Posted inଖେଳ

ଭୂମିକମ୍ପ ସତ୍ତ୍ୱେ ଜାରି ରହିଲା ମ୍ୟାଚ୍‌

ପୋର୍ଟ ଅଫ୍‌ ସ୍ପେନ୍‌, ୩୦ା୧: ସ୍ଥାନୀୟ କୁଇନ୍ସ ପାର୍କ ଓଭାଲରେ ଶନିବାର ଆୟର୍ଲାଣ୍ଡ ଓ ଜିମ୍ବାଓ୍ବେ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ମ୍ୟାଚ ଚାଲିଥିବା ବେଳେ କିଛି ସେକେଣ୍ଡ ପାଇଁ ପଡ଼ିଆ ଥରି ଉଠିଥିଲା। ଭୂମିକମ୍ପ କାରଣରୁ ଖେଳାଳିଙ୍କୁ ପଡ଼ିଆ ଥରିଲା ଭଳି ଅନୁଭୁତ ହୋଇଥିଲା। ଏହାସତ୍ତ୍ୱେ ଜାରି ରହିଥିଲା ମ୍ୟାଚ୍‌।

ପରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଥିଲା। ଏଥିଯୋଗୁ କମେଣ୍ଟ୍ରି ବକ୍ସ ଥରିବାରେ ଲାଗିଥିଲା। କମେଣ୍ଟେଟରମାନେ ତାହା ଅନୁଭବ ମଧ୍ୟ କରିପାରିଥିଲେ। ଭୂମିକମ୍ପ ଅନୁଭୂତ ହେବା ସମୟରେ ଆୟର୍ଲାଣ୍ଡ ସ୍ପିନର ମାଥ୍ୟୁ ହମ୍ଫ୍ରେସ୍‌ ଜିମ୍ବାଓ୍ବେର ବ୍ରାଏନ୍‌ ବେନେଟଙ୍କୁ ବୋଲିଂ କରୁଥିଲେ। ବଲ୍‌ ପକାଇବା ବେଳେ ସେ ସାମାନ୍ୟ ଦୋହଲି ଯାଇଥିବା ଦୃଶ୍ୟ ଫ୍ରଣ୍ଟ-ଅନ୍‌ କ୍ୟାମେରାରେ ଦେଖିବାକୁ ମିଳିଥିଲା। ଖେଳ କିନ୍ତୁ ସ୍ଥଗିତ ରଖାଯାଇ ନ ଥିଲା। ବେନେଟ୍‌ ବଲ୍‌ଟିରେ ମିଡ୍‌ ଅଫ୍‌ ଅଞ୍ଚଳକୁ ରକ୍ଷଣାତ୍ମକ ଶଟ୍‌ ଖେଳିଥିଲେ। ପରବର୍ତ୍ତୀ ବଲ୍‌କୁ ସେ ଚୌକା ଲଗାଇଥିଲେ। ସୂଚନାଯୋଗ୍ୟ, ବିଶ୍ୱକପ୍‌ ପ୍ଲେଟ୍‌ ଲିଗ୍‌ରେ ନବମରୁ ଦ୍ୱାଦଶ ସ୍ଥାନ ପାଇଁ ଆୟର୍ଲାଣ୍ଡ ଓ ଜିମ୍ବାଓ୍ବେ ମଧ୍ୟରେ ଏହି ମ୍ୟାଚ ଖେଳାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଇଣ୍ଡିଆଜ୍‌ ଗେମ୍‌’ ପ୍ରାମାଣିକ ଚଳଚ୍ଚିତ୍ର ଉଦ୍‌ଘାଟିତ

ଭୁବନେଶ୍ୱର, ୧୭।୮(ତପନ ସ୍ବାଇଁ): ସ୍ବାଧୀନତା ଦିବସ ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାମାଣିକ ଚଳଚ୍ଚିତ୍ର ‘ଇଣ୍ଡିଆଜ୍‌ ଗେମ୍‌-ଏ ଷ୍ଟୋରି ଅଫ୍‌ ଏ ଟିମ୍‌ ଦ୍ୟାଟ୍‌...

କ୍ୟାରିୟରର ଅନ୍ତିମ ଟେଷ୍ଟରେ ଭାଙ୍ଗିଗଲା ଆଙ୍ଗୁଠି; ତଥାପି ଖେଳି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ

ସାଉଥାମ୍ପଟନ,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲୁଟିସି) ପ୍ରତମ ସଂସ୍କରଣରେ କେନ୍‌ ଓ୍ବିଲିୟମସନ୍‌ଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇଛି। ଏହା ଉଇକେଟକିପର ବ୍ୟାଟ୍ସମ୍ୟାନ ବି ଜେ ଓ୍ବାଟଲିଂଙ୍କ କ୍ୟାରିୟରର...

ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହେବ ଖେଳରତ୍ନ ପୁରସ୍କାର: ମୋଦି

ନୂଆଦିଲ୍ଲୀ,୬।୮: ଭାରତର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନକୁ ଏବେ ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ କରାଯିବ। ଏନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସ୍ବତନ୍ତ୍ର ବୋଲିଂ ଶୈଳୀଯୋଗୁ ବୁମ୍‌ରା ଭିନ୍ନ : ଥମ୍ପସନ

ନୂଆଦିଲ୍ଲୀ, ୨୧।୫(ପି.ଟି.)-ଦ୍ରୁତ ବୋଲିଂ ମାଧ୍ୟମରେ ନିଜ ସମୟରେ ବିଶ୍ୱର ବ୍ୟାଟ୍ସମ୍ୟାନମାନଙ୍କୁ ଭୟଭୀତ କରାଇ ପାରିଥିବା ଇଂଲଣ୍ଡର ଜେଫ୍‌ ଥମ୍ପସନ ଏବେ ଭାରତର ଯଶପ୍ରୀତ ବୁମ୍‌ରାଙ୍କ ପ୍ରଦର୍ଶନରେ...

୨୨୩ରେ ଅଟକିଲା ଟିମ୍‌ ଇଣ୍ଡିଆ

କେପ ଟାଉନ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ନିର୍ଣ୍ଣାୟକ ତଥା ତୃତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମ୍ୟାଚର ପ୍ରଥମ ଦିନରେ...

‌ବିଦେଶରେ ରହିଛି ଏହି ଭାରତୀୟ କ୍ରିକେଟରଙ୍କ ନାଁରେ ରାସ୍ତା

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ଅଧିନାୟକ ବିରାଟ କୋହଲି ଏବଂ ୧୯୮୩ ବିଶ୍ୱକପ୍‌ ବିଜେତା ଅଧିନାୟକ କପିଲ ଦେବ ନାଁରେ ବିଦେଶରେ ରାସ୍ତା ରହିଛି। ଅଷ୍ଟ୍ରେଲିଆର ପଶ୍ଚିମ...

ଭାଜପାରେ ସାମିଲ ହେଲେ ଏହି ପୂର୍ବତନ କ୍ରିକେଟର: ୧୭ ବର୍ଷରେ ଖେଳିଥିଲେ ପ୍ରଥମ ଟେଷ୍ଟ

ଭାରତୀୟ ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ୍‌ ଭାଜପାରେ ସାମିଲ ହୋଇଛନ୍ତି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଶିବରାମ ଭାଜପାରେ ଯୋଗ ଦେଇଛନ୍ତି। ତାମିଲନାଡୁର ଭାଜପା ଇନ୍‌ଚାର୍ଜ...

୧୪୬ ରନ୍‌ କରି ବିଶ୍ୱରେକର୍ଡ ହାସଲ କଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌, ଭାଙ୍ଗିଲେ ଅନେକ ରେକର୍ଡ

ସିଲଂ,୧୪।୧: ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିରେ ମେଘାଳୟ ଅଧିନାୟକ ପୁନିତ ବିଷ୍ଟ ବିଶ୍ୱରେକର୍ଡ ହାସଲ କରିଛନ୍ତି। ସେ ମାତ୍ର ୫୧ ବଲ୍‌ରେ ୧୪୬ ରନ୍‌...

Advertisement
Archives

Model This Week