Posted inଫୁରସତ

ଫୁଲରେ ନୁହେଁ, ଲେଜ୍‌-କୁରକୁରେ ପ୍ୟାକେଟ୍‌ରେ ସଜେଇ ହୋଇ ପହଞ୍ଚିଲା ବରଙ୍କ କାର୍‌

ବିବାହ ଋତୁ ଆସିଲେ କିଛି ନା କିଛି ଅଜବ ଦୃଶ୍ୟ ସାମ୍ନାକୁ ଆସେ। କେବେ ବିବାହରେ ବ୍ୟବହୃତ ଗାଡ଼ିର ସାଜସଜ୍ଜା ତ କେବେ ବରଙ୍କ ଅଜବ ଚିନ୍ତାଧାରା ଚର୍ଚ୍ଚାର ପରିସରକୁ ଆସିଥାଏ। ଠିକ୍‌ ଏଭଳି ଏକ ଘଟଣାକ୍ରମରେ ଏକ ଗାଡ଼ି ଫୁଲରେ ନୁହେଁ ବରଂ ଲେଜ୍‌/କୁର୍‌କୁରେରେ ସଜ୍ଜିତ ହୋଇଥିବା ଦେଖାଯାଇଛି। ଏହାର ଭିଡିଓ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଏକ ବରଙ୍କ କାର୍‌ ଦେଖିବାକୁ ମିଳୁଛି, ଯାହାକୁ ଲେଜ୍‌-କୁର୍‌କୁରେରେ ସଜା ଯାଇଛି। ଏହା ଦେଖି ଅନେକ ଚକିତ ହେବା ସହ ହସ ରୋକି ପାରୁନାହିଁ। ଅନେକ ତାଙ୍କ ଚିନ୍ତାକୁ ସଲାମ୍‌ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

ହର୍ନ ବଜାଇ ଶୋଇଥିବା ଧଳା ଭାଲୁକୁ ଉଠାଇବାରୁ ଗଣିଲେ ମୋଟା ଅଙ୍କର ଜରିମାନା, ଅଭିଯୁକ୍ତ ଦୋଷ ସ୍ବୀକାର କରିବା ସହ…

ଓସ୍‌ଲୋ,୧୭ା୮: ଉତ୍ତର ମେରୁ ଠାରୁ ପ୍ରାୟ ୬୨୦ ମାଇଲ (୧,୦୦୦ କିଲୋମିଟର) ଦୂରରେ ଅବସ୍ଥିତ ନରୱେର ସୁଦୂର ଦ୍ୱୀପପୁଞ୍ଜ ‘ସ୍ବାଲବାର୍ଡ’ ଉପକୂଳରେ ଜାହାଜର ବିକଟାଳ ଫଗ୍‌ହର୍ନ ବଜାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri