Posted inଫୁରସତ

ଆସୁଛି ପୃଥିବୀ ପାଇଁ ବଡ଼ ବିପଦ, ଚାରିଆଡ଼େ ଘୋଟିଯିବ ଅନ୍ଧାର

ସୂର୍ଯ୍ୟ ଆମ ପୃଥିବୀ ପାଇଁ ଆଲୋକର ଏକ ବଡ଼ ତଥା ପ୍ରାକୃତିକ ଉତ୍ସ। ସମଗ୍ର ବିଶ୍ୱ ଏଥିରୁ ଆଲୋକ ପାଇଥାଏ। ଯାହା ପୃଥିବୀରେ ବସବାସ କରୁଥିବା ସମସ୍ତ ଜୀବଙ୍କ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ସୂର୍ଯ୍ୟକିରଣ ପୃଥିବୀରେ ପହଞ୍ଚିବ ନାହିଁ, ତେବେ ସମସ୍ତଙ୍କ ଜୀବନ ବିପଦରେ ପଡ଼ିପାରେ। ଏପରି ସ୍ଥିତିରେ, ଯଦି କୁହାଯାଏ ସୂର୍ଯ୍ୟ ବିନା ଜୀବନ ସମ୍ଭବ ନୁହେଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ମଧ୍ୟ ସୂର୍ଯ୍ୟର ମହତ୍ତ୍ୱ ବିଷୟରେ କହିଛନ୍ତି। ସେମାନେ ଅଧ୍ୟୟନ ମାଧ୍ୟମରେ ଏହା ବିଷୟରେ ନୂଆ ନୂଆ କଥା ମଧ୍ୟ କୁହନ୍ତି।

ଏକ ନୂତନ ଅଧ୍ୟୟନରେ, ସୂର୍ଯ୍ୟଙ୍କର ଏକ ସ୍ଥିର ଜୀବନ ଅଛି ଏବଂ ସମୟ ଆସିବା ପରେ ଏହା ମଧ୍ୟ ଥଣ୍ଡା ହୋଇଯିବ ବୋଲି ଜଣାପଡ଼ିଛି। ହାର୍ଭାର୍ଡ କଲେଜ ଅବଜରଭେଟୋରୀ, ସ୍ମିଥ୍‌ସୋନିଆନ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣକାରୀ ତଥା ଜ୍ୟୋତିର୍ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ, ସୂର୍ଯ୍ୟଙ୍କର ଆସନ୍ତା ୫ ବିଲିୟନ ବର୍ଷରେ ଆୟୁ ପୂରଣ ହେବ। ଏହା ସମ୍ପୂର୍ଣ୍ଣ ଥଣ୍ଡା ହୋଇଯିବ। ବିଶେଷଜ୍ଞଙ୍କ ମତରେ ସୂର୍ଯ୍ୟ ଏବେ ମଧ୍ୟ ଜୀବନର ମଧ୍ୟ ଭାଗରେ ଅଛନ୍ତି। ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ପାଓଲା ଟେଷ୍ଟାଙ୍କ ଅନୁଯାୟୀ, ସୂର୍ଯ୍ୟଙ୍କଠାରେ ଘଟୁଥିବା ଆଣବିକ ପ୍ରତିକ୍ରିୟା ଜୀବନଚକ୍ର ଗଣନା ପାଇଁ ଆଧାର ଭାବରେ ବିବେଚନା କରାଯାଇଛି। ପାଓଲା ବ୍ୟାଖ୍ୟା କରିଛନ୍ତି ଯେ, ଏହି ପ୍ରତିକ୍ରିୟାକୁ ଆଧାର ଭାବରେ ଗ୍ରହଣ କରି ସୂର୍ଯ୍ୟଙ୍କ ଜୀବନ କାଳର ତାରିଖ ସ୍ଥିର କରାଯାଇଛି। ଜାଣନ୍ତୁ ସେ ସମ୍ପର୍କରେ…

ପାଓଲାଙ୍କ ଅନୁଯାୟୀ, ୧୯୩୦ ବର୍ଷ ପୂର୍ବରୁ ସୂର୍ଯ୍ୟଙ୍କ ଶକ୍ତିର କେନ୍ଦ୍ର ମାଧ୍ୟାକର୍ଷଣ ଶକ୍ତି ବୋଲି ବିଶ୍ୱାସ କରାଯାଉଥିଲା। ବର୍ତ୍ତମାନ ବୈଜ୍ଞାନିକମାନେ ପରମାଣୁ ପ୍ରତିକ୍ରିୟାକୁ ସୂର୍ଯ୍ୟଙ୍କ ଶକ୍ତିର ଉତ୍ସ ବୋଲି ବିଚାର କରୁଛନ୍ତି। ତଥାପି, ବିଜ୍ଞାନ ସୂର୍ଯ୍ୟଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇନାହିଁ।
ବିଶେଷଜ୍ଞମାନେ କହିଛନ୍ତି, ବର୍ତ୍ତମାନ ପରମାଣୁ ପ୍ରତିକ୍ରିୟାରୁ ସୂର୍ଯ୍ୟ ଏହାର ଶକ୍ତି ପାଆନ୍ତି। ଯେଉଁ ଦିନ ଏହି ଶକ୍ତି ସମାପ୍ତ ହେବ, ସୂର୍ଯ୍ୟଙ୍କ ଜୀବନ ସମାପ୍ତ ହେବ। ସୂର୍ଯ୍ୟ ପାଉଁଶ ହୋଇଯିବେ। ଫଳରେ ସମଗ୍ର ବିଶ୍ୱ ଅନ୍ଧକାରରେ ରହିବ। ତଥାପି ଏହି ସମୟ ଆସିବାକୁ ୫ ବିଲିୟନ ବର୍ଷ ବାକି


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ ଘୋଡ଼ା ସହିତ ଲଗାଇଲେ ରେସ୍‌ : ସାକ୍ଷୀ କଲେ ଭିଡ଼ିଓ ଶେୟାର…

ରାଞ୍ଚି,୧୩।୬: ଆପିଏଲ୍‌ ସ୍ଥଗିତ ହେବା ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିକାୟକ ଏମ୍‌.ଏସ୍‌. ଧୋନୀ ରାଞ୍ଚିସ୍ଥିତ ନିଜ ଫାର୍ମ ହାଉସ୍‌ରେ ଛୁଟି ବିତାଉଛନ୍ତି। ଧୋନୀ ଫାର୍ମରେ...

ବଦଳୁଛି ଭୂଭାଗ, ବଢୁଛି ମରୁଭୂମି

ପରିବେଶ ସମ୍ପର୍କିତ ଆଲୋଚନାବେଳେ ସର୍ବଦା ଚର୍ଚ୍ଚାର ପରିସର ଭିତରେ ରହିଥାଏ ବିଶ୍ୱତାପନ, ବାୟୁ ପ୍ରଦୂଷଣ। ଏହାକୁ ବାଦ୍‌ ଦେଲେ ହିମବାହ ତରଳିବା, ମହାସାଗର ଜଳସ୍ତର ବଢ଼ିବା...

ବିଶ୍ୱର ସବୁଠାରୁ ଛୋଟ ଘୋଡ଼ା: ଯାହାର ଲମ୍ବ ଗଧଠାରୁ କମ୍‌

ସାଧାରଣତଃ ଘୋଡ଼ାର ୪ କିମ୍ବା ୫ ଫୁଟ୍‌ ଉଚ୍ଚତା ହୋଇଥାଏ, ଏହା ଆପଣ ନିଶ୍ଚେ ଦେଖିଥିବେ। ମାତ୍ର ପୋଲାଣ୍ଡରେ ଏପରି ଏକ ଘୋଡ଼ା ଅଛି ଯାହା...

ମାଙ୍କଡ଼କୁ କହୁଥିଲେ ମାର ମାର, ଆଉ ଶେଷରେ ଦୌଡ଼ିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ନିଜକୁ ଫିଟ୍‌ ରଖିବା ପାଇଁ ଗଛରେ ଗୋଡ଼ ରଖି ବିଲେଇ କରୁଥିଲା ଏମିତି, ଭିଡିଓ ଭାଇରାଲ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ପିଲାଦିନେ ମା’ଙ୍କ ଶାଢ଼ି ପିନ୍ଧୁଥିଲେ ଏହି ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର, ଏବେ କିନ୍ନର

ଡବ୍ଲ୍ୟୁଡବ୍ଲ୍ୟୁଇରେ ଫାଇଟ୍‌ ଦ୍ୱାରା ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଟାଏଲର ରେକ୍ସ ଜଣେ କିନ୍ନର ବୋଲି ନିଜକୁ ପରିଚୟ ଦେଇଛନ୍ତି। ବର୍ତ୍ତମାନ ସେ ଗ୍ୟାବି ଟୁଫ୍ଟ ନାଁରେ...

ମଙ୍ଗଳ-ଚନ୍ଦ୍ରରେ ମହାକାଶଚାରୀଙ୍କ ପାଇଁ କବକରେ ହେବ ଘର…

ନ୍ୟୁୟର୍କ, ୧୮।୧: ମଙ୍ଗଳ ଏବଂ ଚନ୍ଦ୍ରରେ ବସତି ସ୍ଥାପନ ପାଇଁ ବୈଜ୍ଞାନିକମାନେ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏଠାରେ କିଭଳି ଘର ନିର୍ମାଣ କଲେ ସୁବିଧା ହେବ...

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିକରିବ ‘ଆରୋଗ୍ୟ ସନ୍ଦେଶ’

କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଏକ ଖୁସି ଖବର। ପଶ୍ଚିମବଙ୍ଗ ସରକାର ଏପରି ଏକ ମିଠା ପ୍ରସ୍ତୁତ କରୁଛନ୍ତି ଯାହାକି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ।...

Advertisement
Archives

Model This Week