Posted inଫୁରସତ

Earth’s oxygen supply: ବୈଜ୍ଞାନିକ ଦେଲେ ଚେତାବନୀ, ଏହିଦିନ ପୃଥିବୀରୁ ସରିଯିବ ଅମ୍ଲଜାନ…

ସାରା ବିଶ୍ୱର ବୈଜ୍ଞାନିକମାନେ ପୃଥିବୀ ଛହା ଅନ୍ୟଗ୍ରହଗୁଡ଼ିକରୁ ଜୀବନ ଖୋଜିବା ପାଇଁ ଚେଷ୍ଟା କରୁଛନ୍ତି। ମଙ୍ଗଳ ଗ୍ରହରୁ ଚନ୍ଦ୍ର ପର୍ଯ୍ୟନ୍ତ ଗବେଷଣା ଜାରି ରହିଛି, କିନ୍ତୁ ପୃଥିବୀ ଉପରେ ଏକ ସାମ୍ପ୍ରତିକ ଅଧ୍ୟୟନ ଚିନ୍ତାଜନକ। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ପୃଥିବୀରେ ଏପରି ଏକ ଦିନ ଆସିବ ଯେତେବେଳେ ସବୁ ଅମ୍ଳଜାନ ସରିଯିବ। ମଣିଷ ଜୀବନର ଅନ୍ତ ଘଟିଯିବ। ଏହା କେବେ ହେବ ତାହା ମଧ୍ୟ ଗବେଷଣାରୁ ଜଣାପଡିସାରିଲାଣି।

Earth’s Oxygen Supply: ବୈଜ୍ଞାନିକମାନେ ପ୍ରଥମେ ପୃଥିବୀ ଏବଂ ଏହାର ପରିବେଶରେ ଥିବା ଗ୍ୟାସଗୁଡ଼ିକ କିପରି ଉତ୍ପତ୍ତି ହେଲା ତାହା ଆବିଷ୍କାର କରିଥିଲେ। ଏଥିରେ ସେ ଜଳବାୟୁ, ଜୀବବିଜ୍ଞାନ ଏବଂ ଭୂତାତ୍ତ୍ୱିକ ପ୍ରଣାଳୀରେ ପରିବର୍ତ୍ତନକୁ ବୁଝିପାରିଲେ। ନାଚୁରାଲ ଜିଓସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା କହୁଛି ଯେ ପୃଥିବୀରେ ବିପୁଳ ପରିମାଣରେ ମିଥେନ ଗ୍ୟାସ ରହିବ ଏବଂ ଅମ୍ଳଜାନ ଶେଷ ହୋଇଯିବ। ଏସମ୍ପର୍କରେ ଜାଣିବା ପାଇଁ ବୈଜ୍ଞାନିକମାନେ ଜୈବଭୌମିକ ରାସାୟନିକ ଏବଂ ଜଳବାୟୁ ମଡେଲ ବ୍ୟବହାର କରିଥିଲେ। ଏଥିରୁ ଜଣାପଡିଥିଲା ଯେ, ପୃଥିବୀରେ ଅମ୍ଳଜାନ ହ୍ରାସ ପାଇବା ସହିତ ମିଥେନ ଗ୍ୟାସ ବିପୁଳ ପରିମାଣରେ ବୃଦ୍ଧି ପାଉଛି। ପୃଥିବୀରେ ଅମ୍ଳଜାନ ହ୍ରାସର ଘଟଣା ଗୋଟିଏ ବିଲିୟନ ବର୍ଷ ମଧ୍ୟରେ ଘଟିବ। ଭବିଷ୍ୟତରେ ସୌର ପ୍ରବାହରେ ପରିବର୍ତ୍ତନ ଯୋଗୁଁ ଅମ୍ଳଜାନର ଅଭାବ ହେବ। ବୈଜ୍ଞାନିକମାନେ କହିଛନ୍ତି, ସୂର୍ଯ୍ୟର ବୟସ ବଢିବାକୁ ଲାଗୁଛି। ଏହାର କାରଣ ହେଉଛି ଅମ୍ଳଜାନର ଅଭାବ। ଭବିଷ୍ୟତରେ, ନକ୍ଷତ୍ରଗୁଡ଼ିକର ତାପମାତ୍ରା ବୃଦ୍ଧି ପାଇବ ଏବଂ ଏହାର ପ୍ରଭାବ ମଧ୍ୟ ଦୃଶ୍ୟମାନ ହେବ। ଗବେଷଣାରେ ଦାବି କରାଯାଇଛି ଯେ ପୃଥିବୀରେ ଏପରି ପରିସ୍ଥିତି ପ୍ରଥମ ଥର ପାଇଁ ଘଟିବ ନାହିଁ। ଏହା ପୂର୍ବରୁ ମଧ୍ୟ ଘଟିଛି। ପୃଥିବୀରେ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଦାବି କରାଯାଉଛି, ସମାନ ଦୃଶ୍ୟ ପୂର୍ବରୁ ଦେଖାଯାଇଛି।

Earth’s Oxygen Supply: ଗବେଷକ ଦାବି କରିଛନ୍ତି ଯେ ପୃଥିବୀରେ ଅମ୍ଳଜାନର ଅଭାବ ପାଇଁ ପରିସ୍ଥିତି ଆର୍କିଅନ ଇଅନ ଯୁଗରେ ସୃଷ୍ଟି ହୋଇଥିଲା। ଏହା ୨.୪ ବିଲିୟନ ବର୍ଷ ପୂର୍ବେ ଘଟିଥିଲା, ଯେତେବେଳେ ବାୟୁମଣ୍ଡଳରେ ଅମ୍ଳଜାନର ଅଭାବ ଥିଲା। ଜୀବନ ପାଇଁ ଅମ୍ଳଜାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବାୟୁମଣ୍ଡଳରେ ଅମ୍ଲଜାନ ୨୧% । ଅତ୍ୟଧିକ ଗରମ ମଣିଷ ସମାଜ ସମେତ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ବିଲୁପ୍ତ ହେବାକୁ ଠେଲି ଦେଇପାରେ ବୋଲି ଦାବି କରାଯାଇଛି। ଅତ୍ୟଧିକ ଗରମ ଏବଂ ଆଗ୍ନେୟଗିରି କାର୍ଯ୍ୟକଳାପ ଯୋଗୁଁ ବିଶ୍ୱ ବାସଯୋଗ୍ୟ ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

ଶନିଙ୍କ ଚଳନରେ ମାଲାମାଲ ହେବେ ୪ ରାଶି: ଅଚାନକ ବଦଳିଯିବ ଭାଗ୍ୟ, ହେବ ଧନବର୍ଷା

ବୈଦିକ ଜ୍ୟୋତିଷରେ ଶନିଦେବଙ୍କ ଚଳନ ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ମହତ୍ତ୍ୱ ଦିଆଯାଏ। ଶନି ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କଲେ ଏହାର ପ୍ରଭାବ ସମସ୍ତ ୧୨ଟି…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ

ବଲାଙ୍ଗୀର,୨୦।୮( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଗଡା ଗ୍ରାମ ସ୍କୁଲ ନିକଟରେ ଏକ ପୋଖରୀରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri