ଘରୋଇ ସ୍କ୍ରବ

ଚେହେରାର ବିଭିନ୍ନ ସ୍ଥାନରେ ଥିବା ଅନାବଶ୍ୟକ ଲୋମକୁ ସଫା କରିବା ପାଇଁ ସମସ୍ତେ ସ୍କ୍ରବ ବ୍ୟବହାର କରିଥା’ନ୍ତି। ତେବେ ଆପଣ ଚାହିଁଲେ ଘରୋଇ ଉପାୟରେ ବିଭିନ୍ନ ପ୍ରକାରର ସ୍କ୍ରବ ତିଆରି କରିପାରିବେ….
କଦଳୀ ଓଟ୍‌ସ ସ୍କ୍ରବ
ଗୋଟିଏ ପାଚିଲା କଦଳୀରେ ଦୁଇ ବଡ଼ ଚାମଚ ଓଟ୍‌ସ ମିଶାଇ ତାକୁ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୨୦ ମିନିଟ୍‌ ଛାଡ଼ିଦିଅନ୍ତୁ। ଶୁଖିଗଲା ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ।
ଛୋଲେ ଅଟାରେ ସ୍କ୍ରବ:
୧ ଚାମଚ ହଳଦୀ ଗୁଣ୍ଡ, ୧ ଚାମଚ କ୍ରିମ୍‌, ଅଧାକପ୍‌ କ୍ଷୀର ସହିତ ଅଧା କପ୍‌ ଛୋଲେରୁ ପ୍ରସ୍ତୁତ ଅଟାମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଅନାବଶ୍ୟକ ଲୋମ ଥିବା ସ୍ଥାନରେ ଏହି ପେଷ୍ଟକୁ ଲଗାଇ ୩୦ ମିନିଟ୍‌ ଛାଡ଼ିଦିଅନ୍ତୁ। ଶୁଖିଗଲା ପରେ ତ୍ୱଚାର ବିପରୀତ ଦିଗରେ ଘଷି ଘଷି ଛଡାନ୍ତୁ। ଶେଷରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ଅଣ୍ଡା ଓ କର୍ନଫ୍ଲୋର ମାସ୍କ
୧ଟି ଅଣ୍ଡାରେ ୧ ଚାମଚ ଚିନି ଓ ଅଧା ଚାମଚ କର୍ନଫ୍ଲୋର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହାପରେ ହାତରେ ଘଷି ଧୀରେ ଧୀରେ ଛଡ଼ାନ୍ତୁ। ଶେଷରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ଏପରି ଦୁଇ କିମ୍ବା ତିନିଥର କରନ୍ତୁ।
ଅମୃତଭଣ୍ଡା ଓ ହଳଦୀ
ଅଳ୍ପ ପାଚିଲା ଅମୃତଭଣ୍ଡା ସହିତ ଅଧା ଚାମଚ ହଳଦୀ ଗୁଣ୍ଡ ଓ ୩ ବଡ଼ ଚାମଚ ଆଲୋବେରା ଜେଲ୍‌କୁ ଭଲଭାବେ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାକୁ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡ଼ିଦିଅନ୍ତୁ। ଶୁଖିଗଲା ପରେ ହାତରେ ଘଷି ଉଷୁମ ପାଣିରେ ଧୋଇ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଥଣ୍ଡା ପାଇଁ ଘରୋଇ ଚିକିତ୍ସା

ଥଣ୍ଡା ପାଇଁ ଅଧିକାଂଶ ଲୋକେ ଏଲୋପାଥି ଔଷଧ ବ୍ୟବହାର କରିଥାନ୍ତି। ବେଳେବେଳେ ଯେତେ ଔଷଧ ଖାଇଲେ ମଧ୍ୟ ଥଣ୍ଡା ଭଲ ହୋଇ ନ ଥାଏ। ଅଦିନିଆ...

ଏସିଡିଟିରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଅଧୁଆ ମୁହଁରେ କରନ୍ତୁ ଏପରି…

ପ୍ରତିଦିନ ସକାଳେ ମୁହଁ ନ ଧୋଇ ଦେଢ଼ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏପରି କଲେ...

ହଟ୍‌ ଷ୍ଟୋନ୍‌ ମସାଜ୍‌ ରଖେ ଏସବୁ ରୋଗରୁ ଦୂରେଇ…

ବିଭିନ୍ନ ଶାରୀରିକ ସମସ୍ୟା କ୍ଷେତ୍ରରେ ହଟ୍‌ ଷ୍ଟୋନ୍‌ ମସାଜ୍‌ ଯୋଗୁ ସୁଫଳ ମିଳିଥାଏ। ଏହି ପ୍ରକାର ଚିକିତ୍ସାରେ ପଥରକୁ ଗରମ କରି ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ...

ମହାମାରୀ ସ୍ପାନିସ୍‌ ଫ୍ଲୁ

ସ୍ପାନିସ୍‌ ଫ୍ଲୁ H1N1 ଇନ୍‌ଫ୍ଲୁଏଞ୍ଜା ଭାଇରସ ଦ୍ବାରା ସୃଷ୍ଟି ହୋଇଥିବା ଦୁଇଟି ମହାମାରୀ ମଧ୍ୟରୁ ପ୍ରଥମ । ଏହି କ୍ରମରେ ଦ୍ବିତୀୟ ମହାମାରୀଟି ହେଉଛି ୨୦୦୯...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଏହି ରସ

ପ୍ରାଚୀନ କାଳରୁ ଦୂରାରୋଗ୍ୟ ରୋଗର ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ପାଇଁ ଅଁଳା ବ୍ୟବହାର କରାଯାଉଛି। ଭିଟାମିନ, ଫାଇବର୍‌, କ୍ୟାଲସିୟମ୍‌ ଏବଂ କାର୍ବୋହାଇଡ୍ରେଟ୍‌ ଭଳି ତତ୍ତ୍ୱରେ ଭରପୂର୍‌...

ଘରକୁ ରଖନ୍ତୁ ସୁବାସିତ

ନିଜ ଘରକୁ ସବୁବେଳେ ସଫା ଏବଂ ସୁନ୍ଦର ରଖିବାକୁ ସମସ୍ତେ ଚାହାନ୍ତି। ଆଉ ଏଥିପାଇଁ ବିଭିନ୍ନ ପ୍ରକାର ଡେକୋରେଟିଭ୍‌ ସାମଗ୍ରୀ ବି ବ୍ୟବହାର କରନ୍ତି। ହେଲେ...

ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ପ୍ରତିଦିନ ଖାଆନ୍ତୁ …

କମଳା ସ୍ବାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଯଦି ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କମଳା ଖାଆନ୍ତୁ। କମଳାରେ ଭିଟାମିନ୍‌ ‘ସି’ ଠାରୁ ଆରମ୍ଭ...

ଏଭଳି ପରିସ୍ଥିତିରେ ଜଣଙ୍କୁ ଅନ୍ୟ ଜଣଙ୍କ ପାଇଁ ଭୋଗିବାକୁ ପଡ଼େ କଷ୍ଟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ ଏବଂ ସୁଖୀ କରିବା ପାଇଁ ଅନେକ ଶ୍ଳୋଳ ବର୍ଣ୍ଣନା କରିଛନ୍ତି। ଯାହାକୁ ଅନୁସରଣ କରି ଜୀବନକୁ ସଫଳ...

Play 250+ Trending Games
Archives

Model This Week

Why Dharitri