ପ୍ରଥମ ମିସ୍‌ ୟୁନିଭର୍ସ ପାକିସ୍ତାନ ହେଲେ ଏରିକା ରବିନ, ଉପଲବ୍ଧିକୁ ନେଇ ଉତ୍ସବ ବଦଳରେ କରାଯାଉଛି ସମାଲୋଚନା

ଇସଲାମାବାଦ,୧୮।୯: ପାକିସ୍ତାନର କରାଚିରେ ରହୁଥିବା ଏରିକା ରବିନ ‘ମିସ୍‌ ୟୁନିଭର୍ସ ପାକିସ୍ତାନ ୨୦୨୩’ର ଟାଇଟଲ ଜିତିଛନ୍ତି । ସେ ଏହି ଟାଇଟଲ ଜିତିଥିବା ଦେଶର ପ୍ରଥମ ମହିଳା ହୋଇପାରିଛନ୍ତି। ତେବେ ଏରିକାଙ୍କ ବିଜୟକୁ ନେଇ ଘରେ ଉତ୍ସବ ନୁହେଁ, ବରଂ ଝିଅଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିବାରୁ ସମସ୍ତେ ନିରବ ରହିବାକୁ ଶ୍ରେୟ ମଣିଛନ୍ତି।

ଦୁବାଇସ୍ଥିତ କମ୍ପାନୀ ୟୁଗେନ୍‌ ଗ୍ରୁପ ଦ୍ୱାରାମିସ୍‌ ୟୁନିଭର୍ସ ପାକିସ୍ତାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପାକିସ୍ତାନର ୫ ପ୍ରତିଯୋଗୀ ସାମିଲ ଥିଲେ। ୨୪ ବର୍ଷୀୟ ଏରିକା ପ୍ରଥମ ଥର ପାଇଁ ଏହାକୁ ଜିତିଥିଲେ। ଟାଇଟଲ ଜିତିବା ପରେ ଏରିକା ନିଜର ଖୁସିବ୍ୟକ୍ତ କରିବା ସହ ଭଗବାନଙ୍କ ଆଶୀର୍ବାଦ ବୋଲି ପ୍ରତିକ୍ରିୟା ଦେଇଥିଲେ। ମାତ୍ର ତାଙ୍କର ଉପଲବ୍ଧିକୁ ଦେଶର ଧାର୍ମିକ ସଂଗଠନ ଏବଂ ଦଳଗୁଡ଼ିକ ସମାଲୋଚନା କରିବାକୁ ପଛାଇନାହାନ୍ତି। ଏହାକୁ ଲଜ୍ଜାଜନକ ବୋଲି କହିବା ସହ ଏଭଳି ପ୍ରତିଯୋଗିତାର ଆୟୋଜନ ଦେଶର ଅପମାନ ବୋଲି ସେମାନେ ମତ ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଟ୍ରମ୍ପ୍‌ ସମର୍ଥକ: ନିର୍ବାଚନ ଫଳାଫଳ ମାନିବାକୁ ଅରାଜି

ଓ୍ବାଶିଂଟନ,୧୫।୧୧: ଆମେରିକା ରାଜରାସ୍ତାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକ ଓହ୍ଲାଇଛନ୍ତି। ସେମାନେ ନିର୍ବାଚନ ଫଳାଫଳକୁ ମାନିବାକୁ ଅରାଜି ହୋଇ ପୋଲିସ ସହିତ ଧସ୍ତାଧସ୍ତି ହୋଇଛନ୍ତି। ସମର୍ଥକମାନେ...

ଚାଇନା ଉପରେ ଆମେରିକାର ଡିଜିଟାଲ ଷ୍ଟ୍ରାଇକ୍‌: ୨୪ ଘଣ୍ଟା ମଧ୍ୟରେ ବ୍ୟାନ ହୋଇପାରେ ଟିକ୍‌ଟକ୍‌

ଓ୍ବାଶିଂଟନ୍‌,୧।୮: ଦେଶରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଉଦେ୍‌ବେଗଜନକ ସ୍ଥିତି ହେବା ପରଠାରୁ ଚାଇନା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଆକ୍ରମଣ ଆଭିମୁଖ୍ୟ...

ଭୟଭୀତ ପାକିସ୍ତାନ: ଲଦାଖ ନିକଟରେ ମୁତୟନ କଲାଣି ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୨।୮: ଜମ୍ମୁ-କଶ୍ମୀରକୁ ନେଇ ଭାରତ ଯେଉଁ ନିଷ୍ପତ୍ତି ନେଇଛି ସେଥିରେ ବ୍ୟତିବ୍ୟସ୍ତ ହୋଇପଡିଛି ପାକିସ୍ତାନ। ଏହାକୁ ନେଇ ପ୍ରତିଥର ସେ ଏମିତି କିଛି କାମ କରୁଛି...

୨ ଦିନରେ ୨ଥର ମା’ ହେଲେ ଏହି ମହିଳା

ମା’ ହେବାର ଅନୁଭବ ଅତ୍ୟନ୍ତ ରୋମାଞ୍ଚକର। ପ୍ରତ୍ୟେକ ମହିଳା ନିଜ ଜୀବନରେ ଏହି ସମୟକୁ ସବୁଠାରୁ ସୁଖଦ ସମୟ ବୋଲି ମନେ କରିଥାନ୍ତି। ଗର୍ଭାବସ୍ଥାରେ ଅନେକ...

ସରକାର ଯିବା ପରେ ଭାରତ ବିରୋଧୀ ମନ୍ତବ୍ୟ ଦେଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୩।୪: ପାକିସ୍ତାନରେ ରାଜନୈତିକ ସଙ୍କଟ ଚାଲିଛି। ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରଣନୀତି ବିରୋଧୀଙ୍କ ସବୁ ଖେଳ ଓଲଟପାଲଟ କରିଦେଇଛି। ଫଳରେ ଶାସନକ୍ଷମତା ହାତେଇବାକୁ ସ୍ବପ୍ନ...

ନଷ୍ଟ ହୋଇନି ୩୫ଶହ ବର୍ଷ ପୁରୁଣା ମମିର ଦାନ୍ତ

କାଏରୋ, ୩୦ା୧୨: ଇଜିପ୍ଟର ଅନେକ ରାଜା, ରାଜ ପରିବାର ସଦସ୍ୟ, ପୂଜାରୀ ଆଦିଙ୍କୁ ମୃତ୍ୟୁ ପରେ ମମିରେ ପରିଣତ କରାଯିବା ବିଷୟ ସର୍ବଦା ଲୋକଙ୍କ ପାଇଁ...

୨୦୫୦ ସୁଦ୍ଧା ସବୁ ଶିଶୁଙ୍କୁ ପ୍ରଭାବିତ କରିବ ଗ୍ରୀଷ୍ମପ୍ରବାହ

ଜାତିସଂଘ, ୨୭।୧୦: ୟୁରୋପରେ ଗ୍ରୀଷ୍ମପ୍ରବାହର ନାଟକୀୟ ପରିବର୍ତ୍ତନ ଉକ୍ତ ମହାଦେଶକୁ ଗଭୀର ପ୍ରଭାବିତ କରିବା ଆଶଙ୍କା ଉପୁଜିଥିବାବେଳେ ଏସିଆ ଓ ଆଫ୍ରିକା ଅତି ଉଚ୍ଚ ତାପମାତ୍ରାରେ...

ବିଶ୍ୱ ସହ ଯୋଡ଼ିହେବେ ଗାଜା ବିଦ୍ୟାର୍ଥୀ

ଜେନେଭା, ୮।୯: ଗାଜା ଷ୍ଟ୍ରିପ୍‌ରେ ଥିବା ପାଲେଷ୍ଟିନୀୟ ଶିଶୁମାନେ ଏଣିକି ସାରା ବିଶ୍ୱ ସହ ଯୋଡ଼ି ହୋଇପାରିବେ। କାରଣ ସେମାନଙ୍କୁ ସହଯୋଗ କରିବାକୁ ଜାତିସଂଘ ଆଗେଇ...

Advertisement
Archives

Model This Week