ବ୍ରାଣ୍ଡେଡ୍‌ ଆଉଟ୍‌ଫିଟ୍‌ ବାଛୁଥିଲେ…

ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡେଡ୍‌ ସାମଗ୍ରୀର ଏକାଧିକ ନକଲ ମାର୍କେଟ୍‌କୁ ଆସୁଛି, ଯାହାକି ସହଜରେ ଚିହ୍ନିବା କଷ୍ଟ। ତେଣୁ କିଣିବା ସମୟରେ କେଉଁଟା ଅରିଜିନାଲ ଜାଣିବା ଲାଗି କେତେକ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ…
ଷ୍ଟିଚିଂ: ବ୍ରାଣ୍ଡେଡ୍‌ ଡ୍ରେସ୍‌ରେ ଷ୍ଟିଚିଂ ସିଧା ଏବଂ ଚାରିଆଡେ ଏକା ପ୍ରକାରର ହୋଇଥାଏ। ସୂତା ମଧ୍ୟ ଏକା ପ୍ରକାରର ବ୍ୟବହାର ହୋଇଥାଏ। କେତେକ ବ୍ରାଣ୍ଡ ଷ୍ଟିଚିଂ ଉପରେ କମ୍ପାନୀର ଲୋଗୋ ଟ୍ୟାଗ୍‌ ମଧ୍ୟ ଷ୍ଟିଚ୍‌ ହୋଇଥାଏ; ଯାହାକୁ ଭଲ ଭାବେ ଦେଖିଲେ ଆପଣ ଠକାମିର ଶିକାର ହେବେ ନାହିଁ।
ଜିପ୍‌୍‌: ନାମୀ ଦାମୀ ବ୍ରାଣ୍ଡେଡ୍‌ ଡ୍ରେସ୍‌ରେ ଭଲ କ୍ୱାଲିଟିର ଜିପ୍‌ ଦେଇଥାଏ; ଯାହାକୁ ଚଲାଇବା ବେଳେ ମଧ୍ୟ ଅଟକି ନ ଥାଏ କିମ୍ବା ଭାଙ୍ଗି ପଡି ନ ଥାଏ। ଏଥିରେ ନନ୍‌ବ୍ରାଣ୍ଡ ପ୍ୟାଣ୍ଟ କିମ୍ବା ଅନ୍ୟ ଡ୍ରେସ୍‌ ଭଳି ଜିପ୍‌ ଟାଇଟ୍‌ ହେବା, ଭାଙ୍ଗିବା କିମ୍ବା ନ ଲାଗିବା ଭଳି ସମସ୍ୟା ସାଧାରଣତଃ ଦେଖା ଦେଇ ନ ଥାଏ। ଏମିତିକି କେତେକ ବ୍ରାଣ୍ଡ ଜିପ୍‌ରେ ଏହାର ନାମ କିମ୍ବା ସିମ୍ବଲ ମଧ୍ୟ ରଖିଥାନ୍ତି।
ବଟନ: ଜିପ୍‌ ଭଳି ବଟନ୍‌ରେ ମଧ୍ୟ ଅନେକ ବ୍ରଣ୍ଡେଡ୍‌ କମ୍ପାନୀ ବ୍ରାଣ୍ଡନେମ୍‌ ଛପାଇଥାନ୍ତି। ଯାହାକି ଚିହ୍ନିବାରେ ସହଜ ହୋଇଥାଏ।
ଟ୍ୟାଗ୍‌: ସାଧାରଣତଃ ଟ୍ୟାଗ୍‌ରେ ବ୍ରାଣ୍ଡ ନେମ୍‌ ଦେଖିବାମାତ୍ରେ ଏହା ଅରିଜିନାଲ୍‌ ହୋଇଥିବ ଭାବି କିଣିନେଉ। ହେଲେ ମାର୍କେଟ୍‌ରେ ଯେ, ଏହାର ଏକାଧିକ ନକଲ ଉପଲବ୍ଧ ସେ ଦିଗରେ କେହି ଧ୍ୟାନ ଦିଅନ୍ତି ନାହିଁ। ତେଣୁ କିଣିବା ପୂର୍ବରୁ ଟ୍ୟାଗ୍‌କୁ ଭଲ ଭାବେ ଦେଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ତୈଳାକ୍ତ ତ୍ୱଚାରୁ ମୁକ୍ତି ଦେବ ଧନିଆପତ୍ର ଫେସ୍‌ପ୍ୟାକ

ପ୍ରତିଦିନ ଖାଦ୍ୟରେ ବ୍ୟବହାର ହେଉଥିବା ଧନିଆ ପତ୍ର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ହୋଇଥାଏ। ଧନିଆ କେବଳ ଖାଦ୍ୟ ନୁହେଁ ବରଂ ତ୍ୱଚା ପାଇଁ ମଧ୍ୟ...

ଖାଦ୍ୟରେ ପ୍ରତିଦିନ ସାମିଲ କରନ୍ତୁ ମାଛ: ନହେଲେ କମିପାରେ ଆୟୁଷ

ଖାଦ୍ୟରେ ଓମେଗା-୩ ତେଲର ଅଭାବ ଜଣେ ବ୍ୟକ୍ତିର ଆୟୁଷକୁ କମ କରିପାରେ। ସିଗାରେଟ ଟାଣିବାଠାରୁ ମଧ୍ୟ ଏହା ଅଧିକ ବିପଜ୍ଜନକ ହୋଇପାରେ। ଏକ ନୂତନ ଅଧ୍ୟୟନରେ...

ଶପିଂ କରିବା ପୂର୍ବରୁ

ପ୍ରଥମେ ଲିଷ୍ଟ କରନ୍ତୁ: ସବୁବେଳେ ମନେରଖନ୍ତୁ ଯେତେବେଳେ ଆପଣ ଶପିଂ କରିବାକୁ ଯାଉଛନ୍ତି ପ୍ରଥମେ ଲିଷ୍ଟ କରନ୍ତୁ କ’ଣ କିଣିବେ। କାହିଁକି ନା ଆପଣ ମାର୍କେଟ...

ମେଦବହୁଳତାରୁ ମୁକ୍ତି ପାଇଁ ଏଥିରୁ ଗ୍ଲାସେ…

ନୂଆଦିଲ୍ଲୀ: ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ। ମେଦବହୁଳ ରୋଗୀଙ୍କ ପାଇଁ ଏହା ମହୌଷଧୀ ଭଳି...

ଖାଇବା ଲୁଣର ମାତ୍ରା

”ସମୁଦ୍ରରୁ ଲୁଣ ଉତ୍ପାଦନ କରାଯାଇଥାଏ, ଯାହାକୁ ଟେବୁଲ ଲୁଣ ବା ଖାଇବା ଲୁଣ ବୋଲି କୁହାଯାଇଥାଏ। ଏହାର ରାସାୟନିକ ନାମ ସୋଡିୟମ କ୍ଲୋରାଇଡ(NaCI)। ଗୋଟିଏ ସୋଡିୟମ...

ଅସନ୍ତୁଳିତ ଜୀବନଶୈଳୀ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଏକ ସୁବ୍ୟବସ୍ଥିତ ଜୀବନଶୈଳୀ ଅନୁସରଣ କରିବା ପ୍ରାୟ କଷ୍ଟକର। କାରଣ ନିଜ କାର୍ଯ୍ୟକୁ ନେଇ ଅନେକେ ଏତେ ବ୍ୟସ୍ତ ଯେ ସେମାନେ...

ଆଇବ୍ରୋ ଟ୍ରେଣ୍ଡ

ଫ୍ୟାଶନରେ ଅପଡେଟ୍‌ ରହିବାକୁ ସମସ୍ତେ ପସନ୍ଦ କରନ୍ତି। ସେଥିପାଇଁ ସବୁବେଳେ ନୂଆ ନୂଆ ଫ୍ୟାଶନ ଡିଜାଇନ୍‌ ଆପଣେଇବାକୁ ଚାହାନ୍ତି। ଡ୍ରେସ ହେଉ କି ହେୟାର ଷ୍ଟାଇଲ୍‌...

ମଧୁମେହରୁ ମୁକ୍ତିଦିଏ ବେସନ ରୁଟି

ଆଜିକାଲି ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ତେବେ ଏହି ରୋଗୀଙ୍କୁ...

Advertisement
Archives

Model This Week