Posted inଜାତୀୟ

ଗୌତମ ବୁଦ୍ଧଙ୍କୁ ନେଇ ବିବାଦ ଆରମ୍ଭ କଲା ନେପାଳ

ନୂଆଦିଲ୍ଲୀ,୯।୮: ଭଗବାନ ରାମଙ୍କ ପରେ ଗୌତମ ବୁଦ୍ଧଙ୍କୁ ନେଇ ବିବାଦ ଆରମ୍ଭ କରିଛି ପଡୋଶୀ ଦେଶ ନେପାଳ। ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଭଗବାନ ଗୌତମ ବୁଦ୍ଧଙ୍କୁ ଜଣେ ଭାରତୀୟ ବୋଲି କରିଥିଲେ। ଏହାପରେ ନେପାଳ ଜୟଶଙ୍କରଙ୍କ ମନ୍ତବ୍ୟକୁ ବିରୋଧ କରିଛି। ପ୍ରଭୁ ଗୌତମ ବୁଦ୍ଧ ନେପାଳର ଲୁମ୍ବିନିରେ ଜନ୍ମଗ୍ରହଣ କରିଛନ୍ତି। ବୋଲି ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରି କହିଛି। ତେବେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଏହାର ଜବାବ ଦେଇ କହିଛି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଗୌତମ ବୁଦ୍ଧ ନେପାଳର ଲୁମ୍ବିନିରେ ଜନ୍ମଗ୍ରହଣ କରିଥିଲେ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମନ୍ତବ୍ୟ ଆମର ଅଂଶୀଦାର ବୌଦ୍ଧ ଐତିହ୍ୟକୁ ଦର୍ଶାଉଛି। ସୂଚନାଯୋଗ୍ୟ, ଏହାର କିଛି ଦିନ ପୂର୍ବରୁ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି କହିଥିଲେ ନେପାଳର ବିରଗଞ୍ଜକୁ ପ୍ରଭୁ ରାମଙ୍କ ଅଯୋଧ୍ୟା ବୋଲି ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟରେ ଆତଙ୍କିତ ଭାରତୀୟ ନାଗରିକ: ବିମାନକୁ ଏୟାରଲିଫ୍ଟ ପାଇଁ ଅନୁମତି ଦେଉନି ଚାଇନା

ବେଜିଂ,୨୨।୨: ଚାଇନାରେ କରୋନା ମହାମାରୀ ଯୋଗୁ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୨୩୪୫ରେ ପହଞ୍ଚିଛି। ସେହିପରି ୭୬ ହଜାର ୨୮୮ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ...

ମନ୍ତ୍ରୀ ପୁଅଙ୍କୁ ଘରେ ନ ପାଇ ନୋଟିସ ଝୁଲାଇ ଆସିଲା ପୋଲିସ

ଜୟପୁର,୧୬।୫: ରାଜସ୍ଥାନ ମନ୍ତ୍ରୀ ମହେଶ ଜୋଷୀଙ୍କ ପୁଅ ରୋହିତଙ୍କ ବିରୋଧରେ ଜଣେ ୨୩ ବର୍ଷୀୟା ଯୁବତୀ ବଳାତ୍କାର ଅଭିଯୋଗ ଆଣିବା ପରେ ଦିଲ୍ଲୀ ପୋଲିସର ଏକ...

ସଂସଦରେ ସହଜରେ ପାରିତ ହୋଇପାରେ ଦିଲ୍ଲୀ ଅଧ୍ୟାଦେଶ, ଏନଡିଏକୁ ସମର୍ଥନ କରିବେ ଜଗନ ମୋହନ

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ପ୍ରଶାସନିକ ସେବାକୁ ନିୟନ୍ତ୍ରଣ କରିବା ପାଇଁ ଅଣାଯାଇଥିବା ‘ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ, ୨୦୨୩ ଉଭୟ ସଂସଦ ଦ୍ୱାରା...

ବାୟୁ ସେନାକୁ ବଡ଼ ସଫଳତା

ନୂଆଦିଲ୍ଲୀ,୨୯।୧୦: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ବୋମା (ଏଲ୍‌ଆର୍‌)କୁ ସଫଳତାର ସହ ପରୀକ୍ଷା କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ...

ନାଗରିକତା ସଂଶୋଧନ ଆଇନ: କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ; ଜାନୁୟାରୀ ୨୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୮।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦାଖଲ ହୋଇଥିବା ୫୯ଟି ଆବେଦନ ଉପରେ ବୁଧବାର ବିଚାର କରି ସୁପ୍ରିମ୍‌କୋର୍ଟ ଏହା ଉପରେ ରୋକ ଲଗାଇବାକୁ ମନା...

ରାଜଧାନୀର ରୋହିଣୀ ଜେଲରେ ପହଞ୍ଚିଲା କରୋନା

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ଥିବା ରୋହିଣୀ ଜେଲର ଜଣେ କଏଦୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।...

ଚାରିଆଡ଼ୁ ଘେରିଲେ ପଡ଼ୋଶୀ

ନୂଆଦିଲ୍ଲୀ,୨୭ା୬ : ଚାଇନା, ପାକିସ୍ତାନ ଓ ନେପାଳ ପରେ ଏବେ ପଡ଼ୋଶୀ ଭୁଟାନ ଭାରତକୁ ହଇରାଣ କରିବା ଆରମ୍ଭ କରିଛି। ପାରମ୍ପରିକ ‘ଡୋଙ୍ଗ୍‌’ କେନାଲ ଦେଇ...

୨୫୦କୁ ଖସିଲା କୋର୍ବେଭାକ୍ସ

ନୂଆଦିଲ୍ଲୀ,୧୬।୫ : କୋର୍ବେଭାକ୍ସ ଭ୍ୟାକସିନ ଏଣିକି ୨୫୦ ଟଙ୍କାରେ ମିଳିବ। ପୂର୍ବରୁ ୮୪୦ ଟଙ୍କାରେ ମିଳୁଥିବା କୋର୍ବେଭାକ୍ସ ଟିକା ଦାମ ଏବେ ହ୍ରାସ କରାଯାଇଛି ।...

Advertisement
Archives

Model This Week