Posted inVideo

ଡାକ୍ତରଙ୍କ ବିନା ପରାମର୍ଶରେ ଖାଆନ୍ତୁ ନାହିଁ ଏହି ଔଷଧ

Featured Video Play Icon

କିଛି ମେଡିସିନ ବା ଟାବଲେଟ ଅଛି ଯାହାର ଖୋଳ ଉପରେ ଏକ ଲାଲ ରଙ୍ଗର ପଟି ରହିଥାଏ । କିଛି ମେଡିସିନ ଖୋଳରେ ନାଲି ରଙ୍ଗର କିଛି ପଟି ଥାଏ । ହୁଏତ ଖୁବ କମ ଲୋକ ଜାଣିଛନ୍ତି କାହିଁକି ମେଡିସିନ ଖୋଳ ଉପରେ ଏହି ଲାଲ ରଙ୍ଗର ପଟି ରହିଥାଏ ? ବିଶେଷ କରି ଏହି ନାଲି ରଙ୍ଗର ପଟି ବାବଦରେ ଡାକ୍ତମାନଙ୍କର ଅଧିକ ଜ୍ଞାନ ରହିଥାଏ । ଏହି ନାଲି ରଙ୍ଗର ପଟିର ଅର୍ଥ ହେଉଛି , ଏହି ପଟିଥିବା ଔଷଧକୁ ଆପଣମାନେ ବିନା ଡାକ୍ତରଙ୍କ ପରାମର୍ଶରେ ଖାଇ ପାରିବେ ନାହିଁ । ଆଣ୍ଟିବାୟୋଟିକ ଔଷଧର ଅପବ୍ୟବହାରକୁ ରୋକିବା ପାଇଁ ଏହି ନାଲି ରଙ୍ଗର ପଟିକୁ ଔଷଧ ଖୋଳରେ ସଂଙ୍କେତ ଭାବେ ଚିହ୍ନଟ କରାଯାଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ବାଲେଶ୍ୱରରେ ବାତ୍ୟା ବିତ୍ପାତ, ଘରେ ଘରେ ପଶିଲା ପାଣି

ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହାର ପ୍ରଭାବରେ ପବନର ବେଗ ଅଧିକରୁ ଅଧିକ ହେବାରେ ଲାଗିଛି । ବାଲେଶ୍ୱର ଚାନ୍ଦୁପୁର ଅଂଚଳରେ...

Featured Video Play Icon

In memory of Nandini Satpathy

ନନ୍ଦିନୀ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। କିଏ କହେ ସେ ଅନନ୍ୟା, କିଏ କହେ ବହ୍ନିକନ୍ୟା। ହେଲେ ସେ ଏ ମାଟିର କନ୍ୟା। ଯାହାଙ୍କର ପଟାନ୍ତର ନାହିଁ।...

Featured Video Play Icon

ଲୋକେ ଖୋଜୁଛନ୍ତି ରେମ୍‌ଡେସିଭିର୍

କରୋନା ଭାଇରସ ସଂକ୍ରମଣ ସାରା ଦେଶ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ଦେଶର ବିଭିନ୍ନ ବଡ଼ବଡ଼ ସହରରେ ଏବେ ସ୍ଥିତି ଖରାପ ହୋଇ...

Featured Video Play Icon

ସୁସ୍ଥ ହୋଇଥିବା ପ୍ରଥମ କରୋନା ପଜିଟିଭ୍ କହିଲେ ତାଙ୍କ ଅନୁଭୂତି

ଦିନିକୁ ଦିନ ସାରା ବିଶ୍ବରେ କରୋନାକୁ ନେଇ ଆତଙ୍କ ବଢିବାରେ ଲାଗିଛି । ରାଜ୍ୟରେ ଏହାଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଛୁଇଁଛି । ତେବେ...

Featured Video Play Icon

This is how you can keep your kidneys healthy | କିଡନୀକୁ କେମିତି ରଖିବେ ସୁସ୍ଥ

Kidneys have a significant role to play in protecting our health. In turn, it is important for us to...

Featured Video Play Icon

ଦଙ୍ଗା ପାଇଁ ହୋଇଥିଲା ଷଡଯନ୍ତ୍ର

୨୦୨୦ ଫେବୃଆରୀ ୨୩ ,ଦେଶର ସବୁଠାରୁ ହାଇ ସିକ୍ୟୁରୁଟି ଜୋନ୍ କୁହାଯାଉଥିବା ଦିଲ୍ଲୀ ଦଙ୍ଗା ଥରହର କରି ଦେଇଥିଲା ସାରା ଦେଶକୁ । ଯେଉଁ ଦଙ୍ଗାରେ...

Featured Video Play Icon

ସମ୍ପର୍କରେ ଫାଟ ସାବୁନଫେଣ | Story Diary

ନିଦ ନହେଲେବି ଖଟଟା ଉପରେ ସେମିତି ଗଡପଡ ହେଉଥାନ୍ତି ବିକାଶ ବାବୁ। ସେପଟେ ହେମନ୍ତ ମଉସା ତାଙ୍କ ନାତି ଆୟୁଷକୁ ପାଇପ୍ ପାଖରେ ଗାଧୋଇ ଦେଉଥାନ୍ତି।...

Featured Video Play Icon

ମନ୍ ମିଜାଜ : କରୋନା ଆମକୁ ଅନେକ କିଛି ଶିଖାଇଲା

ସାରା ବିଶ୍ୱରେ ଏବେ କରୋନାକୁ ନେଇ ଲଢେଇ ଜାରି ରହିଛି । କରୋନା ପାଇଁ ଲକଡାଉନ ବି କରାଯାଇଛି । ତେବେ କରୋନା ଓ ଲକଡାଉନ...

Advertisement
Archives

Model This Week