Posted inଜାତୀୟ

ଲଦ୍ଦାଖରେ ବଢିଲା ସେନାର ଶକ୍ତି

ନୂଆଦିଲ୍ଲୀ,୨୯ ।୭: ଭାରତ ତା’ର ପଡୋଶୀ ଦେଶ ଚାଇନା ସହ ଲଦ୍ଦାଖ ସୀମା ବିବାଦ ପରେ ସେଠାରେ ସେନାର ଶକ୍ତି ବୃଦ୍ଧି ଉପରେ ଲଗାତାର ଧ୍ୟାନ ଦେଉଛି । ଫଳ ସ୍ୱରୁପ କେନ୍ଦ୍ର ସରକାର ଚାଇନାକୁ କଡା ଜବାବ ଦେବାକୁ ଲଦ୍ଦାଖରେ ସେନାକୁ ଯୁଦ୍ଧ ବାହାନ ବା କମବ୍ୟାକ୍ଟ ଭେଇକିଲ ଯୋଗାଇ ଦେଇଛନ୍ତି । ଳଦ୍ଦାଖରେ ଭାରତୀୟ ସେନାର ଶକ୍ତିକୁ ଆହୁରି ମଜଭୁତ କରାଯାଉଛି ।
କୁହାଯାଉଛି କି ଭାରତୀୟ ସେନାକୁ ମିଳିଥିବା କମବ୍ୟାକ୍ଟ ଭେଇକିଲ ଖୁବ ଅତ୍ୟାଧୁନିକ । ଏହା ୧୬,୦୦୦ ଫୁଟ ଉଚ୍ଚରୁ ଅଧିକ କଠିନ ଅଞ୍ଚଳରେ ଦ୍ରୁତ ଗତିରେ କାମ କରିବାକୁ ଯୋଗ୍ୟ । ମିଳିଥିବା ସୂଚନା ଅନୁସାରେ ନୂଆ କମବ୍ୟାକ୍ଟ ଭେଇକିଲର ବ୍ୟବହାର ଦ୍ରୁତ ଗତିରେ ଯିବା ପାଇଁ ଓ ଆକ୍ରମଣ ଅଭିଯାନ ଭଳି ବିଭିନ୍ନ ଅଭିଯାନ ପାଇଁ ସେନାଙ୍କୁ ଶୀଘ୍ର ପହଞ୍ଚିବାରେ ବ୍ୟବହାର କରାଯାଇ ପାରିବ ।

ଭାରୀତୀୟ ସେନାଙ୍କୁ ମିିଳିଥିବା ଏହି ଯୁଦ୍ଧ ବାହାନକୁ ପୂର୍ବ ଲଦ୍ଦାଖର ଉଚ୍ଚତା ବିଶିଷ୍ଟ ପଥୁରିଆ ସ୍ଥାନରେ ବ୍ୟାପକ ପରୀକ୍ଷଣ ପରେ ଏହାକୁ ସେନାରେ ସାମିଲ କରାଯାଇଛି । ଏହାର ନାମ ଇନଫ୍ୟାନଟ୍ରି ପ୍ରୋଟେକଟେଡ ମୋବିଲିଟି ଭେଇକିଲ ରଖାଯାଇଛି । ଏଥିରେ ସୁରକ୍ଷା ପାଇଁ ୩୬୦ ଡିଗ୍ରୀ ମେଶିନ ଗନ ମିଳିବ, ଯାହାକୁ ରିମୋଟରେ ନିୟନ୍ତ୍ରଣ କରାଯାଇ ପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?