ହିଟଓ୍ବେଭ ନେଲା ୧୪ ହଜ ଯାତ୍ରୀଙ୍କ ଜୀବନ

ରିୟାଦ,୧୬।୬: ଇଦ-ଉଲ-ଅଜାହ ପର୍ବ ମଧ୍ୟରେ ସୌଦି ଆରବରେ ବହୁ ସଂଖ୍ୟାରେ ହଜ ତୀର୍ଥଯାତ୍ରୀ ଏକତ୍ରିତ ହୋଇଥିଲେ। ତେବେ ସୌଦି ଆରବରେ ପ୍ରବଳ ଉତ୍ତାପ ହଜ ତୀର୍ଥଯାତ୍ରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ପ୍ରମାଣିତ ହେଉଛି। ହଜ ସମୟରେ ପାରଦ ୪୭ ଡିଗ୍ରୀ ଉପରେ ପହଞ୍ଚିଛି। ବିଶେଷ କରି ବୟସ୍କମାନଙ୍କ ପାଇଁ ଏହା ଅସୁବିଧା ବୃଦ୍ଧି କରିଛି । ମକ୍କାରେ ଅତ୍ୟଧିକ ଉତ୍ତାପ ଯୋଗୁଁ ୬ଜଣଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନର ସୂଚନା ଅନୁଯାୟୀ, ଚାଲିଥିବା ହଜ ତୀର୍ଥଯାତ୍ରା ସମୟରେ ୧୪ ଜଣ ଜୋର୍ଡାନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୧୭ ଜଣ ନିଖୋଜ ଅଛନ୍ତି। ରବିବାର ଜୋର୍ଡାନର ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଏହାପୂର୍ବରୁ ଜୋର୍ଡାନର ବୈଦେଶିକ ବ୍ୟାପାର ଏବଂ ପ୍ରବାସୀ ମନ୍ତ୍ରଣାଳୟ ପୂର୍ବରୁ ଆରାଫତ ପର୍ବତରେ ଉତ୍ତାପ ଜନିତ ୬ଜଣ ଜୋର୍ଡାନ ନାଗରିକଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ। ପ୍ରକାଶ ଥାଉକି, ଅନ୍ୟାନ୍ୟ ଅନେକ ସ୍ଥାନୀୟ ସୂତ୍ରରୁ ଜଣାଯାଇଛି ଯେ, ଅଧିକ ସଂଖ୍ୟାରେ ୧୭ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ ସେମାନଙ୍କର ନାମ ମଧ୍ୟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାନ୍‌ ହେବ ଇମ୍ରାନ୍‌ଙ୍କ ଦଳ

ଇସ୍‌ଲାମାବାଦ୍‌, ୧୬।୭: ପାକିସ୍ତାନର ଶେହବାଜ୍‌ ଶରିଫ୍‌ ସରକାର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନ୍‌ସାଫ(ପିଟିଆଇ) ଉପରେ ଖୁବ୍‌ଶୀଘ୍ର ପ୍ରତିବନ୍ଧକ ଲଗାଇବା ନେଇ...

ଟ୍ରମ୍ପ୍‌ ମୁଣ୍ଡ ଢଳାଇବାରୁ ଅଳ୍ପକେ ବର୍ତ୍ତିଗଲେ

ଓ୍ବାଶିଂଟନ,୧୬ା୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ରିପବ୍ଲିକାନ୍‌ ରାଷ୍ଟ୍ରପତି ପାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ପେନ୍‌ସିଲ୍‌ଭାନିଆର ବଟଲର ସହରରେ ଏକ ରାଲିକୁ ସମ୍ବୋଧିତ...

ଓଲିଙ୍କ କ୍ୟାବିନେଟରେ ୨୧ ମନ୍ତ୍ରୀ

କାଠମାଣ୍ଡୁ,୧୬ା୭(ପି.ଟି.): ନେପାଳ କମ୍ୟୁନିଷ୍ଟ ପାର୍ଟି ନେତା କେ.ପି. ଶର୍ମା ଓଲି ୪ର୍ଥ ଥର ପାଇଁ ନେପାଳ ପ୍ରଧାନମନ୍ତ୍ରୀ ଭାବେ ସୋମବାର ଶପଥ ନେଇଛନ୍ତି। ରବିବାର ରାଷ୍ଟ୍ରପତି...

ଟ୍ରମ୍ପଙ୍କ ଜୀବନ ବଞ୍ଚାଇଛନ୍ତି ଭଗବାନ ଜଗନ୍ନାଥ: ଜାଣନ୍ତୁ ଏମିତି କାହିଁକି କହିଲେ ଇସ୍କନ ଭକ୍ତ

କୋଲକାତା,୧୫।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସାରା ବିଶ୍ୱରେ ଆଲୋଚନା ଚାଲିଛି। କେତେକ ଟ୍ରମ୍ପଙ୍କ ସୁରକ୍ଷା ସହ ଜଡିତ...

ଓଲିଙ୍କୁ ଅଭିନନ୍ଦନ ଜଣାଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/କାଠମାଣ୍ଡୁ,୧୫।୭: କେ.ପି ଶର୍ମା ଓଲିଙ୍କୁ ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ସୋମବାର ସେ ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ...

ଚାଇନା ସମର୍ଥକ ଓଲି ପୁଣି ହେବେ ନେପାଳର ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ଚାଇନା ସମର୍ଥକ ଓଲି ପୁଣି ହେବେ ନେପାଳର ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଭାରତ ଉପରେ କ’ଣ ଉପରେ ପ୍ରଭାବ ନୂଆଦିଲ୍ଲୀ,୧୫।୭:ନେପାଳରେ ପୁଣିଥରେ କେପି ଶର୍ମା ଓଲିଙ୍କ ସରକାର...

ଟାର୍ଗେଟରେ ଥିଲେ ଆମେରିକାର ଅନ୍ୟ ରାଷ୍ଟ୍ରପତି, ପ୍ରାର୍ଥୀ

ଓ୍ବାଶିଂଟନ୍‌,୧୫ା୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ହତ୍ୟା ଉଦ୍ୟମରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅତୀତରେ ଆମେରିକାର ଅନେକ ରାଷ୍ଟ୍ରପତି, ପୂର୍ବତନ ରାଷ୍ଟ୍ରପତି ତଥା...

ଓ୍ବିମ୍ବଲଡନ୍‌ ଫାଇନାଲ ଦେଖିଲେ ରାଜକୁମାରୀ

ଲଣ୍ଡନ,୧୪ା୭:ବ୍ରିଟେନ୍‌ ରାଜକୁମାରୀ କେଟ୍‌ ମିଡିଲଟନ୍‌ କ୍ୟାନ୍‌ସରରୁ ଆରୋଗ୍ୟ ହେଉଥିବାବେଳେ ରବିବାର ଲଣ୍ଡନରେ ଅନୁଷ୍ଠିତ ଓ୍ବିମ୍ବଲଡନ୍‌ ପୁରୁଷ ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ଆସିଥିଲେ। ସେ ରୟାଲ ବକ୍ସରେ ଆସନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri