Posted inଜାତୀୟ

୩୦୦ ନିର୍ବାଚନୀ ହିଂସା ବେଘରଙ୍କ ପୁନର୍ବାସ ପାଇଁ କମିଟି ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ …

କୋଲକାତା, ୧୯।୪ : ପଶ୍ଚିମବଙ୍ଗ ନିର୍ବାଚନ ହିଂସାରେ ବେଘର ହୋଇଥିବା ୩୦୦ ଲୋକଙ୍କ ପୁନର୍ବାସ ପାଇଁ ସମିତି ଗଠନ କରିବାକୁ ମଙ୍ଗଳବାର କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଦୁଇ ଜଣିଆ କମିଟି ଗଠନ କରିବାକୁ ହାଇକୋର୍ଟ କହିଛନ୍ତି। ଏହି କମିଟିରେ ଜଣେ ସଦସ୍ୟ ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗର ଏବଂ ଅନ୍ୟ ସଦସ୍ୟ ମାନବ ଅଧିକାର ଆୟୋଗର ହେବେ ବୋଲି କୋର୍ଟ କହିଛନ୍ତି।

ଏହି ମାମଲାରେ ରାଜ୍ୟ ସରକାର କୋର୍ଟଙ୍କୁ କହିଛନ୍ତି ଯେ ୭୦ ଜଣ ଲୋକ ଫେରିଛନ୍ତି, ୪୩ ଜଣ ଲୋକ ଫେରିବାକୁ ଇଚ୍ଛୁକ ନୁହଁନ୍ତି ଏବଂ ୧୫୫ ଜଣ ଲୋକ ପଶ୍ଚିମବଙ୍ଗ ବାହାରର। ଏହି ମାମଲାରେ ଆବେଦନକାରୀ ଭାଜପା ନେତା ପ୍ରିୟଙ୍କା ଟିବରେୱାଲ କହିଛନ୍ତି ଯେ ଏହି ରିପୋର୍ଟ ନକଲି।

ହତ୍ୟା, ବଳାତ୍କାର ଏବଂ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ସମ୍ବନ୍ଧୀୟ ମାମଲାଗୁଡ଼ିକର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ କୋର୍ଟ ପକ୍ଷରୁ ପ୍ରଦାନ କରାଯାଇଥିଲା। ନିର୍ବାଚନ ପରବର୍ତ୍ତୀ ହିଂସା ସହ ଜଡିତ ଅନ୍ୟ ଅପରାଧିକ ମାମଲାର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରାଯାଇଥିଲା। ବୁଧବାର ଏହି ମାମଲାର ପରବର୍ତ୍ତର ଶୁଣାଣି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ରହିମଙ୍କ ଜନ୍ମଦିନ କାର୍ଡ, ରାଖୀରେ ଭର୍ତ୍ତି ହୋଇଗଲାଣି ପୋଷ୍ଟ ଅଫିସ

ରୋହତକ,୧୫।୮: ଆତ୍ମ ଘୋଷିତ ଭଗବାନ ଗୁରୁମିତ ରାମ ରହିମ ସିଂ ଏବେ ଜେଲ୍‌ରେ। ବଳାତ୍କାର ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ୍‌ରେ ସଜା...

୭୭.୮ ପ୍ରତିଶତ ପ୍ରଭାବଶାଳୀ କୋଭାକ୍ସିନ୍‌

ନୂଆଦିଲ୍ଲୀ,୨୨।୬: ଭାରତୀୟ ସ୍ବଦେଶୀ ଟିକା କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୀକ୍ଷା ବୈଠକର ତଥ୍ୟ ସାମ୍ନାକୁ ଆସିଛି। ଏହି ସମୀକ୍ଷା ବୈଠକରେ ପ୍ରକାଶ ପାଇଛି ଯେ,...

ପାଣି ପାଇଁ ସ୍କୁଲ, ହୋଟେଲ ବନ୍ଦ ହେବା ମିଥ୍ୟା ଖବର: ପଲାନିସ୍ବାମୀ

ଚେନ୍ନାଇ,୨୧।୬: ତାମିଲନାଡୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ହେଲେ ପାଣି ପାଇଁ ସ୍କୁଲ ଓ ହୋଟେଲ ବନ୍ଦ ହେବା ଖବର...

ଶୋ’ରୁମ୍‌ରେ ପଶି ଗୁଳି କଲେ ଅପରାଧୀ: ସିସିଟିଭି ଫୁଟେଜ୍‌ ଭାଇରାଲ…

ଚଣ୍ଡିଗଡ଼, ୩୦।୮: ଅପରାଧୀ ଏବେ ଆଉ ଆଇନ ବ୍ୟବସ୍ଥାକୁ ଭ୍ରୁକ୍ଷେପ କରୁ ନାହାଁନ୍ତି। ହରିୟାଣାରେ ଘଟିଥିବା ଏକ ହତ୍ୟା ଘଟଣା ଏହାର ଉଦାହରଣ ପାଲଟିଛି। ସ୍ଥାନୀୟ...

ପିପିଇ କିଟ୍‌ ପିନ୍ଧି ମତଦାନ ପାଇଁ ପହଞ୍ଚିଲେ କରୋନା ପଜିଟିଭ୍‌ ବିଧାୟକ

ଭୋପାଳ,୧୯।୬: ଦେଶର ୮ଟି ରାଜ୍ୟର ୧୯ଟି ଆସନ ଲାଗି ଶୁକ୍ରବାର ମତଦାନ ଜାରି ରହିଛି। ମଧ୍ୟପ୍ରଦେଶରେ ମଧ୍ୟ ୩ଟି ଆସନ ପାଇଁ ମତଦାନ ହେଉଛି। ଇତିମଧ୍ୟରେ...

ପୁଣି ଥରେ କର୍ନାଟକରେ ୟେଦୁରପ୍ପା ସରକାର: ଆଜି ସନ୍ଧ୍ୟା ୬ଟାରେ ନେବେ ଶପଥ

କର୍ନାଟକ, ୨୬।୭: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କର୍ନାଟକରେ ବିଏସ୍‌ ୟେଦୁରପ୍ପାଙ୍କ ନେତୃତ୍ୱରେ ପୁଣି ସରକାର ଗଠନ ହେବାକୁ ଯାଉଛି। ଶୁକ୍ରବାର ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ...

ଏଲ୍‌ଓସିରେ ଯବାନ ଶହୀଦ

ଜମ୍ମୁ,୧୨ା୧୦(ପି.ଟି.): ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ପାକିସ୍ତାନ ଶୁକ୍ରବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ଯବାନ ଶହୀଦ ଓ ଦୁଇ ଆହତ ହୋଇଛନ୍ତି।...

ଲାଉଡ୍‌ସ୍ପିକର୍‌କୁ ନେଇ ପୁଣି ଗର୍ଜିଲେ ରାଜ୍‌ ଠାକରେ

ମୁମ୍ବାଇ,୪।୫: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ସରକାରଙ୍କ ଚେତାବାନୀ ଓ ପୋଲିସର ନୋଟିସ ସତ୍ତ୍ୱେ ବୁଧବାର ପୁଣି ମସଜିଦରେ ଲାଗିଥିବା ଲାଉଡସ୍ପିକରକୁ...

Advertisement
Archives

Model This Week