Posted inଖେଳ

ଗ୍ରାହମ ଥର୍ପେ ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ, ୧୦ା୫: ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଓ କୋଚ୍‌ ଗ୍ରାହମ ଥର୍ପେ ଗୁରୁତର ଭାବେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦେଶର ପ୍ରଫେସନାଲ କ୍ରିକେଟର୍ସ ଆସୋସିଏଶନ ପକ୍ଷରୁ ମଙ୍ଗଳବାର ଏନେଇ ସୂଚନା ଦିଆଯାଇଛି। ୫୨ ବର୍ଷୀୟ ଥର୍ପେ ଇଂଲଣ୍ଡ କୋଚିଂ ଷ୍ଟାଫ୍‌ରୁ ଅବ୍ୟାହତି ନେବା ପରେ ଆଫଗାନିସ୍ତାନର ମୁଖ୍ୟ କୋଚ ହୋଇଥିଲେ। ତାଙ୍କ ଅସୁସ୍ଥତାର କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫ୍ରେଞ୍ଚ୍‌ ଓପନ୍‌: ଟିକେଟ ମୂଲ୍ୟ ଫେରସ୍ତ ପାଇବେ କ୍ରେତା

ପ୍ୟାରିସ, ୮ା୫ (ଏପି)-କରୋନା ଭାଇରସ୍‌ ପାଇଁ ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। ଫ୍ରେଞ୍ଚ୍‌ ଟେନିସ୍‌ ଫେଡେରେଶନ (ଏଫ୍‌ଟିଏଫ୍‌) କହିଛି...

ଡେବ୍ୟୁ ମ୍ୟାଚ୍‌ରେ ବିରଳ ରେକର୍ଡର ଅଧିକାରୀ ହେଲେ ଏହି କ୍ରିକେଟର୍‌

ବ୍ରିସବେନ,୧୫।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନ୍‌ରରେ ଶେଷ ଟେଷ୍ଟ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅନେକ ଖେଲାଳି ଆହତ ଥିବାରୁ ଯୁବ...

କୋଭିଡ-୧୯ ସଂକ୍ରମଣ: ଥୋମାସ, ଉବର କପ୍‌ ଘୁଞ୍ଚିଲା

ନୂଆଦିଲ୍ଲୀ,୨୧।୩(ପି.ଟି.): କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟଏଫ୍‌) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ବିଶ୍ୱର ଶ୍ରେଷ୍ଠ ପୁରୁଷ ଓ...

ସାଇର ନୂଆ ଲୋଗୋ ଉନ୍ମୋଚନ କଲେ ରିଜିଜୁ

ନୂଆଦିଲ୍ଲୀ,୧।୧୦(ପି.ଟି.): କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ବୁଧବାର ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ନୂଆ ଲୋଗୋ ଉନ୍ମୋଚନ କରିଛନ୍ତି। ୧୯୮୨ରେ ସାଇ ପ୍ରତିଷ୍ଠା କରାଯାଇଥିଲା।...

ଏହି ଖେଳାଳିଙ୍କ ପାଇଁ ଅନୁରୋଧ କଲା ଟିମ୍‌ ଇଣ୍ଡିଆ

ଚେନ୍ନାଇ, ୧୧ା୨- ଦେଶର ନୂଆ ପେସ ସେନସେଶନ ଟି. ନଟରାଜନଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ଘୋଷିତ ତାମିଲନାଡୁ ଦଳରୁ ରିଲିଜ କରିଦିଆଯାଇଛି। ଏହି ବାମ...

ଗୋଟିଏ ନିଶ୍ୱାସରେ ମ୍ୟାଚ୍‌ ଛଡ଼ାଇ ଆଣିପାରନ୍ତି ଏହି ଭାରତୀୟ ଅଲରାଉଣ୍ଡର: କାର୍ତ୍ତିକ

ନୂଆଦିଲ୍ଲୀ,୧୯।୮: ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ ୨୦୨୧। ଏହାକୁ ନେଇ କ୍ରିକେଟ ବିଶେଷଜ୍ଞ ଏବଂ ସମୀକ୍ଷକମାନେ ନିଜର ମତ ରଖୁଛନ୍ତି। ଏହି ତାଲିକାରେ...

ବାଂଲାଦେଶର ଐତିହାସିକ ବିଜୟ

ଢାକା,୩ା୮: ଅଷ୍ଟ୍ରେଲିଆ ଆଗରେ ଥିଲା ୧୩୨ ରନ୍‌ର ସାଧାରଣ ବିଜୟଲକ୍ଷ୍ୟ। କିନ୍ତୁ ଭ୍ରମଣକାରୀ ଦଳ ପାଇଁ ଅସୁବିଧା ପାଲଟିଥିଲେ ଘରୋଇ ବାଂଲାଦେଶ ସ୍ପିନରମାନେ। ମାତ୍ର ୧୦୮...

ଆଇପିଏଲରୁ ଉପାର୍ଜିତ ଅର୍ଥରେ ରେଞ୍ଜ ରୋଭର କିଣିଲେ ଯୁବ କ୍ରିକେଟର

ଲଣ୍ଡନ,୩।୬- ପୃଥ୍ବୀ ଶ’ଙ୍କ ଭଳି ଭାରତୀୟ କ୍ରିକେଟର ଉଦୀୟମାନ ତାରକା ଶୁଭମନ ଗିଲ। ୧୯ ବର୍ଷରୁ କମ୍‌ କ୍ରିକେଟରେ ସଫଳତା ପରେ ଏବେ ଆଇପିଏଲ ଓ...

Advertisement
Archives

Model This Week