Posted inଖେଳ

ବିଶ୍ୱକପ୍‌ରେ ଖେଳିବା ନେଇ ଅନିଶ୍ଚିତତା: ଫିଟ୍‌ନେସ୍‌ ଟେଷ୍ଟ ଦେବେ ଏହି ଖେଳାଳି

ଜୋହାନ୍ସବର୍ଗ, ୧୮ା୯: ଭାରତରେ ହେବାକୁଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ଫାଷ୍ଟ ବୋଲର ଏନରିଚ୍‌ ନର୍ଜେ ଓ ସାସାଣ୍ଡା ମାଗାଲାଙ୍କ ଖେଳିବା ନେଇ ଅନିଶ୍ଚିତତା ଦେଖା ଦେଇଛି।

ଚଳିତ ସପ୍ତାହରେ ଫିଟ୍‌ନେସ୍‌ ଟେଷ୍ଟ ପରେ ଏହି ଦୁଇ ଖେଳାଳି ଉପଲବ୍ଧ ହେବେ କି ନା ତାହା ସ୍ପଷ୍ଟ ହୋଇଯିବ। ଏହି ଦୁଇ ଖେଳାଳି ବିଶ୍ୱକପ୍‌ ପାଇଁ ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ୧୫ ଜଣିଆ ଦଳରେ ସ୍ଥାନ ପାଇଥିଲେ। ମାତ୍ର ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ପ୍ରତ୍ୟେକ ଗୋଟିଏ ଲେଖାଏଁ ମ୍ୟାଚ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ସେପେଟମ୍ବର ୨୩ରେ ଭାରତ ଅଭିମୁଖେ ଗସ୍ତ କରିବ। ଫିଟ୍‌ନେସ ଟେଷ୍ଟରେ ଦୁହେଁ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ସେମାନଙ୍କୁ ଦଳରେ ସାମିଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶୁଟିଂରେ ତୋମାରଙ୍କୁ ଅଲିମ୍ପିକ୍‌ କୋଟା

ଦୋହା,୧୦।୧୧(ପି.ଟି.)- ସ୍ବଳ୍ପ ବୟସ୍କ ଶୁଟର ଐଶ୍ୱାରି ପ୍ରତାପ ସିଂ ତୋମାର ଭାରତ ପାଇଁ ରେକର୍ଡ ୧୩ତମ ଅଲିମ୍ପିକ୍‌ କୋଟା ହାସଲ କରିଛନ୍ତି। ୧୮ ବର୍ଷୀୟ ତେମାର...

‘ଆମକୁ କଶ୍ମୀର ନୁହେଁ, କୋହଲି ଦରକାର’

ଶ୍ରୀନଗର, ୧୯।୬: ଚଳିତ ବିଶ୍ୱକପରେ ଭାରତ ବିପକ୍ଷ ହାଇଭୋଲଟେଜ ମ୍ୟାଚରେ ପରାସ୍ତ ହେବା ପରେ ପାକିସ୍ତାନ କ୍ରିକେଟରଙ୍କୁ ନିଜ ଦେଶରେ ସମାଲୋଚନାର ଶିକାର ହେବାକୁ ପଡିଛି।...

ସ୍ତ୍ରୀଙ୍କ ପାଇଁ ଦିନେ ବ୍ୟବସାୟୀଙ୍କୁ ପିଟିଥିଲେ, ଏବେ ମ୍ୟାଚ୍‌ ଫିକ୍ସିଂ ଜାଲରେ ଫଶିଲେ

ଢାକା,୩୦।୧୦: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବାଂଲାଦେଶର ଅଧିନାୟକ ତଥା ବିଶ୍ୱର ୧ ନମ୍ବର ଅଲରାଉଣ୍ଡର ଶକିବ ଅଲ ହାସନଙ୍କୁ ୨ ବର୍ଷ ପାଇଁ ବାସନ୍ଦ...

ବାଂଲାଦେଶର ଐତିହାସିକ ବିଜୟ

ଢାକା,୩ା୮: ଅଷ୍ଟ୍ରେଲିଆ ଆଗରେ ଥିଲା ୧୩୨ ରନ୍‌ର ସାଧାରଣ ବିଜୟଲକ୍ଷ୍ୟ। କିନ୍ତୁ ଭ୍ରମଣକାରୀ ଦଳ ପାଇଁ ଅସୁବିଧା ପାଲଟିଥିଲେ ଘରୋଇ ବାଂଲାଦେଶ ସ୍ପିନରମାନେ। ମାତ୍ର ୧୦୮...

ଶ୍ରୀଜେଶ, ସବିତା ବର୍ଷର ଶ୍ରେଷ୍ଠ ଗୋଲକିପର

ନୂଆଦିଲ୍ଲୀ, ୭ା୧୦(ପି.ଟି.):ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ଭାରତର ପି.ଆର୍‌. ଶ୍ରୀଜେସ ଓ ସବିତା ପୁନିଆ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା ଗୋଲ୍‌କିପର...

ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ପର୍ବତାରୋହଣ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର, ୭।୮ (ତପନ ସ୍ବାଇଁ): କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ରବିବାର କଳିଙ୍ଗ ଷ୍ଟାଡିୟମରେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ପର୍ବତାରୋହଣ ଅଭିଯାନର ଶୁଭାରମ୍ଭ...

ପରାଜିତ ହୋଇ ବି ଆଦିତିଙ୍କୁ ନେଇ ମିଡ଼ିଆରେ ଚର୍ଚ୍ଚା, ପ୍ରଧାନମନ୍ତ୍ରୀ ବଢାଇଲେ ମନୋବଳ…

ନୂଆଦିଲ୍ଲୀ,୭।୮: ଟୋକିଓ ଅଲିମ୍ପିକ୍ସରେ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିବାରେ ଗଲ୍ଫର୍‌ ଆଦିତି ଅଶୋକ ବଞ୍ଚିତ ହୋଇଛନ୍ତି। ଆଦିତି ଗଲ୍ଫ ଇଭେଣ୍ଟରେ...

ବିସିସିଆଇକୁ ଶ୍ରୀଲଙ୍କାର ଅନୁରୋଧ

କଲମ୍ବୋ, ୧୬ା୫ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଟୁର୍‌ ନେଇ ଅନିଶ୍ଚିତତା ଦେଖାଦେଇଛି। ତେବେ ଏହି ସୀମିତ ଓଭର ବିଶିଷ୍ଟ ସିରିଜକୁ...

Advertisement
Archives

Model This Week