Posted inଫୁରସତ

ଭାରତର ଏହି ଟ୍ରେନରେ ଯାତ୍ରା କରିବା ସମ୍ପୂର୍ଣ୍ଣ ମାଗଣା! ଜାଣନ୍ତୁ କେଉଁ ରୁଟ୍‌…

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୭୫ ବର୍ଷ ହେବ ଭାରତର ଏକ ଟ୍ରେନ ଯାତ୍ରୀମାନଙ୍କୁ ମାଗଣା ସେବା ଯୋଗାଇ ଆସୁଛି । ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏହି ସେବାର ଲାଭ ଉଠାଇବା ପାଇଁ କେବେବି ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିନାହିଁ । ତେବେ ଏହା କୌଣସି ସବସିଡି, ଭୁଲଭଟକା ଅଥବା ଏହା କୌଣସି ଅସ୍ଥାୟୀ ଯୋଜନା ନୁହେଁ । ବରଂ ଏହା ଜାମି ଶୁଣି ନିଆଯାଇଥିବା ଏକ ନିଷ୍ପତ୍ତି ଅଟେ । ତେବେ ଆସନ୍ତୁ ଜାଣିବା ପ୍ରକୃତରେ କଣ ରହିଛି ଏହା ପଛର କାହାଣୀ ।

ଆପଣଙ୍କୁ ଜଣାଇରଖୁ ଯେ, ଏହି ମାଗଣା ଟ୍ରେନ ସେବା ୧୯୪୮ ମସିହାରେ ଆରମ୍ଭ କରାଯାଇଥିଲା । ସେତେବେଳେ ସ୍ୱାଧିନ ଭାରତ ନୂଆନୂଆ ଇନଫ୍ରାଷ୍ଟ୍ରକଟର ନିର୍ମାଣ ଦୈଢରେ ରହିଥିଲା । ଏହି ଟ୍ରେନ ଚଳାଚଳ ଖାସ୍ କରି ଭାଖଡା ନାଙ୍ଗଲ ବନ୍ଧ ନିର୍ମାଣରେ ସହଯୋଗ କରିବା ପାଇଁ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ରେଳକୁ ଶ୍ରିମିକ ମାନଙ୍କୁ କାମ କରିବା ପାଇଁ ନବାଆଣିବା କରିବା ସହ କାର୍ଯ୍ୟସ୍ଥଳକୁ ଇଂଜିନିୟର ଓ ଭାରି ମେସିନ ନବାଆଣିବା କରିବା ପାଇଁ ବ୍ୟବହାର କରାଯାଉଥିଲା ।

ଆଜି ମାଗଣାରେ ଟ୍ରେନ ଯାତ୍ରା ଦବାର ମୁଖ୍ୟା କାରଣ ହେଉଛି, ବନ୍ଧର ନିକଟବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନ ବୃଦ୍ଧି କରିବା । ସମଗ୍ର ଦେଶର ଲୋକ ଏଠାରେ କିପରି ସୁବିଧାରେ ପହଞ୍ଚି ପାରିବେ ସେନେଇ ପ୍ରବନ୍ଧନ ବୋର୍ଡ ବର୍ତ୍ତମାନ ଯାଏ ଏହି ସୁବିଧା ପ୍ରଦାନ କରିଆସୁଛି । ବିବିଏମବି କର୍ମଚାରୀ, ସ୍କୁଲ ଏବଂ କଲେଜ ଛାତ୍ର ଏବଂ ଆଖପାଖ ଗାଁର ବାସିନ୍ଦାଙ୍କ ଦୈନନ୍ଦିନ ଯାତାୟାତରେ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଅନେକ ସ୍ଥାନୀୟ ଲୋକଙ୍କ ପାଇଁ, ନାଙ୍ଗଲ ଏବଂ ଭାକ୍ରା ମଧ୍ୟରେ ପରିବହନର ମୁଖ୍ୟ ମାଧ୍ୟମ ହେଉଛି ଟ୍ରେନ୍।

 

 


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri