କେବେ ଥମିବ ନରସଂହାର

କ୍ୱିଭ୍‌,୪।୪: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ୪୦ ଦିନରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ରୁଷିଆ ୟୁକ୍ରେନର ଅନେକ ବଡ ସହରକୁ ଧ୍ୱଂସ କରିଦେଇଛି। ଲକ୍ଷ ଲକ୍ଷ ଲୋକ ଦେଶ ଛାଡିଛନ୍ତି। ଏହି ସମୟରେ, ୟୁକ୍ରେନର ବୁଚାରୁ ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି। ଫଟୋରେ ସାଧାରଣ ଲୋକଙ୍କ ମୃତଦେହ ରାସ୍ତାରେ ସବୁଆଡେ ପଡ଼ିଥିବାର ଦେଖାଯାଏ। ଏକ ଫଟୋରେ ଜଣେ ବ୍ୟକ୍ତି ରାସ୍ତାର ପାର୍ଶ୍ୱରେ ପଡ଼ିଥିବାର ଦେଖାଯାଇଛି, ତାଙ୍କ ପିଠି ପଛରେ ହାତ ବନ୍ଧା ହୋଇଛି ଏବଂ ମୁଣ୍ଡରେ ଗୁଳି ଫୁଟିଥିବା ଚିହ୍ନ ରହିଛି।
ୟୁକ୍ରେନ ଅଭିଯୋଗ କରିଛି ଯେ, ଯୁଦ୍ଧ ସମୟରେ ରୁଷିଆ ସୈନିକମାନେ ୟୁକ୍ରେନର ବୁଚାଠାରେ ଲକ୍ଷ ଲକ୍ଷ ନିରୀହ ନାଗରିକଙ୍କୁ ଗୁଳି ଚଳାଇଥିଲେ। ତେବେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ରୁଷିଆ କୌଣସି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଏହି ଘଟଣାକୁ ନେଇ ପାଶ୍ଚାତ୍ୟ ଦେଶଗୁଡିକ ଏହି ବିବ୍ରତ ଚିତ୍ରଗୁଡ଼ିକ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଏହି ଚିତ୍ର ସାମ୍ନାକୁ ଆସିବା ପରେ ଜର୍ମାନୀ ସମେତ ଅନ୍ୟାନ୍ୟ ଦେଶ ରୁଷିଆ ଉପରେ ପ୍ରତିବନ୍ଧକକୁ କଡାକଡି କରିବାକୁ କହିଛନ୍ତି।
ସୂଚନାଯୋଗ୍ୟ, ବୁଚା ସହର ରୁଷିଆ ସୈନ୍ୟଙ୍କ କବଜାରେ ଥିଲା। ଏବେ ୟୁକ୍ରେନ ଏହାକୁ ପୁଣି ନିଜ ଅକ୍ତିଆରକୁ ନେଇଛି। ରୁଷିଆ ସୈନ୍ୟ ଏଠାରୁ ଯିବା ପରେ ଶହଶହ ସାଧାରଣ ଲୋକଙ୍କ ମୃତଦେହ ମିଳିଥିବା ୟୁକ୍ରେନ ପ୍ରଶାସନ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ରେଳ ଦୁର୍ଘଟଣା: ୫୦ରୁ ଅଧିକଙ୍କ ଜୀବନ ଗଲା…

କରାଚି,୭।୬: ପାକିସ୍ତାନରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଘୋଟକି ଅଞ୍ଚଳର ରେତି ଏବଂ ଡହାରକି ଷ୍ଟେଶନ ମଧ୍ୟରେ ସାର୍‌...

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୨।୪: ଇଣ୍ଡୋନେସିଆର ତାନିମ୍ବର ଦ୍ୱୀପପୁଞ୍ଜରେ ଗୁରୁବାର ସକାଳ ପ୍ରାୟ ୪.୩୭ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି।...

ଯେଉଁଠି କଏଦୀଙ୍କୁ ଶୋଇବା ମନା

ଦକ୍ଷିଣ ରୁଷ୍‌ରେ ଅବସ୍ଥିତ ଏହି ଜେଲ୍‌ର ନିୟମ ଅନ୍ୟ ଦେଶର ଜେଲ୍‌ଠୁ ସମ୍ପୂର୍ଣ୍ଣ ଭିନ୍ନ। ଜେଲ୍‌ରୁ ଆଜି ପର୍ଯ୍ୟନ୍ତ କଏଦୀ ଫେରାର୍‌ ହେବା ଘଟଣା ସାମ୍ନାକୁ...

ଆମେରିକାର ସାମରିକ ଦସ୍ତାବିଜ୍‌ ପ୍ରଘଟ

ଓ୍ବାଶିଂଟନ୍‌, ୧୧।୪: ୟୁକ୍ରେନ୍‌ ଯୁଦ୍ଧ ଉପରେ ଆମେରିକାର ଅତ୍ୟନ୍ତ ଗୋପନ ଦସ୍ତାବିଜ୍‌ ସୋସିଆଲ ମିଡିଆରେ ଲିକ୍‌ ହୋଇଯାଇଥିବା ଏହାର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। କେହି ଜଣେ...

ଫିନ୍‌ଲାଣ୍ଡ ଉପରେ ଆକ୍ରମଣ କରିବ ରୁଷିଆ

ମସ୍କୋ,୨୩ା୫: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ୪ ମାସ ବିତିଲାଣି। ଏହି ସମୟରେ ରୁଷିଆ ଏବଂ ଫିନ୍‌ଲାଣ୍ଡ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ପ୍ରକୃତରେ ରୁଷିଆ...

ଦୁନିଆର ସବୁଠାରୁ ଭୟଙ୍କର ଭାଇରସ୍‌: ମାତ୍ର ୩୬ଘଣ୍ଟାରେ ନେବ ୮କୋଟିଙ୍କ ଜୀବନ

ଓ୍ବାଶିଂଟନ୍‌,୨୦।୯: ବିଶ୍ୱ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଆସିବାକୁ ଯାଉଛି। ଯାହା ଲୋକଙ୍କ ପାଇଁ ବହୁ ଭୟଙ୍କର ସାବ୍ୟସ୍ତ ହେବ। ଆଉ ଏହି ଚ୍ୟାଲେଞ୍ଜର ନାଁ...

ଅନ୍ତଃବସ୍ତ୍ରକୁ ପୋତା ଯାଉଛି ମାଟିରେ…

ଜୁରିଚ୍‌,୧୯।୪: ଅନ୍ତଃବସ୍ତ୍ରକୁ ପୋଷାକ ତଳେ ପିନ୍ଧା ଯାଏ। ତେବେ ଏହାକୁ ମାଟିରେ ପୋତିଯାଉଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି କାର୍ଯ୍ୟ ସ୍ବିଜରଲାଣ୍ଡରେ...

ଜମ୍ମୁ-କଶ୍ମୀର ମୁସଲମାନଙ୍କ ପାଇଁ ଆମର ଲଢିବାର ହକ୍‌ ଅଛି: ତାଲିବାନ ନେତା

କାବୁଲ,୩।୯: ଗୋଟିଏ ପଟେ ତାଲିବାନ ଦୋହାରେ ଭାରତ ସହ କଥାବାର୍ତ୍ତା କରୁଛି ଏବଂ ଅନ୍ୟ ପଟେ ଏହାର ମୁଖପାତ୍ର କଶ୍ମୀର ପ୍ରସଙ୍ଗରେ ବିବୃତ୍ତି ଦେବା ଆରମ୍ଭ...

Advertisement
Archives

Model This Week