Posted inଜାତୀୟ

ପୋଷଣ ଯୋଜନା ଲାଭ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ, ୩୦ା୬: କେନ୍ଦ୍ର ସରକାରଙ୍କ ପୋଷଣ ଯୋଜନାର ଲାଭ ପାଇବା ପାଇଁ ପିଲାଙ୍କ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଗୁରୁବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇଛି। ପିଲାମାନଙ୍କ ମା’ଙ୍କ ବାୟୋମେଟ୍ରିକ୍‌ କାର୍ଡ ଦ୍ୱାରା ପୋଷଣ ଟ୍ରାକ୍‌ର ଆପ୍ଲିକେଶନରେ ଏହି ଯୋଜନାରେ ନାଁମ ପଞ୍ଜୀକରଣ କରିହେବ। ପୋଷକ ଯୁକ୍ତ ଖାଦ୍ୟ ପାଇଁ ଲକ୍ଷଲକ୍ଷ ପିଲାଙ୍କୁ ଆଧାରକାର୍ଡ ଆବଶ୍ୟକ ବୋଲି କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ଦର ବୃଦ୍ଧି ଟିକସ ଡକାୟତି

ନୂଆଦିଲ୍ଲୀ,୨୫।୧୦: ତେଲ ଦର ପ୍ରତିଦିନ ନୂଆ ରେକର୍ଡ ଭାଙ୍ଗୁଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ପରିବହନଜନିତ ଖର୍ଚ୍ଚ ବଢ଼ୁଥିବାରୁ ଜରୁରୀ ସାମଗ୍ରୀଗୁଡ଼ିକର ଦରଦାମ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ମୃତଦେହ ନେବାକୁ ପାକିସ୍ତାନକୁ ଖବର …

ଶ୍ରୀନଗର, ୩।୧ : ଜମ୍ମୁ-କଶ୍ମୀରର ଅର୍ନିଆ ସେକ୍ଟରରେ ପାକିସ୍ତାନ ପଟୁୁ ଭାରତରେ ଅନୁପ୍ରବେଶ ଊଦ୍ୟମକୁ ବିଏସ୍‌ଏଫ୍‌ ଯବାନ ପଣ୍ଡ କରିଛନ୍ତି। ଯବାନଙ୍କ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ...

ମହାପଞ୍ଚାୟତ ପୂର୍ବରୁ ଶାହାରନପୁରରେ ୧୪୪ ଧାରା

ଶାହାରନପୁର,୧୦।୨: ଉତ୍ତରପ୍ରଦେଶ ଶାହାରନପୁରରେ ବୁଧବାର କୃଷକ ମହାପଞ୍ଚାୟତ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମହାପଞ୍ଚାୟତରେ...

ରାହୁଲ ପ୍ରଧାନମନ୍ତ୍ରୀ ହେବେ

ଚିତ୍ରଦୁର୍ଗ,୪ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିନେ ତାଙ୍କ ଜେଜେ ମା’ ଇନ୍ଦିରା ଗାନ୍ଧୀ ଓ ବାପା ରାଜୀବ ଗାନ୍ଧୀଙ୍କ ଭଳି ପ୍ରଧାନମନ୍ତ୍ରୀ ହେବେ ବୋଲି...

କରୋନା ଭାଇରସ: ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୧

ନୂଆଦିଲ୍ଲୀ,୬।୩: କରୋନା ଭାଇରସ ଏବେ ଦେଶରେ କୋକୁଆ ଭୟ ସୃଷ୍ଟି କରିଛି। ଦିଲ୍ଲୀରେ ଶୁକ୍ରବାର ଆଉ ଜଣେ ପଜିଟିଭ ମିଳିବା ପରେ ଏବେ ଭାରତରେ କରୋନା...

ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା କହିଲେ କମଲନାଥ

ଭୋପାଳ,୧୩।୩: ମଧ୍ୟପ୍ରଦେଶ ରାଜନୀତି ସରଗରମ ଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ସାକ୍ଷାତ୍‌ କରିଛନ୍ତି। ଏହି ସମୟରେ ସେ ରାଜ୍ୟପାଳଙ୍କୁ ଏକ...

୨ ଲକ୍ଷ ଟଙ୍କାର ଘଣ୍ଟା ପିନ୍ଧନ୍ତି ନାଗାଲାଣ୍ଡର ପ୍ରଥମ ମହିଳା ବିଧାୟକ

କୋହିମା,୨।୩: ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ଏନଡିପିପି ଏବଂ ଭାଜପା ସହଯୋଗୀ ପ୍ରାର୍ଥୀ ହେକାନି ଜଖାଲୁ ଦିମାପୁର-୩ ବିଧାନସଭା ଆସନ ଜିତିଛନ୍ତି। ଏହା ସହ ସେ ନାଗାଲାଣ୍ଡ...

ଏଏପି ବିଧାୟକଙ୍କ ସମର୍ଥକଙ୍କୁ ଗୁଳିମାଡ: ଜଣେ ମୃତ, ଜଣେ ଆହତ

ନୂଆଦିଲ୍ଲୀ,୧୨।୨: ୨୦୧୫ର ସଫଳତା ଦୋହରାଇ ଅରବିନ୍ଦ କେଜ୍‌ରିୱାଲଙ୍କ ଆମ ଆଦମୀ ପାର୍ଟି(ଏଏପି)ପୁଣିଥରେ ଦିଲ୍ଲୀ ବିଧାନସଭା ଦଖଲ କରିଛି। ୭୦ ଆସନ ବିଶିଷ୍ଟ ଏହି ବିଧାନସଭା ନିର୍ବାଚନରେ...

Advertisement
Archives

Model This Week