Posted inଜାତୀୟ

ଭାରତର ଆକାଶପଥ ବ୍ୟବହାର କରିବାକୁ ଇମ୍ରାନଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୩ ।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଭାରତ ତା’ର ଆକାଶ ପଥ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି । ସୂଚନାଯୋଗ୍ୟ, ଇମ୍ରାନ ଖାଁ ମଙ୍ଗଳବାର ନିଜ ମନ୍ତ୍ରିମଣ୍ଡଳର ସହଯୋଗୀ ଓ ଉଚ୍ଚ ସ୍ତରୀୟ ବ୍ୟବସାୟ ପ୍ରତିନିଧି ମଣ୍ଡଳଙ୍କ ସହ ଶ୍ରୀଲଙ୍କା ଗସ୍ତ କରୁଛନ୍ତି । ଆଉ ଏଥିପାଇଁ ସେ ଭାରତର ଆକାଶ ପଥ ବ୍ୟବହାର କରିବାକୁ ପଡିବ । ଭାରତ ବି ତା’ର ଆକାଶ ପଥ ବ୍ୟବହାର କରିବାକୁ ଇମ୍ରାନଙ୍କୁ ଅନୁମତି ପ୍ରଦାନ କରିସାରିଛି । ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୯ରେ ପାକିସ୍ତାନ ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ସୌଦି ଆରବ ଯାତ୍ରା ସମୟରେ ତା’ର ଆକାଶପଥ ବ୍ୟବହାର କରିବାକୁ ଅନୁମତି ଦେଇ ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ବ୍ୟାଙ୍କରେ କେବେ ତାଲା ପଡେ ନାହିଁ

ଦେଶର ପ୍ରାୟ ସବୁ ବ୍ୟାଙ୍କରେ ସିକ୍ୟୁରିଟି ବ୍ୟବସ୍ଥାକୁ କଡାକଡି କରାଯାଇଥାଏ। କାରଣ ଏଠି ପ୍ରତିଦିନ କାରବାର ହୋଇଥାଏ ମୋଟା ଅଙ୍କର ଅର୍ଥ। ହେଲେ ମହାରାଷ୍ଟ୍ରର ମହମ୍ମଦନଗର...

ସ୍କୁଲର ପ୍ରତି ଶିକ୍ଷାର୍ଥୀଙ୍କ ନାମରେ ଗଛଟିଏ: ମିଳିତ ପ୍ରାର୍ଥନା ପୂର୍ବରୁ କରାଯାଏ ପୂଜା

ଯମୁନା ନଗର,୨୧।୯: ହରିୟାଣା ଯମୁନା ନଗରରେ ଥିବା ଏକ ସ୍କୁଲ ପ୍ରାଙ୍ଗଣରେ ପ୍ରତି ଶିକ୍ଷାର୍ଥୀଙ୍କ ନାମରେ ବୃକ୍ଷ ଚାରା ରୋପଣ କରାଯାଇଛି। ସମ୍ପୃକ୍ତ ଶିକ୍ଷାର୍ଥୀ ଏହାର...

ଗୈରସୈଣ ଉତ୍ତରାଖଣ୍ଡର ଦ୍ୱିତୀୟ ରାଜଧାନୀ

ଡେରାଡୁନ୍‌,୯ା୬(ପି.ଟି.): ଚାମୋଲି ଜିଲାର ଗୈରସୈଣକୁ ଉତ୍ତରାଖଣ୍ଡର ଗ୍ରୀଷ୍ମକାଳୀନ ରାଜଧାନୀ ଭାବେ ସୋମବାର ଘୋଷଣା କରାଯାଇଛି। ପ୍ରଶାସନ ପାଇଁ ଏହାକୁ ଏକ ଆଦର୍ଶ ସ୍ଥାନ ଭାବେ ବିକଶିତ...

ସନ୍ଧ୍ୟା ସୁଦ୍ଧା ବେଙ୍ଗାଲୁର ପହଞ୍ଚିବେ କୁମାରସ୍ବାମୀ

ବେଙ୍ଗାଲୁର,୭।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ରବିବାର ସନ୍ଧ୍ୟାରେ ବେଙ୍ଗାଲୁରରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ଆମେରିକା ଗସ୍ତରେ ଥିବା କୁମାରସ୍ବାମୀ ରାଜ୍ୟ ରାଜନୀତିର ହଟ୍ଟଗୋଳକୁ...

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୦।୧୧: ଜମ୍ମୁ-କଶ୍ମୀରରେ ମଙ୍ଗଳବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଶୋପିଆନ୍‌ ଜିଲାର କଟପୁରା ଅଞ୍ଚଳରେ କିଛି...

୧୦୫ କିମି ସାଇକେଲ ଚଲାଇ ପୁଅକୁ ପରୀକ୍ଷା କେନ୍ଦ୍ର ନେଇଥିବା ପିତାଙ୍କ ପାଇଁ ଦେବଦୂତ ସାଜିଲେ ଆନନ୍ଦ ମହିନ୍ଦ୍ରା

ଭୋପାଳ,୨୩।୮: ମଧ୍ୟପ୍ରଦେଶ ଧାର ଜିଲାରେ ଜଣେ ପିତା ପୁଅ ପରୀକ୍ଷା ଦେବା ପାଇଁ ଦୀର୍ଘ ୧୦୫ କିଲୋମିଟର ସାଇକେଲ ଚଲାଇବା ଘଟଣା ନିକଟରେ ସୋସିଆଲ ମିଡିଆରେ...

କରୋନା ମୃତକଙ୍କ ସଂସ୍କାର କରୁଛନ୍ତି ଚା’ବାଲା: ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୨୧।୮: କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ଭୟଭୀତ କରି ରଖିଛି। କାରଣ ସଂକ୍ରମିତଙ୍କୁ ଛୁଇଁଦେଲେ ଏହା ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ଚାଲି ଯାଉଥିବାରୁ ଲୋକେ...

ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ,୨୦।୪: ନିଜ ବୟାନକୁ ନେଇ ସବୁବେଳେ ବିବାଦରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏବେ ପୁଣି ଥରେ ବିବାଦରେ ଫଶିଯାଇଛନ୍ତି। ଚଳିତ ଥର...

Play 250+ Trending Games
Archives

Model This Week

Why Dharitri