Posted inଖେଳ

ଦିଲ୍ଲୀ ଟେଷ୍ଟରୁ ବାଦ୍‌ ପଡ଼ିଲେ ଓ୍ବାର୍ନର

ନୂଆଦିଲ୍ଲୀ,୧୮।୨: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ବଡ ଝଟ୍‌କା ଲାଗିଛି। ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ବାର୍ନର ଆହତ ହୋଇଥିବା କାରଣରୁ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତେବେ ନିୟମାନୁଯାୟୀ ତାଙ୍କ ସ୍ଥାନରେ ମ୍ୟାଟ୍‌ ରେନ୍ସାଓଙ୍କୁ ସାମିଲ କରାଯାଇଛି।

ଓ୍ବାର୍ନର ମ୍ୟଚ୍‌ର ପ୍ରଥମ ଦିନରେ ଦ୍ରୁତ ବୋଲର୍‌ ମହମ୍ମଦ ସିରାଜଙ୍କ ଏକ ବଲ୍‌କୁ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ଆହତ ହୋଇଥିଲେ। ପରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରିବାକୁ ଆସିବା ପରେ ସେ ଫିଲ୍ଡିଂ କରୁ ନ ଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କପିଳଙ୍କ ନୂଆ ଲୁକ୍‌ରେ ଧୋନୀ, ରିଚାଡର୍‌ସଙ୍କ ଛାପ

ନୂଆଦିଲ୍ଲୀ, ୨୬।୪ (ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ କପିଳ ଦେବଙ୍କୁ ଏବେ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ରୂପେ ଲଣ୍ଡା ହେବା ସହ କିଛି...

୧୧୯ ରନ୍‌ କରିପାରିଲା ନାହିଁ ପାକିସ୍ତାନ

ହରାରେ,୨୩।୪: ସିରିଜ୍‌ର ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଜିତିବା ପାଇଁ ପାକିସ୍ତାନକୁ ଦରକାର ଥିଲା ୧୧୯ ରନ୍‌। ପାକିସ୍ତାନର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ୍‌ ଆଗରେ ଥିଲା...

୧୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରସିଦ

ଚଟୋଗ୍ରାମ,୫।୯: ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ୍‌ ନିଜ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ସ୍ଥାନୀୟ ଜାହୁର ଅହମ୍ମଦ ଚୌଧାରୀ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ବାଂଲାଦେଶ...

ନିଜ ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ: ଅଲିମ୍ପିକ୍ସ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ

ଭୁବନେଶ୍ୱର(ସ୍ପୋଟର୍‌ସ ବ୍ୟୁରୋ)୨୨।୬: ଭାରତ ଦ୍ରୁତତମ ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ପଟିଆଲାରେ ଚାଲିଥିବା ଭାରତୀୟ...

ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଷ୍ଟିଭ୍‌ ଓ୍ବଙ୍କ ଚେତାବନୀ

ମୋଲବୋର୍ନ, ୭।୧୧(ପି.ଟି.)- ଆସନ୍ତା ଭାରତ ବିପକ୍ଷ ଘରୋଇ କ୍ରିକେଟ ସିରିଜ ଅବସରରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ ବାକ୍‌ ଯୁଦ୍ଧରେ ଲିପ୍ତ ରହିବାରୁ...

ପୁଣି ହାରିଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୧୬।୩: ଦିନିକିଆ ମହିଳା ବିଶ୍ୱକପ -୨୦୨୨ର ଏକ ମ୍ୟାଚରେ ବୁଧବାର ଇଂଲଣ୍ଡ ଭାରତୀୟ ମହିଳା କ୍ରିକେଟ ଦଳକୁ ୪ ଉଇକେଟରେ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ମିତାଲି...

ବେନ୍‌ ଫୋକ୍ସଙ୍କ ପାଇଁ ସୁଯୋଗ

ଚେନ୍ନାଇ, ୨।୨-ଦୀର୍ଘ ୨ ବର୍ଷ ବ୍ୟବଧାନରେ ଇଂଲଣ୍ଡ ଉଇକେଟ କିପର ବେନ୍‌ ଫୋକ୍ସଙ୍କ ପାଇଁ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ସୃଷ୍ଟି ହୋଇଛି। ଭାରତ ବିପକ୍ଷ...

ଖେଳାଇ ଦେଉନି ୟୁକେର ପାଗ

ସାଉଥାମ୍ପଟନ, ୧୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲର ପ୍ରଥମ ଦିନକୁ ବର୍ଷା ଧୋଇ ଦେବା ପରେ ପର୍ଯ୍ୟାପ୍ତ ଆଲୋକ ଅଭାବରୁ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା...

Advertisement
Archives

Model This Week