ଚିକେନ୍‌ରେ କରୋନା ଭୂତାଣୁ !

ବେଜିଂ, ୧୩।୮: କରୋନା ଭୂତାଣୁର ଏନ୍ତୁଡିଶାଳ ପାଲଟି ଥିବା ଚାଇନା ଏବେ ନୂଆ ଦାବି କରିଛି। ବ୍ରାଜିଲ୍‌ରୁ ଆସିଥିବା ଫ୍ରୋଜେନ୍‌ ଚିକେନ୍‌ରେ କରୋନା ଭୂତାଣୁ ଥିବା ଚାଇନା ଅଭିଯୋଗ ଆଣିଛି। ଜୁନ୍‌ରେ ଚାଇନା ବ୍ରାଜିଲ୍‌ ସମେତ ଅନ୍ୟ କିଛି ଦେଶରୁ ଚିକେନ୍‌ ଆମଦାନୀ କରିଥିଲା। ଚାଇନାର ଡିଜିଜ୍‌ କଣ୍ଟ୍ରୋଲ ସେଣ୍ଟର ପକ୍ଷରୁ ପରୀକ୍ଷା କରାଯିବା ପରେ ଏସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। ବ୍ରାଜିଲ୍‌ରୁ ଆସିଥିବା ଚିକେନ୍‌ ନମୁନାର ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ଚାଇନା କହିଛି। ଓ୍ବେଟ୍‌ ବଜାରରେ ସତର୍କତା ଅବଲମ୍ବନ କରିବାକୁ ଚାଇନା ସରକାର ପରାମର୍ଶ ଦେଇଛନ୍ତି। ଉହାନରେ ଅଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଚାଇନାର ରିପୋର୍ଟ ଉପରେ ବ୍ରାଜିଲ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଗୁରୁବାର ବ୍ରାଜିଲ୍‌ରୁ ଚାଇନା ଆସିଥିବା ଚିକେନ ଏବଂ ଅନ୍ୟ ଖାଦ୍ୟ ପଦାର୍ଥର ନମୁନା ରିପୋର୍ଟ କରୋନା ନେଗେଟିଭ୍‌ ଆସିଥିବା ଡିଜିଜ୍‌ କଣ୍ଟ୍ରୋଲ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ବନ୍ୟା ୧.୬୦ କୋଟି ଶିଶୁ ପ୍ରଭାବିତ..

ଇସଲାମାବାଦ/ଜେନେଭା, ୧୭।୯ : ନିକଟରେ ପାକିସ୍ତାନରେ ଘଟିଥିବା ଭୟଙ୍କର ସୁପର ବନ୍ୟା ଦ୍ୱାରା ଦେଶର ୧.୬୦ କୋଟି ଶିଶୁ ପ୍ରଭାବିତ ହୋଇଛନ୍ତି। ମିଳିତ ଜାତିସଂଘ କହିଛି...

୨ ଲକ୍ଷ ଟଙ୍କାର ଘଣ୍ଟା ପିନ୍ଧନ୍ତି ନାଗାଲାଣ୍ଡର ପ୍ରଥମ ମହିଳା ବିଧାୟକ

କୋହିମା,୨।୩: ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ଏନଡିପିପି ଏବଂ ଭାଜପା ସହଯୋଗୀ ପ୍ରାର୍ଥୀ ହେକାନି ଜଖାଲୁ ଦିମାପୁର-୩ ବିଧାନସଭା ଆସନ ଜିତିଛନ୍ତି। ଏହା ସହ ସେ ନାଗାଲାଣ୍ଡ...

୧୦ ଦିନ ମଧ୍ୟରେ ସିସୋଡିଆଙ୍କୁ ଗିରଫ କରାଯିବା ଆଶଙ୍କା, କେଜରିଓ୍ବାଲଙ୍କ ଦାବି …

ନୂଆଦିଲ୍ଲୀ, ୩୦।୮ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦାବି କରିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସିବିଆଇ ଦ୍ୱାରା ଏକ ଅନୌପଚାରିକ କ୍ଲିନ ଚିଟ ଦିଆଯାଇଛି।...

ଅଙ୍କିତାଙ୍କ ଅନ୍ତିମ ସଂସ୍କାର ଆଜି, ଫାଷ୍ଟ ଟ୍ରାକ କୋର୍ଟରେ ହେବ ଶୁଣାଣି, ଯାଞ୍ଚ ଆରମ୍ଭ କଲା ଏସଆଇଟି

ଡେରାଡୁନ,୨୫ ।୯: ଉତ୍ତରାଖଣ୍ଡ ସ୍ଥିତ ଋଷିକେଶର ବନତାରା ରିସର୍ଟର ମୃତକ ଯୁବତି ଅଙ୍କିତା ଭଣ୍ଡାରୀଙ୍କ ଅନ୍ତିମ ସଂସ୍କାର ରବିବାର ହେବ । ତାଙ୍କର ଅନ୍ତିମ ସଂସ୍କାର...

ପରଲୋକରେ ଗୁଜୁରାଟୀ ଗାୟକ ମହେଶ କାନୋଡିଆ

ଗାନ୍ଧୀନଗର, ୨୫।୧୦- ଗୁଜୁରାଟୀ ଗାୟକ ତଥା ଭାଜପାର ପୂର୍ବତନ ଏମପି ମହେଶ କାନୋଡିଆଙ୍କ ରବିବାର ପରଲୋକ ହୋଇଯାଇଛି। ୮୩ ବର୍ଷ ବୟସରେ ମହେଶ ଗୁଜୁରାଟର ଗାନ୍ଧୀନଗରରେ...

କରୋନା ଆଗରେ ହାର ମାନିଛି ମାନବିକତା: ୭ଘଣ୍ଟା ଧରି ଘର ବାହାରେ ପଡ଼ିରହିଲା ମୃତଦେହ

କୋଲକାତା,୧୫।୭: ଦେଶରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ...

କେବେ ନିର୍ବାଚନ ଲଢି ନ ଥିବା ନେତା ଏବେ ଦାବି କରୁଛନ୍ତି ନିର୍ବାଚନ ପାଇଁ: ଜାଖଡ

ନୂଆଦିଲ୍ଲୀ,୩୦।୮: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳରେ ପରିବର୍ତ୍ତନ କରିବାକୁ ନିକଟରେ ୨୩ ଜଣ କଂଗ୍ରେସ ନେତା ଚିଠି ଲେଖିଥିଲେ। ଯାହାକୁ ନେଇ ଆଜିବି...

ଆଲପ୍ସ୍‌ରୁ ଉଦ୍ଧାର ହେଲେ ୧୦୭ ଶିକ୍ଷକ-ଶିକ୍ଷାର୍ଥୀ…

ଭିଏନା/ବର୍ଲିନ୍‌, ୯।୬ : ଜର୍ମାନୀରୁ ଅଷ୍ଟ୍ରିଆକୁ ଏକ ସ୍କୁଲ ଯାତ୍ରା ସମୟରେ ଆଲପ୍ସ ପାହାଡରେ ଅଟକି ରହିଥିବା ୧୦୭ ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କୁ ବିମାନ ଦ୍ୱାରା...

Advertisement
Archives

Model This Week