Posted inଖେଳ

ବିକ୍ରାନ୍ତ ମଲିକଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୬।୩ (କ୍ରୀଡ଼ା ପ୍ରତିନିଧି): ଚେନ୍ନାଇସ୍ଥିତ ତାମିଲନାଡ଼ୁ ଫିଜିକାଲ ଏଜୁକେଶନ ଆଣ୍ଡ ସ୍ପୋଟର୍‌ସ ୟୁନିଭର୍ସିଟି ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍‌ର ତୃତୀୟ ଦିବସରେ କିଟ୍‌ର ବିକ୍ରାନ୍ତ ମଲିକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବିକ୍ରାନ୍ତ ପୁରୁଷ ଜାଭେଲିନ ଥ୍ରୋରେ ୭୭.୫୨ ମିଟର କ୍ଲିୟର କରି ଏହି ସଫଳତା ପାଇଛନ୍ତି। ଏଥିସହ ସେ ଖେଲୋ ଇଣ୍ଡିଆ ୟୁନିସର୍ଭିଟି ଗେମ୍ସପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମହିଳା ୫୦୦୦ ମିଟର ରେସ୍‌ରେ ୮ମ ସ୍ଥାନରେ ରହିଥିଲେ ହେଁ ଅନ୍ତିମା ପାଲ୍‌ ଉତ୍ତର ପ୍ରଦେଶରେ ହେବାକୁଥିବା ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ଯୋଗ୍ୟତା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତଯୋଡି ମୁଣ୍ଡ ନୁଆଁଇଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ…

ପୁଣେ, ୨୯।୩: ଭାରତ ବିପକ୍ଷ ତୃତୀୟ ଦିନିକିଆରେ ବେନ ଷ୍ଟୋକ୍‌ସ ୩୯ ବଲରେ ୩୫ ରନ୍‌ କରି ଟି ନଟରାଜନଙ୍କ ବଲରେ ଆଉଟ ହୋଇଥିଲେ। ଏହି...

‘ମାରାଥନ ମ୍ୟାନ୍‌’ ବିବେକାନନ୍ଦ

ଜଣେ ଆଥଲେଟ୍‌ ଅଫୁରନ୍ତ ସହନଶକ୍ତିର ବିନିଯୋଗ ସହିତ ନିରନ୍ତର ଅଭ୍ୟାସ ଦ୍ୱାରା ହିଁ ମାରାଥନ ଦୌଡ଼ ଭଳି ଅତି କଷ୍ଟସାଧ୍ୟ ଇଭେଣ୍ଟରେ ସଫଳ ହୋଇଥାଏ। ଏହିପରି...

ଜାତୀୟ ସିନିୟର ଭଲିବଲ୍‌ : ୨୬ ବର୍ଷ ପରେ ନକ୍‌ଆଉଟରେ ଓଡ଼ିଶା

ଭୁବନେଶ୍ୱର, ୯।୩ (କ୍ରୀଡ଼ା ପ୍ରତିନିଧି)-କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶା ସୋମବାର ୩-୦...

ବାରବାଟୀ ଦିନିକିଆ: ଆଉ ୮ ଦିନ: ପ୍ରସ୍ତୁତି ଅନୁଧ୍ୟାନ କଲେ ମନ୍ତ୍ରୀ

କଟକ ଅଫିସ,୧୪ା୧୨- ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଏବେ ରାଜ୍ୟରେ ସବୁଠାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)...

ବର୍ଣ୍ଣବୈଷମ୍ୟ ଆକ୍ଷେପକୁ ନେଇ ବଡ଼ ଖୁଲାସା କଲେ ସିରାଜ

ନୂଆଦିଲ୍ଲୀ,୨୧।୧: ଭାରତୀୟ ପେସର ମହମ୍ମଦ ସିରାଜ ଗୁରୁବାର ସିଡ୍‌ନୀ ଟେଷ୍ଟ ସମ୍ପର୍କରେ ଏକ ବଡ଼ ଖୁଲାସା କରିଛନ୍ତି। ସିଡ୍‌ନୀ ଟେଷ୍ଟରେ ଦର୍ଶକମାନେ ବାରମ୍ବାର ବର୍ଣ୍ଣବୈଷମ୍ୟ ଆକ୍ଷେପ...

ପନ୍ତଙ୍କ ଲାଗି ଦେବଦୂତ ସାଜିଥିଲେ ଏହି ବସ୍‌ ଡ୍ରାଇଭର: ଜଳନ୍ତା ଗାଡ଼ି ନିକଟରୁ ଦୂରକୁ ନେଇଥିଲେ, ଚାଦର ଢ଼ାଙ୍କି…

ନୂଆଦିଲ୍ଲୀ,୩୦।୧୨: କ୍ରିକେଟର ଋଷଭ ପନ୍ତଙ୍କ କାର୍‌ ଶୁକ୍ରବାର ବଡ଼ ଦୁର୍ଘଟଣାର ଶିକାର ହୋଇଛି। ତାଙ୍କର ମୁଣ୍ଡ ଏବଂ ଆଣ୍ଠୁରେ ଗଭୀର ଆଘାତ ଲାଗିଛି। ସେହିଭଳ ପିଠିରେ...

‘କୋହଲିଙ୍କୁ ବିଶ୍ରାମ ଦରକାର’

ମୁମ୍ବାଇ,୨୦।୪: ଭାରତୀୟ କ୍ରିକେଟର୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି କେବେ ଏକ ଶତକ ସ୍କୋର କରିବେ, ଏହି ପ୍ରଶ୍ନ ଏବେ ପୁରୁଣା ହୋଇଯାଇଛି। ଏବେ...

ଏସିଆନ ଜୁନିୟର ଟିଟି: ଦକ୍ଷିଣ କୋରିଆକୁ ହରାଇ ଭାରତ ଫାଇନାଲରେ

ଉଳାନବତାର, ୪ା୯(ପି.ଟି.)-ଭାରତର ଜୁନିୟର ବାଳକ ଦଳ ଏଠାରେ ଚାଲିଥିବା ୨୨ତମ ଏସିଆନ ଜୁନିୟର ଓ କ୍ୟାଡେଟ୍‌ ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି।...

Advertisement
Archives

Model This Week