ନିଜ ବନ୍ଧୁକରୁ ଗୁଳି ଫୁଟାଇ ସିଆର୍‌ପିଏଫ୍‌ ଯବାନଙ୍କ ଆତ୍ମହତ୍ୟା

ମାଲକାନଗିରି,୩୧ା୧୦(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ଜଣେ ସିଆର୍‌ପିଏଫ୍‌ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଛତିଶଗଡର ଦର୍ନାପାଲସ୍ଥିତ ୨୨୩ ବାଟାଲିୟନରେ କାର୍ଯ୍ୟ କରୁଥିବା ଯବାନ କମଳକାନ୍ତ ଏପରି ଘଟାଇଛନ୍ତି। ତାଙ୍କ ଘର ଓଡ଼ିଶାର ଝାରସୁଗୁଡାରେ ବୋଲି ଜଣାପଡିଛି। ସେ କିଛିଦିନ ତଳେ ଛୁଟିରେ ଗ୍ରାମକୁ ଯାଇ ଫେରିଥିଲେ। ଏହା ଏକ ପ୍ରେମଜନିତ ମୃତ୍ୟୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସୁକ୍‌ମା ଏସ୍‌ପି କୋଏଲ ଧ୍ରୁବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ନିର୍ମାଣରେ ଦୁର୍ନୀତି: କାମ ନ କରି ହୋଇଛି ବିଲ୍‌

କୋରୁକୋଣ୍ଡା,୭ା୧୨(ଡି.ଏନ. ଏ.): ସରକାର ସ୍ବଚ୍ଛ ଭାରତ ଅଭିଯାନ ନାମରେ ବହୁ ଅର୍ଥ ଖର୍ଚ୍ଚ କରୁଥିବା କହୁଥିବା ବେଳେ ଏଥିରୁ ହିତାଧିକାରୀମାନେ ସୁଫଳ ପାଉନାହାନ୍ତି। ମାଲକାନଗିରି ଜିଲା...

ସୀମାନ୍ତରୁ ଧରାପଡିଲେ ୫ ମାଓବାଦୀ

ମାଲକାନଗିରି,୨୪ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ପୋଲିସ ଏବଂ ସିଆରପିଏଫ-୧୫୧ବାଟାଲିୟନ ପକ୍ଷରୁ ସର୍ଚ୍ଚ ଅପରେଶନ ବେଳେ ଜାରପାଲି ଜଙ୍ଗଲରୁ ୫ ଜଣ ମାଓବାଦୀ ଧରାପଡିଛନ୍ତି। ସେମାନଙ୍କ...

ବୁଡ଼ିଲା ପୋଲ: ଆନ୍ଧ୍ର- ଓଡିଶା ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି,୧୨।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ୪ ଦିନ ଧରି ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲାର ସିଲେରୁ, ସାବେରୀ, ପୋଟେରୁ ଓ...

ଟପ୍‌ କ୍ୟାଡର ମାଓବାଦୀ ନେତା ପାପା ରାଓଙ୍କ ମୃତ୍ୟୁ ନେଇ ଚର୍ଚ୍ଚା

ମାଲକାନଗିରି, ୨୩ା୧(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ସୁକମା ଅଞ୍ଚଳରେ ସର୍ବଦା ନିଜ ଆଧିପତ୍ୟା ଜାହିର ରଖିଥିବା ମୋଷ୍ଟ ଓ୍ବାଣ୍ଟେଡ ତଥା ଟପ କ୍ୟାଡର ମାଓବାଦୀ...

ଏମ୍‌ଭି-୧୧୧ ପ୍ରଥମ, ସୋରିଷମାଳ ଦ୍ୱିତୀୟ,ସିନ୍ଧ୍ରିମାଳ ତୃତୀୟ

ମାଲକାନଗିରି,୧୪।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଅବସରରେ ସତୀଗୁଡ଼ା ଜଳଭଣ୍ଡାରରେ ଶୁକ୍ରବାର ମତ୍ସ୍ୟଜୀବୀମାନଙ୍କୁ ନେଇ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲା...

ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିରି,୩୧ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପୋଲିସ ଓ ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ତଥ୍ୟ...

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ସ୍କୁଲ ପାଚେରି

ମାଲକାନଗିରି,୩୦ା୫(ଡି.ଏନ୍‌.ଏ.): ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ସ୍କୁଲ ପାଚେରି। ଅସରାଏ ବର୍ଷାରେ ଶନିବାର ରାତିରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଅଁଳାପଦର ସ୍କୁଲର ପାଚେରି ନଷ୍ଟ...

ମାଓବାଦୀ ଗଡ଼ରେ ପଞ୍ଚାୟତ ଲଢ଼େଇ

ମାଲକାନଗିରି,୩ା୨ (ଡି.ଏନ.ଏ.) ଏକଦା ମାଓବାଦୀଙ୍କ ଭୟରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ଗତଥର ବନ୍ଦ ହୋଇଯାଇଥିବା ପଞ୍ଚାୟତ ନିର୍ବାଚନ ଚଳିତବର୍ଷ ହେଉଛି। ଏନେଇ...

Advertisement
Archives

Model This Week