ଆମିର-କିରଣଙ୍କ ଛାଡ଼ପତ୍ର ଘୋଷଣା ପରେ ଇରାଙ୍କ ପ୍ରଥମ ପୋଷ୍ଟ

ମୁମ୍ବାଇ: ନିକଟରେ ବଲିଉଡ୍‌ ପରଫେକ୍ଟନିଷ୍ଟ ଆମିର ଖାଁ ଓ ପତ୍ନୀ କିରଣ ରାଓ ନିଜର ଛାଡ଼ପତ୍ର ନେଇ ଘୋଷଣା କରିଥିଲେ। ଉଭୟ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୧୫ବର୍ଷ ପରେ ଦୁହିଁଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଛି। ଆମିର ଓ କିରଣଙ୍କ ଛାଡ଼ପତ୍ର ଘୋଷଣା ପରେ ପ୍ରଥମ ଥର ଆମିରଙ୍କ ଝିଅ ଇରା ଖାଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଆଉ ଏହି ପୋଷ୍ଟଟି ହେଉଛି ଖାଦ୍ୟ ଉପରେ। ଏଥିରେ ସେ ଫୁଡ୍‌ ରିଭ୍ୟୁ କରୁଥିବା ନଜର ଆସିଛନ୍ତି। ଇରା ଉକ୍ତ ଭିଡିଓକୁ ଶେୟାର କରିବା ସହ ଏକ ମଜାଳିଆ କ୍ୟାପସନ୍‌ ଲେଖିଛନ୍ତି। ବର୍ନ ବାସକ୍ୟୁ ଚିଜ୍‌ କେକ୍‌ ଓ ଡାନିଏଲ୍‌ ପେଟିସିଅର୍‌ ସହ ସେ ଜୋମାଟୋର ଏହି ଚିତ୍ର ବେଶ୍‌ ସୁନ୍ଦର ବୋଲି ଇରା କହିଛନ୍ତି। ଇରାଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ଇରା ହେଉଛନ୍ତି ଆମିରଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ଝିଅ। ଅନ୍ୟପଟେ ଇରାଙ୍କ ଲାଇଫ୍‌ ବିଷୟରେ କହିବାକୁ ଗଲେ ସେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ପ୍ରାୟ ସମୟରେ ସେ ନିଜର କାର୍ଯ୍ୟକଳାପ ହେଉ କି ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ଅନ୍ୟପଟେ ତାଙ୍କ ପର୍ସନାଲ ଲାଇଫ କଥା କହିବାକୁ ଗଲେ ଇରା ଫିଟ୍‌ନେସ ଟ୍ରେନର ନୁପୁର ଶିଖରେଙ୍କୁ ଡେଟ୍‌ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ ଚରିତ୍ରରେ ଅଭିନୟ କରି ୱାଲର୍‌ଡ ବୁକ୍‌ ଅଫ ରେକର୍ଡସ୍‌ ଦ୍ୱାରା ସମ୍ମାନିତ ହେଲେ ଏହି ଅଭିନେତା

ମୁମ୍ବାଇ: ଟେଲିଭିଜନ ଜଗତରେ ଏବେ ସବୁଠୁ ଲୋକପ୍ରିୟ ଧାରାବାହିକ ହେଉଛି ‘ଭାବିଜୀ ଘର ପର ହୈ’। ଏଥିରେ ବିଭୂତି ନାରାୟଣ ମିଶ୍ରା ଭୂମିକାରେ ଅଭିନୟ କରନ୍ତି...

ସଲମାନ୍‌ଙ୍କ ଅଫରକୁ ନାଁ କରିଥିବା ଶ୍ରଦ୍ଧା ଅମିତାଭଙ୍କ ସହ କରିଥିଲେ ଡେବ୍ୟୁ

ବର୍ତ୍ତମାନ ସମୟରେ ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତ୍ରୀ ହେଉଛନ୍ତି ଶ୍ରଦ୍ଧା କପୁର। ‘ହାଇଦର’, ‘ଆଶିକି-୨’, ‘ସ୍ତ୍ରୀ’ ପରି ସଫଳ ଫିଲ୍ମରେ ସୁନ୍ଦର ଅଭିନୟ ପାଇଁ ସେ...

କଳାକାରଙ୍କ ଭାଗ୍ୟ ବଦଳାଏ ଫିଲ୍ମ ଫ୍ରାଇଡେ

ମୁମ୍ବାଇ: କଳାକାରଙ୍କ ଭାଗ୍ୟ ଶୁକ୍ରବାର ବଦଳିଯାଏ ବୋଲି ଅଭିନେତ୍ରୀ ତମନ୍ନା ଭାଟିଆ ପ୍ରକାଶ କରିଛନ୍ତି। ପ୍ରତି ସପ୍ତାହର ଶୁକ୍ରବାର ନୂଆ ଫିଲ୍ମ ରିଲିଜ ହେଉଥିବାରୁ କଳାକାରମାନେ...

ନେଟଫ୍ଲିକ୍ସରେ ମାଧୁରୀଙ୍କ ପ୍ରଥମ ସିରିଜ

ମୁମ୍ବାଇ: ବଲିଉଡ ଧକ୍ ଧକ୍ ଗର୍ଲ ମାଧରୀ ଦିକ୍ଷିତ ନେନେ ନେଟଫ୍ଲିକ୍ସ ସିରିଜ ଦ ଫେମ ଗେମ ସହ ଡିଜିଟାଲ ଡେବ୍ୟୁ କରିବାକୁ ସମ୍ପୂର୍ଣ୍ଣ ଭାବେ...

‘ଇର୍ଫାନ ଖାନ୍‌ଙ୍କ ପାଇଁ ଆମେ ବର୍ଷେ ଅପେକ୍ଷା କରିଥିଲୁ’

ବଲିଉଡ ଭର୍ସାଟାଇଲ ଆକ୍ଟର ଇର୍ଫାନ ଖାନଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’କୁ ନେଇ ଚର୍ଚ୍ଚା ଚାଲିଛି। ଫିଲ୍ମର ଟ୍ରେଲର୍‌ ରିଲିଜ ହୋଇଛି। ପ୍ରଶଂସକ ତାଙ୍କ ପସନ୍ଦର ଅଭିନେତାଙ୍କୁ...

୪୫ ବର୍ଷରେ ପାଦ ଦେଲେ ପ୍ରୀତି ଜିଣ୍ଟା: ୨ ଥର ନିଶ୍ଚିତ ମୁତ୍ୟୁ ମୁହଁରୁ ବଞ୍ଚିଥିଲେ

ମୁମ୍ବାଇ: ବଲିଉଡ୍‌ର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା ଶୁକ୍ରବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୫ ଜାନୁୟାରୀ ୩୧ରେ ଶିମଲାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

ଏହି କ୍ରିକେଟରଙ୍କୁ ହଁ କହିବାକୁ ୩ ବର୍ଷ ସମୟ ନେଇଥିଲେ ପ୍ରେମିକା: ଏବେ…

ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବଲିଉଡ୍‌ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ଏମିତି ଏକ ଯୋଡି ହେଲେ ଯୁବରାଜ ସିଂହ ଏବଂ ହେଜଲ...

୪୭ବର୍ଷରେ ପାଦ ଥାପିଲେ ବଲିଉଡ୍‌ ବିୟୁଟି

ମୁମ୍ବାଇ: ବଲିଉଡ ବିୟୁଟି ରବିନା ଟଣ୍ଡନ ମଙ୍ଗଳବାର ୪୭ବର୍ଷରେ ପହଞ୍ଚିଛନ୍ତି। ତଙ୍କେ ଜନ୍ମ ଦିନରେ ଅନେକ ଅଭିନେତା ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ଏଥର ଜନ୍ମଦିନକୁ ପରିବାର...

Advertisement
Archives

Model This Week