ସିଙ୍ଗାପୁର ଛାଡ଼ି ଏହି ଦେଶରେ ଶରଣ ନେଲେ ଗୋଟବାୟା

କଲମ୍ବୋ,୧୧।୮: ଆଇନଗତ କାରଣରୁ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେଙ୍କୁ ଏବେ ସିଙ୍ଗାପୁର ଛାଡିବାକୁ ପଡ଼ିଛି। ଏକ ନିର୍ଦ୍ଧିଷ୍ଟ ସମୟ ପରେ ସେ ଦେଶ ଛାଡିଛନ୍ତି ବୋଲି ଗୁରୁବାର ସିଙ୍ଗାପୁରର ଇମିଗ୍ରେସନ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏକ ଗଣାମାଧ୍ୟମ ଖବର ଅନୁଯାୟୀ ଗୋଟବାୟା ଏବେ ଥାଇଲାଣ୍ଡ ଯାଇଛନ୍ତି। ନିକଟରେ ଥାଇଲାଣ୍ଡ ରାଜପାକ୍ସେଙ୍କୁ ଦେଶରେ ଅସ୍ଥାୟୀ ଭାବେ ରହିବାକୁ ସହମତି ପ୍ରକାଶ କରିଥିଲା। ଥାଇଲାଣ୍ଡରେ ରହିବା ସମୟରେ ରାଜପାକ୍ସେ ଅନ୍ୟ ତୃତୀୟ ଦେଶରେ ନିଜ ପାଇଁ ଶରଣ ନେବା ସମ୍ଭାବନାକୁ ଅନୁସନ୍ଧାନ କରିବେ। ସୂଚନାଯୋଗ୍ୟ, ଜୁଲାଇରେ ଶ୍ରୀଲଙ୍କାରେ ସରକାର ବିରୋଧୀ ପ୍ରଦର୍ଶନ ମଧ୍ୟରେ ଦେଶ ଛାଡିବା ପରେ ଗୋଟବାୟା ପ୍ରଥମେ ମାଳଦ୍ୱୀପ ପରେ ସିଙ୍ଗାପୁରରେ ଶରଣ ନେଇଥିଲେ। ହେଲେ ଗୁରୁବାର ରାଜପାକ୍ସେଙ୍କ ସିଙ୍ଗାପୁର ଭିସା ସମାପ୍ତ ହୋଇଥିଲା। ଯାହାପରେ ସେ ଥାଇଲାଣ୍ଡରେ ଆଶ୍ରୟ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷା ମଧ୍ୟରେ ହାଇକୋର୍ଟରେ ହାଜର ହେଲେ ଇମ୍ରାନ, ଚାଲିଛି ଶୁଣାଣି

ଇସଲାମାବାଦ,୧୨।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କୁ ଶୁକ୍ରବାର କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦ ହାଇକୋର୍ଟରେ ହାଜର କରାଯାଇଛି। ଅଲ-କାଦିର...

ଧମକ ଦେବା ପୂର୍ବରୁ ପ୍ରଥମେ ପରିଣାମ ଚିନ୍ତାକର, ପୁଟିନ୍‌ଙ୍କ ଚେତାବନୀ…

ମସ୍କୋ, ୨୧।୪ : ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଆର୍‌ଏସ୍‌-୨୮ ସରମାଟ କ୍ଷେପଣାସ୍ତ୍ର ପରୀକ୍ଷା କରି ଆତଙ୍କ ସୃଷ୍ଟି କରିଛି। ଏହି କ୍ଷେପଣାସ୍ତ୍ର ଆଣବିକ...

ଖ୍ରୀଷ୍ଟଚର୍ଚ୍ଚର ପ୍ରତିଶୋଧ ଶ୍ରୀଲଙ୍କାରେ: ମୃତ୍ୟୁସଂଖ୍ୟା ୩୨୧ରେ ପହଞ୍ଚିଲା

କଲମ୍ବୋ,୨୪ା୪: ଗତ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚସ୍ଥିତ ଦୁଇ ମସ୍‌ଜିଦରେ ହୋଇଥିବା ଆଖିବୁଜା ଗୁଳିମାଡର ପ୍ରତିଶୋଧ ହେଉଛି ଭୟଙ୍କର ଇଷ୍ଟର ସଣ୍ଡେ ବିସ୍ଫୋରଣ। ଶ୍ରୀଲଙ୍କାର ପ୍ରତିରକ୍ଷା...

ରୁଷିଆ ଉପରେ ୟୁକ୍ରେନର ପାଲଟା ଆକ୍ରମଣ, ଡୋନେଟସ୍କ ଅଞ୍ଚଳରେ ଗୁଳି ବିନିମୟ, ୫ସାଧାରଣ ନାଗରିକଙ୍କ ମୃତ୍ୟୁ…

କିଭ୍‌/ମସ୍କୋ,୧୭।୯ : ଗତ ଏକ ବର୍ଷ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅନେକ ଉତଥାନ-ପତନ ଘଟିଛି। ଦୁଇ ଦେଶ ମଧ୍ୟରେ ଶାନ୍ତି...

ଚାଇନା ଲ୍ୟାବ୍ସକୁ ଆମେରିକା ଦେଉଛି କୋଟି କୋଟି ଡଲାର ଅନୁଦାନ…

ଓ୍ବାଶିଂଟନ,୧୩।୮ : ଚାଇନା ଏବଂ ଆମେରିକା ମଧ୍ୟରେ ଶତ୍ରୁତା ଜାରି ରହିଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଉଭୟ ଦେଶ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି।...

କରୋନା ଭ୍ୟାକ୍ସିନ ତିଆରି ହେବାକୁ ଚାହୁଁନାହିଁ ଚାଇନା !

ଓ୍ବାଶିଂଟନ,୫।୫: ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ହେବା ପରେ ଏବେ ଚାଇନା ଉପରେ ଆସୁଛି ବିଭିନ୍ନ ପ୍ରକାର ଅଭିଯୋଗ। କାରଣ ଦାବି କରାଯାଉଛି କି...

୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶର ପ୍ରଧାନମନ୍ତ୍ରୀ ସବୁ ସ୍ଥାନରେ ସମ୍ମାନର ଯୋଗ୍ୟ: ମୋଦିଙ୍କ ପାଇଁ କଂଗ୍ରେସ ନେତା ଗର୍ବିତ…

ଓ୍ବାଶିଂଟନ,୩।୬ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ଆମେରିକା  ଗସ୍ତ ପୂର୍ବରୁ କଂଗ୍ରେସ ନେତା ସାମ ପିଟ୍ରୋଡା କହିଛନ୍ତି ବିଶ୍ୱର ବହୁ ଜନବହୁଳ ଦେଶର ପ୍ରଧାନମନ୍ତ୍ରୀ...

ରୋହିଙ୍ଗ୍ୟାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ପ୍ରସ୍ତାବ: ଜାତିସଙ୍ଘରେ ୧୩୪ ଦେଶ କଲେ ସମର୍ଥନ

ଜେନେଭା,୨୮।୧୨: ମ୍ୟାନ୍‌ମାର୍‌ରେ ରୋହିଙ୍ଗ୍ୟା ମୁସଲମାନ୍‌ଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଜାତିସଂଘରେ ବିରୋଧ କରାଯାଇଛି। ଏନେଇ ଜାତିସଙ୍ଘର ୧୯୩ ଦେଶ ମଧ୍ୟରୁ ଏହି ପ୍ରସ୍ତାବକୁ ୧୩୪ ଦେଶଙ୍କ...

Advertisement
Archives

Model This Week