ଗୋଲ୍ଡେନ୍‌ ଗ୍ଲୋବ୍ସ- ୨୦୨୨ ଆଓ୍ବାର୍ଡ୍‌ରେ ପ୍ରବେଶ କଲା ଫିଲ୍ମ‘ଜୟ ଭୀମ’

ମୁମ୍ବାଇ : ଫିଲ୍ମ‘ଜୟ ଭୀମ’ ଅଫିସିଆଲି ଗୋଲ୍ଡେନ୍‌ ଗ୍ଲୋବ୍ସ ୨୦୨୨ ରେ ସର୍ବଶ୍ରେଷ୍ଠ ଅଣ-ଇଂରାଜୀ ଭାଷା ଫିଲ୍ମ କ୍ୟାଟେଗରୀରେ ମନୋନୀତ ହୋଇଛି । ଏହି ଫିଲ୍ମଟି ରିଲିଜ୍‌ ହେବା ପରେ ଲଗାତର ବିବାଦ ମଧ୍ୟରେ ରହିଛି । କିନ୍ତୁ ଏହା ପରେ ବି ଫିଲ୍ମକୁ ଦର୍ଶକ ବେଶ୍‌ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ଫିଲ୍ମ ଯୋଗୁ ଅଭିନେତାଙ୍କ ସମେତ ଫିଲ୍ମ ନିର୍ମାତା ଓ ଆମାଜନ୍‌ ପ୍ରାଇମ୍‌ ଭିଡିଓକୁ ଅନେକ ଥର ଧମକ ମିଳିଛି । ଫିଲ୍ମକୁ ତାମିଲନାଡୁରେ ବିରୋଧ ମଧ୍ୟ କରାଯାଇଛି ।
ଏହାରି ମଧ୍ୟରେ ଜଣାପଡିଛି ଯେ ‘ଜୟ ଭୀମ’ ଫିଲ୍ମକୁ ୧୦ ରୁ ୯.୬ ରେଟିଙ୍ଗ ମିଳିଛି। ଏହି ଫିଲ୍ମର ନିର୍ଦ୍ଦେଶକ ଟିଜେ ଗାନାଭେଲ। ଏତେ ବିବାଦ ପରେ ବି ଜୟ ଭୀମକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ‘ଜୟ ଭୀମ’ର ଅଫିସିଆଲ ଟିମ୍‌ ଘୋଷଣା କରିଛି ଯେ, ଫିଲ୍ମକୁ ଏକ ଟୁଇଟ୍‌ ଜରିଆରେ ଗୋଲ୍ଡେନ୍‌ ଗ୍ଲୋବ୍ସ ଆୱାର୍ଡ୍‌ ପାଇଁ ସବମିଟ କରାଯାଇଛି । ଫିଲ୍ମଟି ନଭେମ୍ବରରେ ରିଲିଜ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ଘରଛାଡି ଚାଲିଗଲେ ଶାହାରୁଖ୍‌ଙ୍କ ଝିଅ

ମହାମାରୀ କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ସାଧାରଣ ଜନତାଙ୍କ ପରି ବଲିଉଡ୍‌ କଳାକାରଙ୍କୁ ମଧ୍ୟ ମାସ ମାସ ଧରି ଘରେ ରହିବାକୁ ପଡ଼ିଥିଲା।...

ଟ୍ରୋଲ ହେଲେ ରକୁଲ ପ୍ରିତ

ମୁମ୍ବାଇ: ବଲିଉଡ୍ ନାୟିକା ରକୁଲ ପ୍ରିତ ସିଂ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯାହାକୁ...

କରୀନାଙ୍କ ଏହି ନଣଦ ସମ୍ଭାଳନ୍ତି ପଟୌଦୀ ଖାନ୍‌ଦାନ୍‌ର ସମ୍ପତ୍ତି

ପଟୌଦୀ ଖାନଦାନର ପ୍ରାୟ ସମସ୍ତ ସଦସ୍ୟ ବଲିଉଡ୍‌ରେ ବେଶ୍‌ ପରିଚିତ। ଶର୍ମିଲା ଟାଗୋରଙ୍କଠାରୁ ଆରମ୍ଭ କରି ସୈଫ୍‌ ଅଲ୍ଲୀ ଖାନ୍‌, ସୋହା ଅଲ୍ଲୀ ଖାନ୍‌, କରୀନା...

ନୀତିଙ୍କ ପରେ ଏବେ ଅକାଶା

ବମ୍ବେ: ଜଣେ ମଡେଲରୁ ସେଲିବ୍ରିଟି ପାଲଟିଥିବା ପ୍ରତୀକ ସେହଜପାଲ ଆଜିକାଲି ରହୁଛନ୍ତି ଚର୍ଚ୍ଚାରେ। ନିଜର ଫିଟ୍‌ନେସ ସାଙ୍ଗକୁ ବ୍ୟକ୍ତିତ୍ୱକୁ ନେଇ ପ୍ରଶଂସକଙ୍କ ହୃଦୟ ଜିତିବା ପରେ...

ଦରଘାରେ ଚାଦର ଚଢାଇ ବିବାହ ପାଇଁ ମାନସିକ କଲେ ରାଖୀ ସାଓ୍ବନ୍ତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଖୀ ସାଓ୍ବନ୍ତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତ୍ରୀଙ୍କ ମା’ଙ୍କ ସ୍ବାସ୍ଥ୍ୟ ଭଲ ନ ଥିଲା। ସେ ଆଇସିୟୁରେ...

ତୁଟିଲା ୧୯ ବର୍ଷର ସମ୍ପର୍କ, ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ଅଭିନେତ୍ରୀ

ବମ୍ବେ: ବିବାହର ୧୯ ବର୍ଷ ପରେ ହେଲା ବାଟ ଅଲଗା। ଆମେ କଥା ହେଉଛୁ ‘ଭାବିଜୀ ଘର ପେ ହୈ’ର ଅଭିନେତ୍ରୀ ଶୁଭାଙ୍ଗୀ ଆତ୍ରେଙ୍କ ବିଷୟରେ।...

ବଲିଉଡ୍ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ପ୍ରସ୍ତୁତ ହେଉଛନ୍ତି ପରିବାର

ମୁମ୍ବାଇ: ବଲଉଡ୍ ଗାୟିକା ନେହା କକ୍କର ଅକ୍ଟୋବର ୨୩-୨୪ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ପ୍ରାୟ୍ର ସମସ୍ତ ପ୍ରସ୍ତୁତି ସରିଲାଣି ।...

ଶାହାରୁଖଙ୍କ ଏହି ଗୀତ ସବୁଠୁ ହିଟ୍‌, ପାଇସାରିଲାଣି ୧୯୫ ମିଲିୟନରୁ ଅଧିକ ଭ୍ୟୁ

ମୁମ୍ବାଇ: ଆଜିକାଲି ୟଶରାଜଙ୍କ ଫିଲ୍ମରେ ନିର୍ମିତ ଡକ୍ୟୁମେଣ୍ଟାରୀ ‘ରୋମାଣ୍ଟିକ୍ସ’କୁ ବହୁତ ପସନ୍ଦ କରାଯାଉଛି। ୟଶରାଜଙ୍କ ସବୁଠୁ ହିଟ୍‌ ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି ‘ଦିଲଓ୍ବାଲେ ଦୁଲ୍‌ହାନିଆ...

Advertisement
Archives

Model This Week