ପଞ୍ଚାୟତରେ ଦୁର୍ନୀତି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେନ୍ଦୁଝର,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ପିଟାପିଟି ପଞ୍ଚାୟତରେ ହୋଇଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ ପାଇଁ ବୁଧବାର ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବହୁ ସଂଖ୍ୟାରେ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ଯାଇ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି। ଅନେକ କାମ ଶେଷ କରା ନ ଯାଇ ବିଲ୍‌ ପୈଠ ହୋଇଥିବା ଅଭିଯୋଗ ହୋଇଛିା ଏହିସବୁ ଦୁର୍ନୀତିର ତଦନ୍ତ କରାଗଲେ ବହୁ ଅନିୟମିତତା କାର୍ଯ୍ୟ ପଦାକୁ ଆସିପାରିବ ବୋଲିସ ମୋନେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଝଲସିବନି ଲୋଭୀଙ୍କ ପୀଠ

ବଅଁରପାଳ, ୨୬ା୧୧(ଉପେନ୍ଦ୍ର ରାଉତ): ପ୍ରତିବର୍ଷ ଧୁମଧାମରେ ଅନୁଷ୍ଠିତ ହେଉଥିବା ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀଙ୍କ ଯାତ୍ରା...

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରୂପ୍‌ସା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ପରିକ୍ଷୀ ଫାଣ୍ଡି ଅନ୍ତଗର୍ର୍ତ ରଘୁନାଥପୁର ଗ୍ରାମର ହରିହର ତରେଇ (୪୬)ଙ୍କ ମୃତଦେହକୁ ରବିବାର ବୁଢ଼ାବଳଙ୍ଗ ନଦୀରୁ ପୋଲିସ ଉଦ୍ଧାର କରିଛି।...

ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରା: ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ

ପଦ୍ମପୁର,୫।୪(ଡି.ଏନ୍‌.ଏ.): ଚାନ୍ଦବାଲି ବ୍ଲକ ଅଧୀନ କରଞ୍ଜମାଳ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ବିନୋଦ ମାଝିଙ୍କ ଘରେ ଅଗ୍ନିକାଣ୍ଡ ଘଟି ୧୨ ବଖରା ଜଳିଯାଇଛି।...

ତିଗିରିଆରୁ ଚିହ୍ନଟ କରୋନା ପଜିଟିଭିଙ୍କ ଲିଙ୍କ୍‌ ଠାବକଲା ନନ୍ଦନକାନନ ପୋଲିସ

ବାରଙ୍ଗ,୧୨।୫(ଡି.ଏନ୍‌.ଏ.): କଟକ ଜିଲା ତିଗିରିଆର ଜଣେ ୩୭ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୩ ତାରିଖରେ ସେ ସୁରଟରୁ ଫେରି ପୁରୀରେ...

ପାରିବାରିକ କଳହ ହେଲା କାଳ: ବିଷ ପିଇ ମା’ ସହ ଦୁଇପୁଅଙ୍କ ଆତ୍ମହତ୍ୟା

ବରଗଡ଼ ଅଫିସ୍‌,୨୬।୬-ବରଗଡ଼ ସଦର ଥାନା ଅନ୍ତର୍ଗତ ଖୁଣ୍ଟପାଲି ନିକଟ ଚାରପାଲି ଗ୍ରାମର ଗୋପୀନାଥ ବନଛୋରଙ୍କ ପରିବାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ...

ବ୍ରହ୍ମପୁର ଜୋନ ଯୁକ୍ତ ଦୁଇ ପରୀକ୍ଷାଫଳ କଳାରେ ପାସ୍‌ ହାର ୬୧.୨୧%, ବାଣିଜ୍ୟରେ ୬୦.୮୮%, ଧନ୍ଦାମୂଳକ ଶିକ୍ଷାରେ ୪୩.୬୯ %

ବ୍ରହ୍ମପୁର ଅଫିସ୍‌,୨୨ା୬-ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଜୋନ ଅଧୀନସ୍ଥ ଗଞ୍ଜାମ, ଗଜପତି,...

ସହାୟତା ପାଇଁ ହାଇକୋର୍ଟରେ ମାମଲା: ବର୍ଷେ ଯାଏ ଆଇନଜୀବୀଙ୍କୁ ମିଳୁ ମାସିକ ୨୫ ହଜାର

କଟକ ଅଫିସ,୧୬ା୭: କରୋନା ଯୋଗୁ ଗତ ମାର୍ଚ୍ଚ ୨୨ତାରିଖ ପରଠୁ କୋର୍ଟଗୁଡ଼ିକର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଫଳରେ ଆଇନ୍‌ଜୀବୀମାନେ ରୋଜଗାର ହରାଇଛନ୍ତି। ଏଣୁ ଆସନ୍ତା ଏକ...

ତାରପୁର ମହାନଦୀ ବ୍ରିଜ୍‌ରୁ ଡେଇଁ ବ୍ୟକ୍ତି ନିଖୋଜ

ରଘୁନାଥପୁର, ୫।୧୧(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ତାରପୁର ବାଇପାସ୍‌ ନିକଟ ମହାନଦୀ ବ୍ରିଜ୍‌ରୁ ପାଣିକୁ ଡେଇଁ ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି।...

Advertisement
Archives

Model This Week