ଏଇ ଭାରତରେ

କ୍ୟାନ୍‌ସରରେ ନିଜ ଝିଅର ମୃତ୍ୟୁ ଘଟିବା ପରେ ତା’ ସ୍ବପ୍ନ ପୂରଣ କରିବା ଲାଗି କ୍ୟାନ୍‌ସର ରୋଗୀମାନଙ୍କୁ ସାହାଯ୍ୟ କରୁଛନ୍ତି ମୀନାକ୍ଷୀ ଧିଙ୍ଗ୍ରା। ମୀନାକ୍ଷୀଙ୍କ ଝିଅ ତନିଷା ୨୩ ବର୍ଷ ବୟସରେ ୨୦୧୬ରେ ଗୁଗଲରେ କାମ କରୁଥିବାବେଳେ ଓଭାରିଆନ କ୍ୟାନ୍‌ସରରେ ପୀଡ଼ିତ ହୋଇଥିଲେ ଓ ୨୦୨୧ ଡିସେମ୍ବରରେ ତାଙ୍କର ଦେହାନ୍ତ ଘଟିଥିଲା। ସେ ଏହି ରୋଗରେ ପୀଡ଼ିତ ହୋଇ ମଧ୍ୟ ତାଙ୍କ ମା’ଙ୍କ ସହ କ୍ୟାନ୍‌ସର ସୋସାଇଟିର ସେଚ୍ଛାସେବୀ ଭାବେ ଯୋଗ ଦେଇଥିଲେ। ସେମାନେ ଉଭୟ ବିଭିନ୍ନ ହସ୍ପିଟାଲ ଯାଇ ରୋଗୀମାନଙ୍କୁ ଭାବଗତ ସମର୍ଥନ ଦେବା ସହ ଦିଲ୍ଲୀ ଏନ୍‌ସିଆରରେ କ୍ୟାନ୍‌ସର ପୀଡ଼ିତମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ‘ବ୍ରେକ୍‌ ଫ୍ରି ଫ୍ରମ୍‌ କ୍ୟାନ୍‌ସର’ କାର୍ଯ୍ୟକ୍ରମ ମାଧ୍ୟମରେ ତନିଷା ରୋଗୀମାନଙ୍କ ପାଇଁ ହସ କ୍ଲବ୍‌, କମେଡ଼ି ଶୋ’ ଓ ଫଟୋଶୁଟ୍‌ର ଆୟୋଜନ କରୁଥିଲେ। ହେୟାର ଡୋନେଶନ ଉପରେ ଗୁରୁତ୍ୱ ଦେଉଥିଲେ। ୨୦୧୭ରୁ ୨୦୧୯ ମଧ୍ୟରେ ସେ ୧୦୦୦ ରୋଗୀ ଓ ତାଙ୍କ ପରିବାରକୁ ସକାରାମତ୍କ ଭାବେ ପ୍ରଭାବିତ କରିବାକୁ ସକ୍ଷମ ହୋଇଥିଲେ। ତେବେ ତନିଷା ଆରମ୍ଭ କରିଥିବା କାର୍ଯ୍ୟକୁ ଜାରି ରଖିବା ଲାଗି ତାଙ୍କ ମା’ ମୀନାକ୍ଷୀ ‘ତନିଷା ଫାଉଣ୍ଡେଶନ’ ଗଠନ କରି ତା’ ମାଧ୍ୟମରେ ୨୫୦୦ ରୋଗୀଙ୍କୁ ସାହାଯ୍ୟ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଓ ସାହିତ୍ୟ

ଅଲେଖ ଚନ୍ଦ୍ର ମିଶ୍ର ଋତୁ ବିନ୍ୟାସରେ ବର୍ଷା ସବୁଠାରୁ ସମ୍ବେଦନଶୀଳ। ପ୍ରଚଣ୍ଡ ରୌଦ୍ରତାପରେ ମୃତପ୍ରାୟ ଜୀବଜଗତକୁ ବର୍ଷା ଦିଏ ସଞ୍ଜୀବନୀର ସ୍ପର୍ଶ। ବର୍ଷା ଜୀବନର ସଙ୍କେତ...

ଯୋଗାଡ଼ିଆ

ଭାରତ ଆଗାମୀ ଦିନରେ ବିଶ୍ୱର ନେତୃତ୍ୱ ନେବ ବୋଲି ଦେଶର ଶୀର୍ଷ ନେତା କହୁଛନ୍ତି। କହୁଛନ୍ତି ଭାରତ ହେବ ବିଶ୍ୱଗୁରୁ। ଆହୁରି ମଧ୍ୟ କୁହାଯାଉଛି ସ୍ୱାଧୀନତା...

ଜିଦି ଛାଡ଼

କୃଷକମାନଙ୍କ ଆନ୍ଦୋଳନର ତୀବ୍ରତା ଥମିବାର କୌଣସି ଆଭାସ ମିଳୁନାହିଁ। ଏହି ଆନ୍ଦୋଳନକୁ ୪ ସପ୍ତାହ ବିତି ଯାଇଥିଲେ ବି କେନ୍ଦ୍ର ଓ ବିକ୍ଷୋଭକାରୀ କୃଷକମାନେ ଏକ...

ଏଇ ଭାରତରେ

ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ବର ସହ ଆମଦେଶର କନ୍ୟାଙ୍କ ବାହାଘର ହେଉଛି। କିଛିଦିନ ଦାମ୍ପତ୍ୟ ଜୀବନ କଟିବା ପରେ ଉଭୟ ଅଲଗା ହୋଇଯାଉଛନ୍ତି। ଏନ୍‌ଆର୍‌ଆଇ ବର...

ଏଇ ଭାରତରେ

ବିଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ ପରେ ରୋଜଗାରକୁ ପଛ କରି ଶିଶୁମାନଙ୍କୁ ସଶକ୍ତ କରୁଛନ୍ତି ଈଶା ଡୋଗ୍ରା। ସେ ‘ଜୀବମ୍‌ ଫାଉଣ୍ଡେଶନ’ ଗଠନ କରି ତା’ମାଧ୍ୟମରେ...

ବନ୍ଦେ ଉତ୍କଳ ଜନନୀ ଓ କାନ୍ତକବି

ଡ.ପ୍ରଫୁଲ୍ଲ କୁମାର ସାହୁ ଶେଷରେ ଦୀର୍ଘ ପ୍ରତୀକ୍ଷାର ଯବନିକା ଟାଣି କାନ୍ତକବିଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା। ଓଡ଼ିଶା ଇତିହାସରେ...

ପିଏଚ୍‌.ଡି. ଡିଗ୍ରୀଧାରୀ ଓ ବୃତ୍ତିଗତ ପେସାଦାରୀ

ଡ. ଚିତ୍ତରଂଜନ ମିଶ୍ର   ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିକଟ ଅତୀତରେ ଏକ ଘୋଷଣାନାମା ଜାରି କରିଛନ୍ତି ଯେ, ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ...

କ୍ରିପ୍ଟୋ ଆଇନ

କ୍ରିପ୍ଟୋ କରେନ୍ସି ହେଉଛି ଏକ ଡିଜିଟାଲ ବା ଭର୍ଚୁଆଲ ମୁଦ୍ରା। ଏହାକୁ ସ୍ପର୍ଶ କରି ହେଉ ନ ଥିଲେ ମଧ୍ୟ କାରବାର ଦ୍ରୁତଗତିରେ ବଢ଼ି ଚାଲିଛି।...

Advertisement
Archives

Model This Week