Posted inଖେଳ

ଭାଇରସ୍‌ ପେନାଲ୍ଟିର ସମ୍ମୁଖୀନ ହୋଇପାରନ୍ତି ଗୋଲାର୍ଟ

ବେଜିଂ, ୨୬ା୭ (ଏପି)-ହିବେଇ ଚାଇନା ଫର୍ଚୁନ ତରଫରୁ ଖେଳୁଥିବା ଜଣେ ବ୍ରାଜିଲିଆନ ଷ୍ଟ୍ରାଇକର ରିକାର୍ଡୋ ଗୋଲାର୍ଟ ଭାଇରସ୍‌ ପେନାଲ୍ଟିର ସମ୍ମୁଖୀନ ହୋଇପାରନ୍ତି। ବିନା ମାସ୍କରେ ସେ ତାଙ୍କ ସମର୍ଥକଙ୍କ ସହିତ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି। ୨୯ ବର୍ଷୀୟ ଗୋଲାର୍ଟ ପୂର୍ବରୁ ଇଟାଲୀରେ ଖେଳୁଥିଲେ। ସିଜନ ଆରମ୍ଭ ଏକ ମ୍ୟାଚ ପାଇଁ ପ୍ରସ୍ତୁତି ଲାଗି ସେ ବର୍ତ୍ତମାନ ପୂର୍ବାଞ୍ଚଳ ସହର ସୁଝୋଠାରେ ଅଛନ୍ତି। ବିନା ମାସ୍କରେ ସେ ଶୁକ୍ରବାର ଫଟୋ ଉଠାଇଥିଲେ। ଗୋଲାର୍ଟଙ୍କୁ ସସ୍‌ପେଣ୍ଡ କରା ନ ଯାଇ ଜରିମାନା ଓ ଚେତାବନୀ ଦିଆଯାଇପାରେ ବୋଲି ଶୁଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରୁ ୬ ଉଇକେଟ୍‌ ନେଇ ଚମତ୍କାର କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୯।୫: କ୍ରିକେଟରେ ହ୍ୟାଟ୍ରିକ ନେବା ଏକ ପ୍ରମୁଖ ସଫଳତା ବୋଲି ବିବେଚନା କରାଯାଏ। କିନ୍ତୁ ଦୁଇ ଜଣ ଅଷ୍ଟ୍ରେଲିୟ ବୋଲର ଏପରି ଏକ ସଫଳତା ହାସଲ କରିଥିଲେ…

କୋରାପୁଟରେ ୧ ଲକ୍ଷ ଏକରରେ ହେବ କଫି ଚାଷ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ବଡ଼ ପରାମର୍ଶ ଦେଇଛନ୍ତି। ଜୈବିକ ପ୍ରଣାଳୀରେ ଚାଷ କରିବାକୁ ଚାଷୀଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଧାନ…

ଭୋଟ ଦେବାର ୪୮ ଘଣ୍ଟା ପୂର୍ବରୁ ମୁଣ୍ଡ ନୁଆଁଇଲେ ‘ପୁଷ୍ପା’; ଫଲଟା ଉପନିର୍ବାଚନ ଦୌଡ଼ରୁ ଓହରିଗଲେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ

କୋଲକାତା,୧୯।୫: ପଶ୍ଚିମବଙ୍ଗର ଫଲଟା ବିଧାନସଭା ଆସନ ପାଇଁ ଆଗାମୀ ଉପନିର୍ବାଚନର ମାତ୍ର ଦୁଇ ଦିନ ପୂର୍ବରୁ ରାଜ୍ୟ ରାଜନୀତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି। ଜାହାଙ୍ଗୀର ଖାନ…

ଇନଷ୍ଟାଗ୍ରାମରୁ ଯୁବକଙ୍କୁ ପ୍ରେମ କରି ଶ୍ବଶୁର ଘରୁ ଫେରାର୍‌ ହୋଇଗଲେ ବିବାହିତା ମହିଳା, ଥାନାରେ ସ୍ବାମୀ ପହଞ୍ଚି…

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗାଁରୁ ଜଣେ ବିବାହିତା ମହିଳା ସୋମବାର ଫେରାର୍‌ ହୋଇଯାଇଥିବା ଅଭିଯୋଗ ହୋଇଛି।ଏନେଇ ତାଙ୍କ ସ୍ବାମୀ ଦିଗପହଣ୍ଡି…

ଅଙ୍ଗନୱାଡ଼ିରୁ ମିଳୁଥିବା ବାଦାମ ଚିକି ଖାଇ ଗର୍ଭବତୀ ଗୁରୁତର, ସିଡିପିଓ ଅଫିସରେ ଧାରଣା ଦେଲେ ଲୋକେ

ବନ୍ତ,୧୯।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ବନ୍ତ ପଞ୍ଚାୟତର ସଖୀପାଟଣା ଅଙ୍ଗନୱାଡ଼ି କେନ୍ଦ୍ରରୁ ମିଳିଥିବା ଅସ୍ବାସ୍ଥ୍ୟକର ପୃଷ୍ଟିକର ଖାଦ୍ୟ ଖାଇ ଜଣେ ଗର୍ଭବତୀ ମହିଳା…

ଭାଜପାରେ ଯୋଗଦେବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ? ଏମପିଙ୍କ ବଡ଼ ଦାବି: ରେବନ୍ତ ରେଡ୍ଡି ହେବେ ପରବର୍ତ୍ତୀ ଶୁଭେନ୍ଦୁ ଅଧିକାରୀ

ହାଇଦ୍ରାବାଦ,୧୯।୫: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ନେଇ ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହା ସବୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ – ‘ମୋ ସହିତ ଯୋଗଦେବା ଭଲ’…

ପୂର୍ବ ଶତ୍ରୁତା, ପଡୋଶୀଙ୍କ କାତି ଚୋଟରେ ଯୁବକ ଗୁରୁତର

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁରରେ ଅଭାବନୀୟ ଘଟଣା । ବଡ଼ସାହିର ଦୀପକ ସେଠୀଙ୍କ କାତି ଚୋଟରେ ପଡୋଶୀ ଡି.ବିଜୟ(୪୫) ଗୁରୁତର ଆହତ…

ବିଶ୍ୱକପ୍‌ ଆଗରୁ ସ୍ପେନକୁ ବଡ଼ ଝଟ୍‌କା, ବାଦ୍‌ ପଡ଼ିଲେ ଏହି ଖେଳାଳି

ବାର୍ସେଲୋନା,୧୯ା୫: ସ୍ପେନ ମିଡ୍‌ଫିଲ୍ଡର ଫର୍ମିନ ଲୋପେଜ ଆହତ ସମସ୍ୟା ଯୋଗୁ ଫିଫା ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଡାହାଣ ଗୋଡ଼ ଫ୍ରାକ୍‌ଚର ହୋଇଥିବା ବାର୍ସେଲୋନା ପକ୍ଷରୁ କୁହାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri