Posted inଖେଳ

କିମ୍ବଦନ୍ତୀ ଖେଳାଳିଙ୍କ ସର୍ବକାଳୀନ ରେକର୍ଡର ସମକକ୍ଷ ହେଲେ ଜୋକୋଭିଚ୍‌

ପ୍ୟାରିସ,୧।୩ : ଏଟିପି ର଼୍ୟାଙ୍କିଙ୍ଗ୍‌ର ଶୀର୍ଷରେ ରହିବାରେ କିମ୍ବଦନ୍ତୀ ରୋଜର ଫେଡରରଙ୍କ ସର୍ବକାଳୀନ ରେକର୍ଡର ସମକକ୍ଷ ହୋଇଛନ୍ତି ନୋଭାକ ଜୋକୋଭିଚ୍‌। ଟେନିସ ଇତିହାସର ଏହି ଦୁଇ ମହାନ ଖେଳାଳି ୩୧୦ ସପ୍ତାହ ଧରି ଏଟିପି ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ରହିଛନ୍ତି। ଗତ ମାସରେ କ୍ୟାରିୟରର ୯ମ ଅଷ୍ଟ୍ରେଲିଆଲ ଓପନ ଓ ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାତେଇବା ପରେ ଫେଡରରଙ୍କ ରେକର୍ଡ ଭାଙ୍ଗିବା ସୁନିଶ୍ଚିତ ହୋଇଥିଲା।

ଗତବର୍ଷ ଫେବୃୟାରୀରେ ରାଫାଲ ନାଡାଲଙ୍କୁ ହଟାଇ ପୋଲ ପୋଜିଶନକୁ ହାତେଇଥିଲେ ଜୋକୋଭିଚ୍‌। ୬ଷ୍ଠ ଥର ପାଇଁ ନଂ ୧ ପୁରୁଷ ସିଙ୍ଗଲ୍ସ ଖେଳାଳି ଭାବେ ବର୍ଷ ଶେଷ କରିଥିଲେ। ୨୦୧୪ ଜୁଲାଇରୁ ୨୦୧୬ ନଭେମ୍ବର ପର୍ଯ୍ୟନ୍ତ ସର୍ବାଧିକ ୧୨୨ ସପ୍ତାହ ଧରି ଶୀର୍ଷସ୍ଥାନରେ ରହିଥିଲେ ୩୨ ବର୍ଷୀୟ କେଳାଳି। ଏହି ରେକର୍ଡ ଏବେ ମଧ୍ୟ ଫେଡରର (୨୩୭ ସପ୍ତାହ)ଙ୍କ ନାମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ପାଇଁ ସହଜ ନୁହେଁ ସେମିଫାଇନାଲ ରାସ୍ତା: ଜାଣନ୍ତୁ କ’ଣ ରହିଛି ସମୀକରଣ

ଦୁବାଇ,୨୬।୧୦: ଟି -୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ଭାରତୀୟ ଦଳ ଚିନ୍ତାରେ ପଡିଯାଇଛି। ଏହି ପରାଜୟ କେବଳ ଟିମ ଇଣ୍ଡିଆର...

କିଶୋରଙ୍କୁ ହଙ୍ଗେରୀ ଭିଜା ମିଳିଲା

ନୂଆଦିଲ୍ଲୀ, ୧୯।୮ (ପି.ଟି.): ଭାରତୀୟ ଜାଭେଲିନ ତାରକା ଓଡ଼ିଶାର କିଶୋର କୁମାର ଜେନାଙ୍କୁ ହଙ୍ଗେରୀ ଯାତ୍ରା ପାଇଁ ଭିଜା ମିଳିଛି। ଫଳରେ ସେ ଶନିବାରଠାରୁ ୨୭...

ଓପନିଂ ମ୍ୟାଚ ଖେଳିବେନି ରାବାଡା, ନର୍ଟଜେ

ମୁମ୍ବାଇ, ୬ା୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବା ଲାଗି ଦିଲ୍ଲୀ କ୍ୟାପିଟାଲ୍ସ ପେସ୍‌ ବୋଲର କାଗିସୋ ରାବାଡା ଓ ଆନରିଚ୍‌ ନର୍ଟଜେ ମଙ୍ଗଳବାର ଏଠାରେ...

ଆଇପିଏଲ୍‌ରେ : ‘ବ୍ଲାକ୍‌ ଲାଇଭ୍‌ ମ୍ୟାଟର’ ଆନ୍ଦୋଳନ ସାମିଲ ନ ହେବାରୁ ହୋଲ୍ଡର ଦୁଃଖିତ

ଦୁବାଇ,୨୨।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ‘ବ୍ଲାକ୍‌ ଲାଇଭ୍‌ ମ୍ୟାଟର’ ଆନ୍ଦୋଳନ ସାମିଲ ନ ହେବା ଦୁଃଖଦାୟକ ବୋଲି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର...

କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ

ମୁମ୍ବାଇ,୧୬।୨: ମୁମ୍ବାଇ ବିମାନ ବନ୍ଦର ନିକଟ ଏକ ତାରକା ହୋଟେଲ ସମ୍ମୁଖରେ ଟିମ୍‌ ଇଣ୍ଡିଆ କ୍ରିକେଟର ପୃଥ୍ବୀ ଶ’ଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।...

ବିବାଦୀୟ କାଷ୍ଟିଲୋ

ଇକ୍ୱେଡର ଏହାର ଚତୁର୍ଥ ଫିଫା ଫୁଟ୍‌ବଲ ବିଶ୍ୱକପ୍‌ ଖେଳିବାକୁ ଯାଉଛି। ସୋମବାର ସନ୍ଧ୍ୟା ଦଳ ଘୋଷଣା କରିବାର ଶେଷ ସମୟ ରହିଥିଲା। ବିବାଦକୁ ଏଡାଇବାକୁ ଯାଇ...

ଟିମ୍‌ ଇଣ୍ଡିଆ ପାଇଁ କଡ଼ା ପରୀକ୍ଷା

ଅକ୍ଟୋବରରେ ଟି୨୦ ବିଶ୍ୱକପ ଖେଳିବାପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା ହୋଇସାରିଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚବିଶିଷ୍ଟ ଟି୨୦...

‘ଅମ୍ଫନ୍‌’ ପ୍ରଭାବିତ ୧୦ ହଜାର ପରିବାରଙ୍କୁ ସହାୟତା କରୁଛନ୍ତି ସୌରଭ ଗାଙ୍ଗୁଲି

ଗତ ମାସରେ ଆସିଥିବା ବାତ୍ୟା ‘ଅମ୍ଫନ୍‌’ ଯୋଗୁ ପଶ୍ଚିମବଙ୍ଗରେ ପ୍ରବଳ କ୍ଷୟକ୍ଷତି ହୋଇଥିଲା। ବାତ୍ୟା ଯିବାର ପ୍ରାୟ ମାନେ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲୋକଙ୍କ ଅବସ୍ଥା...

Advertisement
Archives

Model This Week