପୂର୍ବରୁ ଆଗୁଆ...

Advertisement
Archives

Model This Week