Posted inଜାତୀୟ

୧୨୧ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ୯ ରାଜ୍ୟରେ ଲୁ ଚେତାବନୀ …

ନୂଆଦିଲ୍ଲୀ, ୨।୪ : ଚଳିତ ବର୍ଷ ଦେଶରେ ତାତି ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୦୧ ମସିହା ପରେ ପ୍ରଥମ ଥର ପାଇଁ ମାର୍ଚ୍ଚ ମାସରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଟପିଛି। ଏହା ହାରାହାରି ତାପମାତ୍ରାଠାରୁ ୧.୮୬ ଡିଗ୍ରୀ ସେଲସିୟସ୍‌ ଅଧିକ ରହିଛି।

ଏହାକୁ ଦୃଷ୍ଟିରେ ରଖି ଦେଶର ୯ଟି ରାଜ୍ୟରେ ଲୁ ଚେତାବନୀ ଜାରି କରାଯାଇଛି। ଇତିମଧ୍ୟରେ ରାଜସ୍ଥାନରେ ତାପମାତ୍ରା ମାର୍ଚ୍ଚ ୩୦ରେ ଚୁରୁଠାରେ ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ଗୁଜୁରାଟ ଅହମଦାବାଦ୍‌ରେ ୨୯ ମାର୍ଚ୍ଚରେ ୪୨ ଡିଗ୍ରୀ, ମହାରାଷ୍ଟ୍ର ଚନ୍ଦ୍ରପୁରରେ ୩୧ ମାର୍ଚ୍ଚରେ ୪୪.୪ ଡିଗ୍ରୀ, ମଧ୍ୟପ୍ରଦେଶ ଖଜୁରାହୋରେ ମାର୍ଚ୍ଚ ୨୩ରେ ୪୨.୧ ଡିଗ୍ରୀ, ବିହାର ବକ୍ସରରେ ୨୩ ମାର୍ଚ୍ଚରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି।

ଆଗାମୀ ଦିନରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ଛତିଶଗଡ଼, ହରିୟାଣା, ଦିଲ୍ଲୀ, ଗୁଜୁରାଟ, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ଆଦି ୯ ଟି ରାଜ୍ୟରେ ଗରମ ଝାଞ୍ଜି ପବନ ପ୍ରବାହିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି କ୍ୟାବିନେଟରେ ସାମିଲ ହୋଇପାରନ୍ତି କାମାଥ, ଦାସଗୁପ୍ତା

ନୂଆଦିଲ୍ଲୀ,୧୮ା୧(ଆଇଏଏନ୍‌ଏସ୍‌): ବ୍ରିକ୍ସ ବ୍ୟାଙ୍କ ଅଧ୍ୟକ୍ଷ କେ.ଭି. କାମାଥ ଏବଂ ଭାଜପାର ରାଜ୍ୟ ସଭା ସଦସ୍ୟ ସ୍ବପନ ଦାସଗୁପ୍ତାଙ୍କୁ ଖୁବ୍‌ଶୀଘ୍ର କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇପାରେ। ଏହି...

ସିଏନ୍‌ଜି, ପିଏନ୍‌ଜି ଶସ୍ତା ହେବ

ନୂଆଦିଲ୍ଲୀ, ୭ା୪: ପ୍ରାକୃତିକ ବାଷ୍ପ ଦାମ୍‌ ନିର୍ଦ୍ଧାରଣ ଲାଗି ସରକାର ଏକ ନୂଆ ପଦ୍ଧତିକୁ ଅନୁମୋଦନ କରିଛନ୍ତି। ଉକ୍ତ ପଦ୍ଧତି ଅନୁଯାୟୀ ପୁରୁଣା ଗ୍ୟାସ୍‌ ଫିଲ୍ଡରୁ...

କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୭: ଆଜି ସାରା ଦେଶରେ କାରଗିଲ୍‌ ବିଜୟ ଦିସ ପାଳନ କରାଯାଉଛି। ଏହି ଅବସରରେ କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ...

ପ୍ରଶାସନିକ ଅଧିକାରୀଙ୍କୁ ଯୋଗୀଙ୍କ କଡ଼ା ନିର୍ଦ୍ଦେଶ

ଝାନ୍ସି,୮।୫: ରାସ୍ତାରେ ଧର୍ମୀୟ କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ନ ଦେବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କାର୍ଯ୍ୟକ୍ରମ...

ଖବରଦାତାଙ୍କ ନାଁରେ ସିବିଆଇ ମାମଲା

ନୂଆଦିଲ୍ଲୀ, ୧୭ା୫(ପି.ଟି.): ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ଏବଂ ସୈନ୍ୟବାହିନୀ ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ଏହାକୁ ପାକିସ୍ତାନୀ ଓ...

୪ ମାସ ସମୟ ଅଛି, ଚିନ୍ତା କରିବାର କୌଣସି କାରଣ ନାହିଁ : ଆରବିଆଇ ଗଭର୍ନର

ନୂଆଦିଲ୍ଲୀ,୨୨।୫:  ୨ ହଜାର ଟଙ୍କିଆ ନୋଟକୁ ବନ୍ଦ ହେବାର ଘୋଷଣା ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ଆରବିଆଇର...

ବାରମ୍ବାର କଟୁଥିଲା ବିଜୁଳି, ଯାଞ୍ଚ ପାଇଁ ଖୁଣ୍ଟରେ ଚଢ଼ିଲେ ଶକ୍ତିମନ୍ତ୍ରୀ; ଆଉ ତା’ ପରେ…

ଭୋପାଳ,୧୯ା୬: ଗ୍ବାଲିୟରରେ ବାରମ୍ବାର ବିଜୁଳି କଟୁଥିବାରୁ ମଧ୍ୟପ୍ରଦେଶର ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ତୋମର ଯାଞ୍ଚ କରିବା ପାଇଁ ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ିଥିଲେ। ଶିଡ଼ି ସାହାଯ୍ୟରେ ଖୁଣ୍ଟରେ ଚଢ଼ି...

ଆବଶ୍ୟକ ପଡ଼ିଲେ ବଜରଙ୍ଗ ଦଳ ବିରୋଧରେ ପ୍ରତିବନ୍ଧକ ଲଗାଯିବ: ଭୁପେଶ ବାଘେଲ…

ରାୟପୁର,୪।୫ : ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କରିଛନ୍ତି ଆବଶ୍ୟକ ପଡ଼ିଲେ ବଜରଙ୍ଗ ଦଳ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଯଦି ଜରୁରୀ...

Advertisement
Archives

Model This Week