୪୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୨୧।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୫୪୯ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା କମି ୪୦ ତଳେ ରହିଛି। ଏହା ୩୧ରେ ପହଞ୍ଚିିଛି।

ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା ୩୦ ହଜାର ତଳେ ରହିଛି। ଏହା ୨୫ ହଜାର ୧୦୬ ରହିଛି। ସେହିପରି ୨୪ ଘଣ୍ଟାରେ ୨ ହଜାର ୬୫୨ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୧୬ ହଜାର ୫୧୦ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୯ ହଜାର ୩୯୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୪ ଲକ୍ଷ ୬୭ ହଜାର ୭୭୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ କେରଳର ସର୍ବାଧିକ ୫୯୬ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ମିଜୋରାମ୍‌ରେ ୧୨୩ ଜଣ, ମହାରାଷ୍ଟ୍ରରେ ୧୧୩ ଜଣ ଏବଂ କର୍ନାଟକରେ ୧୦୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୮୧ କୋଟି ୨୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୨୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୮ କୋଟି ୫୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶ ଅପେକ୍ଷା ପଶ୍ଚିମବଙ୍ଗରେ ବଡ଼ ବିଜୟ ହାସଲ କରିବୁ: ଅମିତ ଶାହା

କୋଲକତା,୭।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଛି। ଭାରତୀୟ ଜନତା ପାର୍ଟି କ୍ରମାଗତ ଭାବରେ ରାଜ୍ୟରେ ବଡ ବିଜୟ ଦାବି କରୁଛି। ଏଥି...

ବିବାହ ସମୟରେ ଆରବୀ ଶବ୍ଦ କହିଲା ବେଳେ ଝୁଣ୍ଟିଲେ ବର: ମୌଲବୀଙ୍କୁ ସନ୍ଦେହ ହେବାରୁ ଜଣାପଡ଼ିଲା ସତ

ଲକ୍ଷ୍ନୌ,୧୪।୬: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବିବାହ ସମୟରେ ଜଣେ ବରଙ୍କ ମିଥ୍ୟା ପଦାକୁ ଆସିଛି। ବିବାହ ସମୟରେ ଆରବୀ...

ମମତାଙ୍କ ନିକଟକୁ ‘ରାମ ଚରିତ ମାନସ’ ପଠାଇଲେ କାଶୀ ସାଧୁ

ବାରଣାସୀ,୪।୬: ପଶ୍ଚିମବଙ୍ଗରେ ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ନେଇ ରାଜନୀତି ମାହୋଲ ସରଗରମ ଥିବା ବେଳେ ଏବେ ଏଥିରେ ଘିଅ ଢାଳିଛନ୍ତି କାଶୀର କେତେଜଣ ସାଧୁ। ସୋମବାର...

ପୁରୋହିତଙ୍କୁ କ’ଣ ଦକ୍ଷିଣା ଦେଲେ ମୋଦି: ଜାଣନ୍ତୁ…

ଅଯୋଧ୍ୟା, ୫।୮: ୫ ଅଗଷ୍ଟ ୨୦୨୦ରେ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମଭୂମିରେ ଏକ ନୂଆ ଇତିହାସ ଲେଖା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର...

ଘରେ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ଉପରେ ନଜର ରଖିବାକୁ ଆପ୍ ଲଞ୍ଚ କଲେ ଗୋଆ ସରକାର

ପଣଜୀ,୫ ।୪: କରୋନା ସଂକ୍ରମଣ କାରଣରୁ ଯେଉଁମାନେ ଘରେ କ୍ୱାରାଣ୍ଟାଇନରେ ରହିଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ଗୋଆ ସରକାର ଜିପିଏସ୍ ବେସ୍‌ଡ ଲୋକେଶନ ଟ୍ରାକର...

ହାଇଟେକ୍‌ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା: ୨୦୨୦ ସୁଦ୍ଧା ୧୩ ଇଣ୍ଟିଗ୍ରେଟେଡ୍‌ ବାଟେଲ ଗ୍ରୁପ୍‌ ହେବେ ମୁତୟନ

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ସେନା ହାଇଟେକ୍‌ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଏହାକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ରଣନୀତିରେ କେତେକ ପରିବର୍ତ୍ତନ କରାଯାଉଛି। ଏହା...

କାଶୀକୁ ପ୍ରଧାନମନ୍ତ୍ରୀଙ୍କ ଉପହାର

ବାରାଣସୀ,୧୫ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବାରାଣସୀ ଗସ୍ତ କରିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା...

କଳଙ୍କିତ ସୁଶାସନ

ପାଟନା,୧୪ା୧: ବିହାରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ମୁଜାଫରପୁର ସହରରେ ଅପରାଧୀମାନେ ବୁଧବାର ଜଣେ ନାବାଳିକାଙ୍କୁ ଗଶବଳାତ୍କାର କରିବା ପରେ ଘରେ ପଶି ଜିଅନ୍ତା...

Advertisement
Archives

Model This Week