Advertisement

ଡଚ୍‌ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ହେଗ୍‌, ୧୬।୧: ନେଦରଲାଣ୍ଡ୍‌ସରେ ଶିଶୁଯତ୍ନ ସବ୍‌ସିଡି ଦୁର୍ନୀତିକୁ ନେଇ ଡଚ୍‌ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଟେ ଓ ତାଙ୍କ ସରକାର ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏହି ସବ୍‌ସିଡି ଦୁର୍ନୀତିରେ ହଜାର ହଜାର ମାତାପିତାଙ୍କୁ ଭୁଲ୍‌ରେ ସମ୍ପୃକ୍ତ କରାଯାଇଥିଲା। ବ୍ୟବସ୍ଥା ଭୟଙ୍କର ଭାବେ ତ୍ରୁଟିପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ରୁଟ୍ଟେ ସ୍ବୀକାର କରିଛନ୍ତି। ଅନେକ ଅଭିଭାବକଙ୍କୁ ଅର୍ଥ ଫେରସ୍ତ କରିବାକୁ ପଡ଼ିବାରୁ ସେମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ। ହେଗ୍‌ରେ ୪ ଦଳୀୟ ମେଣ୍ଟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ରୁଟ୍ଟେ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକରେ ୩୮ ହଜାର ନୂଆ ମାମଲା

ଓ୍ବାଶିଂଟନ/ରୋମ୍‌/ ଲଣ୍ଡନ, ୩।୫: କରୋନା ମହାମାରୀ ଯୋଗୁ ବିଶ୍ୱ ଏବେ ଥରହର। ୨୧୨ ଦେଶରେ ଏହି ଭୂତାଣୁ ରାଜୁତି କରୁଥିବା ବେଳେ ଅନାୟାସରେ ଗୋଟିକ ପରେ...

କରୋନା ମୃତ୍ୟୁ: ୬୫ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ବିପଦ ୩୪ଗୁଣ କମ୍‌

ଲଣ୍ଡନ,୧୬ା୫: ବ୍ରିଟେନ୍‌ରେ କରୋନା ଭାଇରସ୍‌ ଜନିତ ମୃତ୍ୟୁ ତଥ୍ୟକୁ ଅନୁଧ୍ୟାନ କଲେ ୬୫ ବର୍ଷରୁ କମ୍‌ ବୟସ୍କଙ୍କ ଜୀବନହାନି ଆଶଙ୍କା ୩୪ଗୁଣ କମ୍‌ ବୋଲି ଜଣାପଡ଼ିଛି।...

ଆମେରିକାର ପାକିସ୍ତାନ ପ୍ରେମ: ପିଓକେକୁ ନେଇ ଦେଲା ବଡ ବୟାନ

ନୂଆଦିଲ୍ଲୀ,୫।୧୦: ପାକିସ୍ତାନ ସହ ଘନିଷ୍ଠତା ବଢ଼ାଉଛି ଆମେରିକା। ଏହାର ସଦ୍ୟତମ ଉଦାହରଣ ହେଉଛି ଆମେରିକାର ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମଙ୍କ ପିଓକେ ଗସ୍ତ। ଏହାକୁ ନେଇ ପାକିସ୍ତାନରେ...

ନ୍ୟୁୟର୍କ ଏଭଳି ବର୍ଷା କେବେ ଦେଖି ନ ଥିଲା

ନ୍ୟୁୟର୍କ, ୪।୯: ସାମୁଦ୍ରିକ ଝଡ଼ ଇଦା ପ୍ରଭାବରେ ଆମେରିକାର ୬ଟି ରାଜ୍ୟ କ୍ଷତିଗ୍ରସ୍ତ ହେବା ସହ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ବାତ୍ୟା ପ୍ରଭାବରେ ପ୍ରବଳ...

୭୭ ବର୍ଷର ମଡେଲ

ଆର୍ଥିକ ପରିସ୍ଥିତି କେବେ କାହାକୁ କେଉଁଠି ପହଞ୍ଚାଇଥାଏ ତାହା କହିବା ମୁସ୍କିଲ। ତେବେ ଦକ୍ଷିଣ କୋରିଆର ୭୭ ବର୍ଷୀୟା ମହିଳା ଚୋଇ ସୁନ ଏବେ ଯୁବବର୍ଗଙ୍କ...

ମହାକାଶ ଆବର୍ଜନାକୁ ସଫା କରିବ ଚାଇନା ଉପଗ୍ରହ…

ବେଜିଂ,୨୪।୧୦: ମହାକାଶରେ ଜମା ହେଉଥିବା ଆବର୍ଜନାକୁ ସଫା କରିବା ଲାଗି ଚାଇନା ପକ୍ଷରୁ ରବିବାର ଏକ ଉପଗ୍ରହ ଉତ୍‌କ୍ଷେପଣ କରାଯାଇଛି। ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶର...

ବଡବିଲ୍‌ରୁ ଚୋରି ହାଇଓ୍ବା ଝାଡଖଣ୍ଡରୁ ଜବତ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

ବଡ଼ବିଲ, ୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ହାଇଓ୍ବାକୁ ପୋଲିସ ବୁଧବାର ରାତିରେ ଝାଡଖଣ୍ଡରୁ...

ସ୍ପେସ୍‌ ଷ୍ଟେଶନ ପାର୍ଟନରଶିପ୍‌ରୁ ଓହରିବ ରୁଷିଆ

ମସ୍କୋ, ୨୭ା୭: ୟୁକ୍ରେନ ଯୁଦ୍ଧକୁ ନେଇ ମୁହଁାମୁହିଁ ହୋଇଥିବା ରୁଷିଆ ଓ ଆମେରିକା ମଧ୍ୟରେ ତିକ୍ତତା ଆଉପାଦେ ଆଗକୁ ବଢ଼ିଛି। ରୁଷିଆ ଓ ଆମେରିକା ଅନ୍ତର୍ଜାତୀୟ...

Advertisement
Archives

Model This Week